ସୋସିଆଲ ମିଡିଆରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଦାବି କରାଯାଉଛି କି ଭିଡିଓ ଥାଇଲାଣ୍ଡର ଗୋଟିଏ ଷ୍ଟୋରର ଅଟେ, ଯେଉଁଠାରେ ଗୋଟିଏ ବି-ଶା-ଳ-କା-ୟ କୁମ୍ଭୀର ପଶି ଯାଇଛି। ତାକୁ ଦେଖି ଷ୍ଟୋ-ରରେ ଉପସ୍ଥିତ ଥିବା ଲୋକ ଡ-ରି ଯାଇଥିଲେ। ହେଲେ, କୁମ୍ଭୀର ଲୋକମାନଙ୍କ ଠାରୁ ଦୂରରେ ହିଁ ନଜର ଆସିଥିଲା। ଭାଇରାଲ କ୍ଲି-ପରେ ତାକୁ ଜିନିଷ ପତ୍ରରେ ଭରି ହୋଇଥିବା ଗୋଟିଏ ଥାକ ଉପରେ ଚଢ଼ି ବସିଥିବାର ଦେଖା ଯାଇଛି।
ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ!
ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଥାଇଲାଣ୍ଡର 7ଇଲେଭେନ ଆଉଟଲେଟର ବୋଲି ଜଣା ଯାଉଛି, ଯାହାକୁ ମଙ୍ଗଳବାର ଦିନ ଫେସବୁକ ୟୁଜର Jejene Narumpa ସେୟାର କରିଥିଲେ। ଏହି ପୋଷ୍ଟକୁ ଖବର ଲେଖା ଯିବା ପର୍ଯ୍ୟନ୍ତ ୪ହଜାରରୁ ଅଧିକ ପ୍ରତିକ୍ରିୟା ଏବଂ ୧୩ହଜାରରୁ ଅଧିକ ସେୟାର ମିଳିସାରିଛି। ଯେତେବେଳେ କି ୩ହଜାରରୁ ଅଧିକ ଲୋକ ଏହା ଉପରେ ନିଜର ପ୍ରତି-କ୍ରିୟା ଦେଇଛନ୍ତି।
କଣ ରହିଛି ଭିଡିଓ କ୍ଲିପରେ?
ଭିଡିଓ କ୍ଲିପରେ ଦେଖା ଯାଉଛି କି ଗୋଟିଏ ବି-ଶାଳ-କା-ୟ କୁମ୍ଭୀର ଷ୍ଟୋ-ରରେ ମହ-ଜୁଦ ଜିନିଷପତ୍ରରେ ଭରା ଥାକ ଉପରେ ଚଢ଼ିବା ପାଇଁ ଚେ-ଷ୍ଟା କରିଥାଏ। ପରି-ଶେ-ଷରେ ସେ ନିଜ ଚେ-ଷ୍ଟାରେ ସଫଳ ହୋଇଥାଏ ଏବଂ ଥାକ ଉପରକୁ ଯାଇ ବସି ଯାଇଥାଏ। କିନ୍ତୁ ସେହି ସମୟରେ ଥାକ ଉପରେ ରଖା ଯାଇଥିବା ଅଧିକାଂଶ ଜିନିଷ ତଳକୁ ଖସି ଯାଇଥାଏ। ଷ୍ଟୋ-ରରେ ମହଜୁଦ ଗ୍ରାହକ ଦେଖି ଚି-ତ୍କା-ର କରିଥିଲେ ଏବଂ ଏହି ପୂରା ଘ-ଟ-ଣା-କୁ କ୍ୟାମେରାରେ ରେ-କ-ଡ଼ କରି ନେଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।