ସଡ଼କ ଏବଂ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଏବଂ ତାକୁ ରିନୁଆଲ କରିବା ପାଇଁ ନୂଆ ଗାଇଡ଼ଲାଇନ୍ସ ଆଣିଛି।
ଡ୍ରାଇଭିଂ ଲାଇସେନ୍ସର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ:-
ଏହି ନୂଆ ନି-ୟ-ମ ଅ-ନୁ-ସା-ରେ ଲରନର୍ସ ଲାଇସେନ୍ସ ପାଇବାର ସମ୍ପୂର୍ଣ ପ୍ର-କ୍ରି-ୟା ଅନଲାଇନରେ ହେବ। ଅର୍ଥାତ ଆପ୍ଲିକେସନ ଠାରୁ ଆରମ୍ଭ କରି ପ୍ରିଣ୍ଟିଂଗ ପର୍ଯ୍ୟନ୍ତ ସମସ୍ତ ପ୍ର-କ୍ରି-ୟା ଅନଲାଇନରେ ହେବ। ଏହା ସହ ଇଲେକ୍ଟ୍ରୋ ନିକ ସାର୍ଟିଫିକେଟ, ଲରନର୍ସ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ସରେଣ୍ଡର ଏବଂ ତାହାର ରିନୁଆଲ କରାଯାଇ ପାରିବ।
RC ରିନୁଆଲ ପାଇଁ ମଧ୍ୟ ଉପଯୁକ୍ତ:-
ଧ୍ୟାନଦେବା ଵାଲା କଥା ଏହାକି ଏହି ଗାଇଡ଼ଲାଇନ୍ସ କରିବା ପଛରେ କାରଣ ଅଛି ଯେ, ନୂଆ ଗାଡ଼ିର ରେଜି-ଷ୍ଟ୍ରେ-ସନ ପ୍ର-କ୍ରି-ୟା-ରେ ମଧ୍ୟ କିଛି ବଦଳ କରାଯାଇଛି। ରେଜି-ଷ୍ଟ୍ରେ-ସନ ସାର୍ଟିଫିକେଟର ରିନୁଆଲ ଏବେ ୬୦ ଦିନ ଆଡ଼ଭାନସରେ କରାଯାଇପାରିବ। ଏହା ପରେ ବି ଟେ-ମ୍ପ-ରା-ରୀ-ର ରେଜିଷ୍ଟ୍ରେସନ ସମୟ ସୀମା ୧ ମାସରୁ ବଢି ୬ ମାସ କରିଦେଇଛନ୍ତି।
ଡ୍ରାଇଭିଂ ଲାଇସେନସ ଟେ-ଷ୍ଟ କରିବା ପାଇଁ RTO ଯିବାକୁ ପଡ଼ିବ ନାହିଁ:-
ଏହା ସହିତ ସରକାର ଲରନର୍ସ ଲା-ଇ-ସେ-ନ୍ସ ପାଇଁ ସେହି ପ୍ର-କ୍ରି-ୟା-ରେ କିଛି ବଦଳ ଆଣିଛନ୍ତି। ଯାହା ଅନୁସାରେ ଡ୍ରାଇଭିଂ ଟେ-ଷ୍ଟ କରିବା ପାଇଁ ଆପଣଙ୍କୁ RTO ଯିବାକୁ ପଡ଼ିବ ନାହିଁ। ଏହି କାମ ଟ୍ୟୁଟୋରିଆଲ ମାଧ୍ୟମରେ ଘରେ ବସି ଅନଲାଇନରେ କରାଯାଇପାରିବ। ଏହି ପ୍ରୟାସ କରୋନା ମହାମାରୀ ସମୟରେ ବଡ ଛାଡ଼ ମିଳିଗଲା।
DL, RC କୁ ବୈଧତା ବଢାଇ ଯାଇଛି:-
ମାର୍ଚ୍ଚ ମାସ ଶେ-ଷରେ ସଡ଼କ ଓ ପରିବହନ ମନ୍ତ୍ରାଳୟରେ କରୋନା ମହାମାରୀକୁ ଦେଖି ମୋଟର ହୁଇକିଲ ଡକୁମେନ୍ଟସ ଯେପରି ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଫିଟନେସ ସାର୍ଟିଫିକେଟ, ପରମିଟ ଭାଗ୍ରାହୀର ବୈଧତା ବଢ଼ାଇ ୩୦ ଜୁନ ୨୦୨୧ କରିଦିଆ ଯାଇଛି। ମନ୍ତ୍ରାଳୟ ଏକ ରାଉଣ୍ଡ କରି କହିଛନ୍ତି, ସମ୍ପୂର୍ଣ୍ଣ ଦେଶରେ କରୋନା ଯୋଗୁଁ ଖରାପ ହେବା ଅବସ୍ଥାକୁ ଦେଖି ତାର ଦସ୍ତାବିଜ ଯାହା ୧ ଫେବ୍ରୁଆରୀ ୨୦୨୦ରେ ଏକ୍ସପାୟର ହୋଇଯାଇଥିଲା, ସେ ଆଗାମୀ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ବୈଧ ମନେ କରାଯିବ।