ଓଡ଼ିଶାର ଏକ ଝିଅକୁ ପାକିସ୍ତାନର ଏକ ଯୁବକ ସହ ହେଲା ପ୍ରେମ:-
ସୋସିଆଲ ମିଡ଼ିଆରେ ଓଡ଼ିଶାର ଏକ ଝିଅକୁ ପାକିସ୍ତାନର ଏକ ଯୁବକ ସହ ଏଭଳି ପ୍ରେମ ହୋଇଗଲା ଯେ, ସେ ନିଜର ଘର-ବାଡ଼ି ସବୁ ଛାଡ଼ି ପାକିସ୍ତାନକୁ ଯିବା ପାଇଁ ପାଞ୍ଝବର ଡେରାବାବା ନାନକ ସ୍ଥିତ କରତାପୁର କରିଡର ପର୍ଯ୍ୟନ୍ତ ପହଞ୍ଚି ଗଲେ। ୨୫ ବର୍ଷର ଏହି ମହିଳା ବିବାହିତ ଅଟନ୍ତି। ସେ ଓଡ଼ିଶାର ବାସିନ୍ଦା ହେବା ସହ ତାଙ୍କର ଏକ ୫ ବର୍ଷର ଝିଅ ରହିଛି। ବିଏ-ସ-ଏଫ ସେହି ମହିଳାଙ୍କୁ ବ-ର୍ଡ-ର ଉପରେ ସ-ନ୍ଦେ-ହ-ଜ-ନ-କ ଅବସ୍ଥାରେ ବୁଲାବୁଲି ହେବାର ଦେଖି ସେହି ମହିଳାଙ୍କୁ ଏକ ମହିଳା କନେଷ୍ଟବଳ ସାହାଯ୍ୟରେ ଡେରାବାବା ନାନକ ପୋ-ଲି-ସ-କୁ ଦେଇଦେଲେ।
ଡ଼ିଏ-ସ-ପି ଓ ଏସଏଚଓ କଣ କହିଲେ:-
ଏହି ମା-ମ-ଲା-ରେ ଡିଏସପି କମ୍ବଲପ୍ରୀତ ସିଂ ଓ ଏସଏଚଓ ଅନୀଲ ପଵାର କହିଛନ୍ତି ଯେ, ଏହି ମହିଳା ଓଡ଼ିଶାର ବାସିନ୍ଦା ଅଟନ୍ତି, ଯାହାଙ୍କର ବୟସ ୨୫ ବର୍ଷ ଅଟେ। ୬ ବର୍ଷ ପୂର୍ବରୁ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଏକ ପାଞ୍ଚ ବର୍ଷର ଝିଅ ଅଛି। ଏହି ମହିଳା ପୂର୍ବ ୨ ମାସ ଧରି ନିଜ ବାପଘରେ ରହୁଥିଲେ।
ପୋ-ଲି-ସ କଣ କହିଲା:-
ପୋ-ଲି-ସ କହିଲା କି, ପାଖାପାଖି ୨ ବର୍ଷ ପୁର୍ବରୁ ଏହି ମହିଳା ନିଜ ଫୋନରେ ଆଜାଦ ନାମକ ଏକ ଆପ ଡାଉନଲୋଡ଼ କରିଥିଲେ ଓ ଏକ ଯୁବକ ସହ ଚାଟ କରିବା ଆରମ୍ଭ କରିଦେଇଥିଲେ। କଥାବାର୍ତ୍ତା ହେବା ଦ୍ୱାରା ମହମ୍ମଦ ମାନ ନାମକ ଏକ ଯୁବକ ସହ ତାଙ୍କର ବନ୍ଧୁତା ଆରମ୍ଭ ହେଲା। ସେ ଦୁହେଁ ନିଜ ନିଜର ହ୍ଵାଟ୍ସଆପ ନମ୍ବର ଦେଇ ସେଥିରେ ମଧ୍ୟ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ। ପୁଣି ଯୁବକ ଜଣକ ତାଙ୍କୁ କରତାପୁର ସାହେବ କରିଡରର ରାସ୍ତାରେ ପାକିସ୍ତାନକୁ ଆସିବା ପାଇଁ କହିବାରୁ ସେ ରାଜି ହୋଇଗଲା।
ବିଏ-ସ-ଏଫ କଣ କହି ତାଙ୍କୁ ଫେରାଇଦେଲେ:-
ଏହି ମହିଳା ନିଜ ବାପଘରୁ ଉଡାଯାହାଜ ସାହାଯ୍ୟରେ ଦିଲ୍ଲୀ ଆସିଲେ ପରେ ବସ ମାଧ୍ୟମରେ ଅମୃତାସର ପହଞ୍ଚିଲେ ଓ ୫ ଏପ୍ରିଲରେ ସେ ଗୁରୁଦ୍ୱାର ହରିମନ୍ଦିର ସହାବ ଅମୃତାସରରେ ରହିଲେ। ପୁଣି ୬ ଏପ୍ରିଲରେ ଡେରାବାବା ନାନକ ପହଞ୍ଚିଲେ। ଡିଏ-ସପି କମ୍ବଲପ୍ରୀତ ସିଂ ଆଗକୁ କହିଲେ, ଏହି ମହିଳା ଅଟୋ ମାଧ୍ୟମରେ ଡେରାବାବା ନାନକରେ ପହଞ୍ଚି ଥିଲେ। ଯେଉଁଠାରେ ବି-ଏସ-ଏଫ ଏହା କହି ଫେରାଇ ଦେଇଥିଲା ଯେ, କରୋନା ଦ୍ୱାରା କରତାପୁର କରି-ଡର ବ-ନ୍ଦ ରହିଛି। ଏବଂ ବିନା ପା-ସ-ପୋ-ର୍ଟ ସାହାଯ୍ୟରେ ପାକିସ୍ତାନକୁ ଯିବା ମନା ଅଛି।
୬୦ ଗ୍ରାମର ଗହଣା ଧରି ଆସିଥିଲେ ମହିଳା:-
ଏହାପରେ ବି-ଏସ-ଏଫ ଏହି ମହିଳାଙ୍କୁ ଡେରାବାବା ନାନକ ପୋ-ଲି-ସ-କୁ ପଠେଇଦେଲେ। ପଚ-ରା ଉ-ଚରା, ତ-ଦ-ନ୍ତ କଲା ପରେ ଏହା ଜଣା ପଡ଼ିଲା ଯେ, ମହିଳାଜଣକ ସାଙ୍ଗରେ ୬୦ ଗ୍ରାମର ସୁନା, ଗହଣା ନିଜ ଘରଠୁ ପାକିସ୍ତାନକୁ ନେଇଯିବା ପାଇଁ ସାଙ୍ଗରେ ଆଣିଥିଲେ। ଏହାପରେ ପଞ୍ଝାବ ପୋ-ଲି-ସ ତ-ର-ଫ-ରୁ ଓଡ଼ିଶାରେ ସମ୍ବନ୍ଧିତ ପୋ-ଲି-ସ ଥା-ନା ସହ ସମ୍ପର୍କ କରାଗଲା। ଜଣାଗଲା ଯେ, ମହିଳାଙ୍କ ପତି ନିଜ ସ୍ତ୍ରୀର ନି-ଖୋ-ଜ ରି-ପୋ-ର୍ଟ ଲେଖିଛନ୍ତି।
ପୋ-ଲି-ସ ପାଉଛନ୍ତି ପ୍ରଶଂସା:-
ପୋ-ଲି-ସ ମହିଳାଙ୍କ ଘର ଲୋକଙ୍କୁ ଡାକିଲେ ଏବଂ ଗହଣା ସହ ମହିଳାଙ୍କୁ ଠିକ ଭାବରେ ତାଙ୍କ ସମ୍ପର୍କୀୟଙ୍କୁ ଦେଇଦେଲେ। ପୋ-ଲି-ସ-ଙ୍କ-ର ଏହି ଭଲ କାମକୁ ଜାଣି ଲୋକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।