କେକ କରୁଥିଲା ଛୋଟ ଛୁଆ, ଭୁଲରେ ନିଜ ମୁହଁ ଉପରେ ପକେଇଦେଲା ସବୁଯାକ ଅଟା, ପୁଣି ହୋଇଥିଲା କିଛି ଏମିତି, ଦେଖନ୍ତୁ video

ସୋସିଆଲ ମିଡିଆରେ ଛୋଟ ଛୁଆଟିର ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି, ଯେଉଁଥିରେ ସେ କେକ ତିଆରି କରିବା ଶିଖୁଛି। କିନ୍ତୁ, ସେହି ସମୟରେ ତା ସହିତ କିଛି ଏମିତି ହୋଇଥିଲା, ଯେଉଁଥିପାଇଁ ସେ ଜୋରରେ କା-ନ୍ଦିବାକୁ ଲାଗିଥିଲା।

ଛୋଟ ଛୁଆ ତାଙ୍କର ସବୁ ହ-ର-କ-ତରେ ଆମ ହୃଦୟ ଜିତି ନେଇଥାନ୍ତି। ସୋସିଆଲ ମିଡିଆରେ ଛୋଟ ଛୁଆଟିର ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି, ଯେଉଁଥିରେ ସେ କେକ ତିଆରି କରିବା ଶିଖୁଛି। କିନ୍ତୁ, ସେହି ସମୟରେ ତା ସହିତ କିଛି ଏମିତି ହୋଇଥିଲା, ଯେଉଁଥିପାଇଁ ସେ ଜୋରରେ କା-ନ୍ଦିବାକୁ ଲାଗିଥିଲା। ଲୋକମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି ଏବଂ ଭିଡିଓରେ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି।

୬ସେକେଣ୍ଡର ଏହି ଭିଡିଓ କ୍ଲିପକୁ Fred Schultz ନାମକ ୟୁଜର ଟୁଇଟରରେ ଶେୟାର କରିଛନ୍ତି। ଯାହା ବହୁତ ଜୋରରେ ଭାଇରାଲ ହେଉଛି ଏବଂ ଏହାକୁ ଏପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଛି।

ଭିଡ଼ିଓରେ ଆପଣ ଦେଖି ପାରିବେ କି ଗୋଟିଏ ଛୋଟ ଛୁଆ ଶେଫର ଡ୍ରେସ ପିନ୍ଧି ଥିବାର ନଜର ଆସୁଛନ୍ତି। କେକ ତିଆରି କରିବାର ପ୍ରସ୍ତୁତି କରୁଛନ୍ତି। ସେ ଅଟାକୁ ଗୋଟିଏ କପରେ ଭର୍ତ୍ତି କରି ବାଉଲରେ ଢାଳିବା ପାଇଁ ଯାଉଛନ୍ତି। କିନ୍ତୁ ବାଉଲରେ ଅଟା ପଡ଼ିବା ପୂର୍ବରୁ ହିଁ ସବୁଯାକ ଅଟା ଭୁଲରେ ଛୁଆର ମୁହଁ ଉପରେ ପଡି ଯାଇଥାଏ। ଏବଂ ଛୁଆଟି ଜୋରରେ କା-ନ୍ଦିବାକୁ ଲାଗିଥାଏ। ଛୁଆଟିର ମାଆ ସଙ୍ଗେସଙ୍ଗେ ତା ମୁହଁକୁ ସଫା କରିବାକୁ ଲାଗିଥାନ୍ତି।

ଭିଡିଓ ସହିତ କ୍ୟାପଶନରେ ଲେଖିଛନ୍ତି, “ପ୍ଲେବର ଟାଉନରେ ଆପଣଙ୍କୁ ସ୍ବାଗତ ।”

https://twitter.com/fred035schultz/status/1379491123610140682?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1379491123610140682%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Flittle-kid-was-bake-a-cake-accidentally-turned-all-the-flour-on-his-face-then-something-like-this-happened-see-viral-video-2409870

କିଛିଲୋକ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଏହା ଉପରେ ଶହଶହ ଲାଇକ୍ସ ଏବଂ କମେଣ୍ଟ ଦେଉଛନ୍ତି। ତ ସେଠାରେ, କିଛି ଲୋକ ଛୁଆକୁ ଏହି ପରି କା-ନ୍ଦୁଥିବାର ଦେଖି ବି-ର-କ୍ତ ମଧ୍ୟ ହୋଇଛନ୍ତି। ତାଙ୍କର କହିବା କଥା ହେଉଛି କି ଏମିତି ହେବାର ନଥିଲା।

Leave a Reply

Your email address will not be published. Required fields are marked *