ରୋଗୀର ଏକଲାପଣ ଦୁର କରିବା ପାଇଁ ନର୍ସ ଯାହା କଲେ ତା’କୁ ଦେଖି ଲୋକମାନେ ହେଲେ ଭାବପ୍ରବଣ, ଆପଣ ବି ଦେଖନ୍ତୁ

ଲୋକମାନଙ୍କର ଜୀବନ ବଦଳିଗଲା:-

କୋଭିଡ ମହାମାରୀ ପରେ ଲୋକମାନଙ୍କର ଜୀବନରେ ଅନେକ ବଦଳ ଆସିଯାଇଛି। ବାରମ୍ବାର ଦୁନିଆ ବଡ଼ ବଡ଼ ବଦଳ ଦେଖି ଚାଲିଛି। ଲୋକମାନେ ଜାଣିବା- ବୁଝିବା ପାଇଁ ପ୍ରୟାସ କରୁଛନ୍ତି। ଲୋକମାନଙ୍କର ଏହି ଦୌଡ଼ରେ ଜଣେ ଆଉ ଜଣଙ୍କ ଠାରୁ ଦୁର କରି ରହିବାକୁ ପଡୁଛି। ଅନେକ ଲୋକ ଏକାକି ରହିବାର ଶି-କା-ର ହୋଇଗଲେଣି। ବ୍ରାଜିଲରେ ଏକ ନର୍ସ କୋଭିଡରେ ସଂ-କ୍ର-ମିତ ଲୋକମାନଙ୍କ ସାହାଯ୍ୟ କରିବାକୁ ଯାଇ ଏକ ନୂଆ ଉ-ପା-ୟ ବାହାର କରିଛନ୍ତି।

କଣ କଲେ ସେ:-

ଏହି ନର୍ସ ରୋଗୀମାନଙ୍କର ଏକାକି ଦୁର କରିବା ପାଇଁ ସେମାନଙ୍କୁ ଆର୍ଟିଫିଶିଆଲ ହ୍ୟୁମାନ ଟଚ ଦେଲେ। ଟ୍ୱିଟରରେ ଏହି ଫୋଟୋ ଗଲ୍ଫ ନ୍ୟୁଜର ସାଦିକ ସମୀର ଭଟ୍ଟ ସେୟାର କରିଛନ୍ତି। କ୍ୟାପସନ ସେ ଲେଖିଛନ୍ତି,’ ଭଗବାନଙ୍କର ହାତ, ନର୍ସ କୋଭିଡ ରୋଗୀଙ୍କୁ ଆଇସଲେଟେଡ଼ ୱାର୍ଡରେ ଆରାମ ଦେବା ପାଇଁ ପ୍ରୟାସ କରିଛନ୍ତି, ଦୁଇଟି ଡିସ୍ପୋଜେବଲ ଗ୍ଲୋବ, ଗରମ ପାଣି ଭରା, ରୋଗୀଙ୍କର ହାତରେ ବନ୍ଧା ହୋଇଛି, ଆଗଧାଡ଼ି ୱାର୍କ-ର୍ସଙ୍କୁ ନମସ୍କାର ଦିଆଯାଉ।

ନି-ଶ-ବ୍ଦ କରିଦେଇଛି ଏହି ଫୋଟୋ:-

ୟୁଜର୍ସ ମାନେ ଏହି ଫୋଟୋ ଉପରେ ଅନେକ କମେଣ୍ଟ କରି ଲେଖିଛନ୍ତି। ସେମାନେ ଲେଖିଛନ୍ତି କି, ଏହି ଫୋଟୋ ସେମାନଙ୍କୁ ଶବ୍ଦହୀନ କରିଦେଇଛି।

ଏହାଙ୍କୁ ତା କା-ନ୍ଦ ଆସିଗଲା:-

susan abbot ଜଣେ ଟ୍ୱିଟର ୟୁଜର୍ସ। ସିଏ କମେଣ୍ଟ କରି ଲେଖିଛନ୍ତି ଯେ, ସେ ଏହି ଭିଡିଓକୁ ଦେଖି ତାଙ୍କ ଆଖିରେ ଲୁହ ଆସିଗଲା (bring tears to my eyes)। ସେ ଏହାକୁ ଏପ୍ରିଲ ୮ ତାରିଖରେ କମେଣ୍ଟ କରି କହିଥିଲେ।

ହୃଦୟକୁ ଛୁଇଁ ଦେଲା ଭଳି ଫୋଟୋ:-

ଯଦିଓ ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ ଯେ ଫୋଟୋ କେଉଁ ହସ୍ପିଟାଲର। ବ୍ରାଜିଲରେ ଫେବ୍ରୁଆରୀ ୨୦୨୦ ପରେ ପ୍ରଥମ ଥର ଏହି ସପ୍ତାହରେ ଗୋଟିଏ ଦିନରେ ୪୦୦୦ରୁ ଅଧିକ ଲୋକ ମ-ରି-ଛନ୍ତି। ମଙ୍ଗଳବାର ଦିନ କରୋନା ଭାଇରସ ଦ୍ୱାରା ୪,୧୯୫ ଲୋକ ମରିଯାଇଛନ୍ତି। ଯାହା ଏପର୍ଯ୍ୟନ୍ତ ମିଶିକରି ଟୋଟାଲ ୩,୩୭,୦୦୦ରୁ ଅଧିକ ଲୋକ ମୃ-ତ୍ୟୁବ-ରଣ କରିସାରିଲେଣି।

Leave a Reply

Your email address will not be published. Required fields are marked *