ଏୟାର ଏସିଆର ବାଙ୍ଗାଲୋରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଉ-ତ୍ତେ-ଜ-ନା ଦେଖାଦେଇଥିଲା । ଯାତ୍ରା ସମୟରେ ଜଣେ ବ୍ୟକ୍ତି ଉ-ଲ-ଗ୍ନ ହୋଇଯାଇଥିଲେ । ଯାହାପରେ ବିମାନ ଚାଳକଙ୍କୁ ଅଗ୍ରାଧିକାର ଭିତ୍ତିରେ ଅବତରଣ କରିବାକୁ ପଡିଥିଲା ।
ଏଏନଆଇ ସହ ବାର୍ତାଆଳାପ ପରେ ଜଣେ ବ୍ୟକ୍ତି ଏହି ଘ-ଟ-ଣା ବିଷୟରେ କହିଲେ କି ଏହି ଲୋକଟିର କ୍ୟାବିନ କ୍ରୁଙ୍କ ସହ ଲାଇଫ ଜ୍ୟାକେଟକୁ ନେଇ ବହୁତ ବି-ତ-ର୍କ ହୋଇଛି । ଏହାପରେ ସେ ବିମାନରେ ଥିବା କର୍ମଚାରିମାନଙ୍କ ସହ ଅସ-ଦା-ଚର-ଣ କରିଥିଲେ ଏବଂ ତାପରେ ସେ ଉ-ଲ-ଗ୍ନ ହୋଇଯାଇଥିଲେ ।
ଏହି ବିଷୟରେ କହିବା ପାଇଁ ଏୟାର ଏସିଆ ଇଣ୍ଡିଆର ମୁଖପାତ୍ର କହିଛନ୍ତି କି ବେଙ୍ଗାଲୋରରୁ – ଦିଲ୍ଲୀ ଯିବା ବିମାନରେ ଏକ ବ୍ୟକ୍ତି ଅ-ଶୀ-ଳ ବ୍ୟବହାର କରିଥିଲେ । ତାଙ୍କୁ ଭଲ ବ୍ୟବହାର କରିବା ପାଇଁ ପରା+ମର୍ଶ ଦିଆଗଲା । ବହୁତ ଅନୁ-ରୋଧ ପରେ ସେ କ୍ରୁ ସଦସ୍ୟମାନଙ୍କ କଥା ମାନିଥିଲେ । ଆମ୍ଭେମାନେ ଏହି ଘ-ଟ-ଣା କୁ ବହୁତ ନି-ନ୍ଦା କରୁଛୁ ଏବଂ ଏହି ଭଳି ଅ-ସ-ଦା-ଚର-ଣକୁ ବର-ଦାସ୍ତ କରାଯାଇପାରିବ ନାହିଁ ।
ଏହି ବ୍ୟକ୍ତିଙ୍କ ବ୍ୟବହାର ଦେଖି କ୍ରୁ ସଦସ୍ୟ ଏବଂ ଅନ୍ୟ ଯାତ୍ରୀମାନେ ତାଙ୍କୁ ନିୟ-ନ୍ତ୍ରଣ କରିବାକୁ ଚେଷ୍ଟାକଲେ ଏବଂ ବିମାନ ଚାଳକଙ୍କୁ ଏହି ବିଷୟରେ ଜଣାଇଲେ । ଏହାପରେ ଚାଳକ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଏହି ବିଷୟରେ ସୂ-ଚ-ନା ଦେଲେ ଏବଂ ଅବ-ତ-ରଣ ପାଇଁ ପ୍ରାଥମିକତା ଦେବାକୁ କହିଥିଲେ ।
ବିମାନ ଅବ-ତରଣ ପରେ ଏହି ଯାତ୍ରୀଙ୍କୁ ବିମାନ ଚାଳକ ସିଏ-ସଏ-ଫଙ୍କୁ ହସ୍ତା-ନ୍ତର କରିଛନ୍ତି ଏବଂ ପୋ-ଲି-ସ ଏହି ବ୍ୟକ୍ତିଙ୍କ ଉପରେ ମା-ମ-ଲା ରୁ-ଜୁ କରିଛି ଏବଂ ମା-ମଲା-ର ତ-ଦ-ନ୍ତ କରାଯାଉଛି । ଏୟାର ଏସିଆ ଏହି ବ୍ୟକ୍ତିଙ୍କ ଉଡାଣରେ କୌଣସି ପ୍ରତି-ବ-ନ୍ଧ-କ ଲଗାଇନାହିଁ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।