ଯେବେ ବାହାର କରାଗଲା ଚାକିରୀରୁ:-
ଯେବେ କୌଣସି ବ୍ୟକ୍ତିଙ୍କୁ ଚାକିରୀରୁ ବାହାର କରିଦିଆ ଯାଏ , ତେବେ ସେ ରା-ଗ କରିବା ସ୍ୱାଭାବିକ ଅଟେ। କିଛିଲୋକ ଏତେ ରାଗିଯାଇଥାନ୍ତି ଯେ, ସେମାନେ ବସକୁ ଗା-ଳି ଦେଇଥାନ୍ତି। ଆଉ କିଛିବ୍ଲକ ଏତେ ରା-ଗିଯାଇଥାନ୍ତି ଯେ, ବସ ଉପରେ ରା-ଗ ସୁଝାଇବା ପାଇଁ କମ୍ପାନୀର ଜିନିଷ ଭଙ୍ଗା ଭଙ୍ଗି କରିଥାନ୍ତି। ଏହିଭଳି ଏକ ଘ-ଟ-ଣା ଆମେରିକାର ଏକ କମ୍ପାନୀରେ ଘଟିଛି। ଯେତେବେଳେ ୱାଲମାର୍ଟ ଜଣେ ଯୁବକକୁ ଚାକିରୀରୁ ବାହାର କରିଦେଲେ, ସେତେବେଳେ ସେ ରାଗିଯାଇ ଏକ ଷ୍ଟୋରରେ ଗାଡ଼ି ପୁରାଇ ଭଙ୍ଗା ଭଙ୍ଗୀ ଆରମ୍ଭ କରିଦେଲେ।
ସମ୍ପୂର୍ଣ ଘ-ଟ-ଣା କଣ ଥିଲା:-
ଏହି ଘ-ଟ-ଣା ଉତ୍ତରୀ କ୍ୟାରୋଲୀନା (ଆମେରିକା) କାନକାର୍ଡ ସ୍ଥିତ ଏକ ୱାଲମାର୍ଟ ଷ୍ଟୋରର ଅଟେ। ଯେଉଁଠି ୩୨ ବର୍ଷୀୟ Lacy cordell gentry ନାମକ ଜଣେ ବ୍ୟକ୍ତି ଗେଟ ଭା-ଙ୍ଗି ନିଜ କାରକୁ ନେଇ ସିଧା ଷ୍ଟୋର ଭିତରକୁ ପଶାଇ ସବୁ କିଛି ନ-ଷ୍ଟ କରିବାକୁ ଲାଗିଲେ। କୁହାଯାଉଥିଲା କି ଜେଣ୍ଟ୍ରି ଚାକିରୀରୁ ବାହାର ହୋଇଯିବାରୁ ରା-ଗିଯାଇ ପ୍ର-ତି-ଶୋ-ଧ ନେବାକୁ ଆସିଥିଲା।
ପୋ-ଲି-ସ କରିନେଲା ଗି-ର-ଫ:-
ରି-ପୋ-ର୍ଟ ଅନୁସାରେ ଚାକିରୀରୁ ବାହାର କରିଦେଇଥିବାରୁ, ପରଦିନ ସଖାଳେ ଜେଣ୍ଟ୍ରି ପ୍ର-ତି-ଶୋ-ଧ ନେବା ପାଇଁ ନିଜ କାରକୁ ଆଣି ଷ୍ଟୋରର ଗେଟ ଭାଙ୍ଗି ସେଠାରେ ସବୁକିଛି ଭାଙ୍ଗିବାକୁ ଲାଗିଲା। ସେହି ସମୟରେ ପୋ-ଲି-ସ ପହଂଚି ଜେଣ୍ଟ୍ରିକୁ ଗି-ର-ଫ କରିଥିଲା। କାନକାର୍ଡ ପୋ-ଲି-ସ ଡି-ପା-ର୍ଟ-ମେ-ଣ୍ଟ, ଏହି ଘ-ଟ-ଣା-ର ତଥ୍ୟ ସହ ଏହାର ଚିତ୍ର ସେୟାର କରିଛି।
ଲଗାଗଲା ଏହି ଅଭି-ଯୋଗ:-
CPD has charged the man responsible for driving his vehicle into the Wal-Mart located at 5825 Thunder Road, Concord.
Lacy Cordell Gentry, 32 of Charlotte, has been charged and is currently in the Cabarrus County Jail under $100,000 bond / ralhttps://t.co/55Kjx0bVL5 pic.twitter.com/liCB2pV9pr
— Concord, NC Police (@ConcordNCPolice) April 2, 2021
ପୋ-ଲି-ସ-ର ପ୍ରେସ ରିଲିଜରେ କୁହାଯାଇଛି କି, ଯେତେବେଳେ ପୋ-ଲି-ସ ଟିମ ଷ୍ଟୋରରେ ପହଁଚିଲେ, ସେତେବେଳେ ଜେଣ୍ଟ୍ରି କାର ଚଳାଉଥିଲେ। ଜେନ୍ତ୍ରୀଙ୍କ କାର ଚଳାଇବା ଫଳରେ ଅବଶ୍ୟ କାହାକୁ ଆ-ଘା-ତ ଆସିନାହିଁ, କିନ୍ତୁ ଅନେକ ଜିନିଷ ନଷ୍ଟ ହୋଇଛି। ପୋ-ଲି-ସ ତାଙ୍କୁ ଗି-ର-ଫ କରି ଥା-ନା-କୁ ନେଇଯାଇଛନ୍ତି। ସେଠାରେ ତାଙ୍କ ଉପରେ ଏକ ଶ-କ୍ତ ଅ-ସ୍ତ୍ର ସାହାଯ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଆ-ଘା-ତ କରିବା, ଗୁ-ଣ୍ଡା-ଗ-ର-ଦି, ସମ୍ପତ୍ତିର ନ-ଷ୍ଟ କରିବାର ଅ-ଭି-ଯୋ-ଗ ତାଙ୍କ ଉପରେ ଲଗାଯାଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।