ଏହି ଦିନରେ ସୋସିଆଲ ମିଡ଼ିଆରେ ହା-ତୀ ଛୁ-ଆ-ର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଦେଖାଯାଇଛି, ଏକ ହା-ତୀର ଛୁ-ଆ-କୁ କ୍ରୋ-ଧ ଆସିଯାଇଛି ଏବଂ ସେ ପାଖରେ ଥିବା ଏକ ବଡ଼ ଟବକୁ ନିଜ ଶୁ-ଣ୍ଢ-ରେ ଜୋ-ରରେ ଧ-କ୍କା ଦେଉଛି, ଆଉ କେତେବେଳେ ନିଜ ଗୋଡ଼ରେ ଠେ-ଲି ଠେ-ଲି ନେଉଛି।
ହା-ତୀମାନଙ୍କର ପୃଥିବୀରେ ସବୁଠୁ ବୁଦ୍ଧିମାନ ପଶୁ ମଧ୍ୟରୁ ଏକ ଜାତି ବୋଲି ଗଣା ଯାଏ। ଯାହାଙ୍କୁ ଖାଇବା ପିଇବାରେ ବହୁତ ମନ ଥାଏ, ଏହାପରେ ମଧ୍ୟ ସେ ବହୁତ ମଜାଳିଆ ଅଟନ୍ତି। କିନ୍ତୁ ସେମାନଙ୍କ ବିଷୟରେ ସମସ୍ତେ ଜାଣନ୍ତି ଯେ ସେମାନଙ୍କୁ ରା-ଗ ବହୁତ ଜୋ-ରରେ ଆସିଥାଏ। ଯେତେବେଳେ ତାଙ୍କୁ ରା-ଗ ଆସିଥାଏ, ସେତେବେଳେ ସେମାନଙ୍କ ଆଗରେ ଆସୁଥିବା ସମସ୍ତ ଜିନି-ଷକୁ ଭା-ଙ୍ଗି ଦିଅନ୍ତି। ସୋସିଆଲ ମିଡ଼ିଆରେ ଏହି ଦିନରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ଆପଣ ଦେଖିପାରିବେ କିଭଳି ଏକ ହାତୀ-ଛୁ-ଆ-କୁ ରା-ଗ ଆସିଛି ଏବଂ ସେ କ୍ରୋ-ଧରେ କଣ କରୁଛି।
ଏହି ଭିଡିଓକୁ ଶୋଲଡ୍ରିକ ୱାଇଲ୍ଡଲାଇଫ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି। ଭିଡ଼ିଓରେ ଦେଖି ପାରିବେ, ହା-ତୀର ଏକ ଛୁ-ଆ-କୁ ରା-ଗ ଆସିଯାଇଛି। ଏବଂ ସେ ପାଖରେ ଥିବା ଏକ ବଡ଼ ଟବକୁ ନିଜ ଶୁ-ଣ୍ଢରେ ଧ-କ୍କା ଦେଉଛି, ବେଳେବେଳେ ନିଜ ଗୋଡ଼ରେ ଧ-କ୍କା ମାରୁଛି। ଭିଡିଓ ଦେଖିବାପାନ ଜାଣିପାରିବେ କି ହା-ତୀର ଛୁ-ଆ କେତେ ଜୋ-ରରେ ରା-ଗିଛି। ହା-ତୀ ଛୁ-ଆ-ର ସାମ୍ନାରେ ଏକ ଟବ ରଖାଯାଇଛି ଓ ସେ ତା ପାଖକୁ ଜୋ-ରରେ ଯାଇ ନିଜ ଶୁ-ଣ୍ଢ-ରେ ଧ-କ୍କା ଦେଉଛି ସେହି ଟବକୁ।
ଏହାପରେ ସେ ଫେରିଆସି ପୁଣିଥରେ ଦୌ-ଡ଼ି ଯାଇ ଟବକୁ ଧ-କ୍କା ଦେଉଛି। ହା-ତୀ ଛୁଆର ଏହି ଦୁ-ଷ୍ଟା-ମି ବହୁତ ସମୟ ପର୍ଯ୍ୟନ୍ତ ଏପରି ଥିଲା, ଯେପରି ଏକ ମଣିଷ ନିଜର ହାତରେ ମୁଠିକରି ମାଟିକୁ କିମ୍ବା କାନ୍ଥକୁ ମା-ରୁ-ଛି। ସେ ବ-ହୁ-ତ ଜୋ-ରରେ ଏପଟ ସେପଟ ବୁଲିଯାଇ ମଝିରେ ମଝିରେ ଟବ ପାଖକୁ ଦୌଡ଼ି ଯାଇ ନିଜ ଶୁ-ଣ୍ଢ-ରେ ଠେ-ଲି ଦେଉଛି। ସେ ଏତେ ଜୋ-ରରେ ରା-ଗରେ ଅଛି ଯେ ଟବ ଉପରେ ବସି ଭା-ଙ୍ଗିବାକୁ ଚେ-ଷ୍ଟା କରିବାର ଭିଡିଓରେ ଦେଖିପାରିବେ। ଏହାଦ୍ୱାରା ସେ ଟବରେ ଗଡ଼ିଯାଉଛି ଓ ନିଜ ଶୁ-ଣ୍ଢ ବଳରେ ମାଟି ଉପରେ ପଡ଼ି ଯାଉଛି।
Baby #elephant versus buckets. Orphan Bondeni always has a splendid time chasing after, rolling over and antagonizing these inanimate objects! Find out how you can adopt him this #FosterFriday: https://t.co/6Q2ejArmKc pic.twitter.com/VIzGnEwRUX
— Sheldrick Wildlife (@SheldrickTrust) April 2, 2021
ଭିଡ଼ିଓରେ ଆପଣ ଦେଖିପାରିବେ, ହା-ତୀର ଛୁ-ଆ ଯେପରି ଟବ ଉପରେ ବସିଛି ଶୁ-ଣ୍ଢ ବଳ ଦ୍ୱାରା ସେ ତଳେ ପଡ଼ି ଯାଉଛି, ଯାହା ଫଳରେ ତାର ଶୁ-ଣ୍ଢ ମାଟି ଭିତରେ ପଶି ଯାଉଛି। କହି ରଖୁଛୁ ଶୋଲଡ୍ରିକ ୱାଇଲ୍ଡଲାଇଫ ଆଫ୍ରିକାର ଏକ ସଂସ୍ଥା ଅଟେ, ଯିଏ ଅନାଥ ଓ ଜଙ୍ଗଲରେ ଅ-ସୁ-ସ୍ଥ ହାତୀମାନଙ୍କୁ ସୁ-ର-କ୍ଷା ପ୍ର-ଦା-ନ କରନ୍ତି। ହା-ତୀର ଛୁ-ଆ ଏହି ସଂସ୍ଥାକୁ ମିଳିଲା ଯିଏ ଶୋଲଡ୍ରିକ ପାର୍କରେ ରହୁଛି।