ଦୁ-ର୍ଲ-ଭ ରୋଗରେ ପୀ-ଡ଼ି-ତ ଅଟନ୍ତି ମହିଳା, କହିଲେ- ତିନିଥର ହୋଇ ସାରିଲାଣି ମୃ-ତ୍ୟୁର ଅ-ଦ୍ଭୁ-ତ ଅନୁଭବ

ଜଣେ ଟିକଟକରଙ୍କର ଦାବି ହେଉଛି କି ସେ ତିନିଥର ମୃ-ତ୍ୟୁ-ର ଅନୁଭବ ହା-ସିଲ କରି ପୁଣି ଫେରି ଆସିଛନ୍ତି ଏବଂ ବର୍ତ୍ତମାନ ସେ ଟିକଟକ ଭିଡିଓ ସାହାରାରେ ଲୋକମାନଙ୍କ ସହିତ ନିଜ ଅନୁଭବକୁ ସେୟାର କରୁଛନ୍ତି। ରେଚଲ ବୋଏଲ ନାମକ ଏହି ମହିଳାଙ୍କର କହିବାର ଥିଲା କି ତାଙ୍କୁ ସେହି ସମୟରେ ଏମିତି ଲାଗିଥିଲା ଯେମିତି ସମୟ ବ-ହୁ-ତ ଧୀ-ମା ହୋଇଯାଇଛି।

ରେଚଲ ଏହି ଭିଡିଓରେ କହିଛନ୍ତି କି ‘ମୋର ଗୋଟିଏ ବହୁତ ଦୁ-ର୍ଲ-ଭ ହା-ର୍ଟ କ-ଣ୍ଡି-ଶ-ନ ଅଛି ଯାହାକୁ ଏସବୀଟୀ (Supraventricular tachycardia) କୁହାଯାଇଥାଏ ଏବଂ ଏଥିଯୋଗୁଁ ତିନିଥର ମ-ରି ପୁଣି ଫେ-ରି ଆସିଛନ୍ତି। ଆପଣ ଅଧିକ ସୂ-ଚ-ନା ପାଇଁ ଗୁଗଲରେ ସ-ର୍ଚ୍ଚ କରି ପାରିବେ।’

ରେଚଲ କହିଛନ୍ତି କି ମୋ କେ-ସ ବହୁତ ଦୁ-ର୍ଲ-ଭ ଥିଲା, ଏଥିଯୋଗୁଁ ଡାକ୍ତର ମାନଙ୍କ ପାଇଁ ମୋ ଚିକିତ୍ସା କରିବା ସ-ହ-ଜ ନଥିଲା। ଗୋଟିଏ ଥର ମୋତେ ଏସବୀଟୀ ଆ-କ୍ର-ମ-ଣ ହୋଇଥିଲା ଏବଂ ମୋ ହୃଦୟର ସ୍ପ-ନ୍ଦ-ନ ୨୩୦ବିଟ୍ସ ପ୍ରତି ମିନିଟ ହୋଇ ଯାଇଥିଲା ଯାହାକି ବହୁତ ଦ୍ରୁତ ଥିଲା ଏବଂ ମୋ ଶରୀର ଏହି ଅବସ୍ଥାକୁ ନେଇ ଚଳାଚଳ କରିପାରୁ ନଥିଲା।

ସେ ଆଗକୁ କହିଥିଲେ କି ମୋ ଆଖି ଆଗରେ ବାର-ମ୍ବାର ଅ-ନ୍ଧା-ର ଛାଇ ହୋଇ ରହୁଥିଲା ଏବଂ ପରିଶେ-ଷରେ ମୋ ହୃଦୟ ଚାଲିବା ବ-ନ୍ଦ ହୋଇ ଯାଇଥିଲା।। ମୁଁ ରାଣଖାଇ କହୁଛି କି ମୁଁ ଯାହାବି କହୁଛି ତାହା ସତ ଅଟେ। ମୋତେ ଏମିତି ଲାଗୁଛି କି ମୁଁ ନିଜ ଶରୀରରୁ ଅଲଗା ହୋଇ ସାରିଛି ଏବଂ ମୋତେ କେବଳ ବହୁତ ତୀ-ବ୍ର ଧଳାରଙ୍ଗର ପ୍ର-କା-ଶ ଦେଖା ଯାଉଥିଲା।

ରେଚଲ କହିଛନ୍ତି କି ମୋତେ ଏମିତି ଲାଗୁଥିଲା କି ମୋ ଗତିବିଧି ବହୁତ ଧୀର ହୋଇଯାଇଛି ଏବଂ ସମୟ ବ-ହୁ-ତ ଧି-ରେ-ଧି-ରେ ଚାଲୁଛି। ମୋତେ ଏମିତି ଲାଗୁଥିଲା କି ମୁଁ ସେହି ପ୍ରକାଶ ଆଡ଼କୁ ବହୁତ ଧୀମା ଗ-ତି-ରେ ବଢୁଥିଲି ଏବଂ ମୁଁ ପଛକୁ ବୁଲି ନିଜ ଶରୀରକୁ ଦେଖୁଥିଲି ଏବଂ ମୁଁ ଭାବୁଥିଲି କି ଏହା ବାସ୍ତବରେ କ’ଣ ହେଉଛି।

ସେ କହିଛନ୍ତି କି ମୋର ଏହି କଥା ଭଲ ଭାବରେ ମନେ ଅଛି। ମୋ ହା-ର୍ଟ ସ-ର୍ଜ-ରୀ ମଧ୍ୟ ହୋଇଥିଲା ଏବଂ ଏଥିଯୋଗୁଁ ମୋ ହୃଦୟ କାମ କରିବା ମଧ୍ୟ ବ-ନ୍ଦ ହୋଇ ଯାଇଥିଲା ଏବଂ ସେହି ସମୟରେ ମଧ୍ୟ ମୋ ସହିତ ବିଲକୁଲ ଏମିତି ହିଁ ହୋଇଥିଲା। କିନ୍ତୁ ବିଶ୍ଵାସର ସହିତ କହିବି ତ ଯେତେବେଳେ ମୋତେ ମ-ରି-ବା-ର ଏମିତି ଅନୁଭବ ହୋଇଥିଲା, ତାହା ପରଠାରୁ ହିଁ ମୋ ମୃ-ତ୍ୟୁ-କୁ ନେଇ ଦୃ-ଷ୍ଟି-କୋ-ଣ ବ-ହୁ-ତ ବଦଳି ଯାଇଛି।

ସେ ଆଗକୁ କହିଥିଲେ କି ପ୍ର-ତ୍ୟେ-କ-ଙ୍କୁ ଲାଗୁଥିଲା କି ମୁଁ ପା-ଗ-ଳ-ଙ୍କ ପରି କଥା କହୁଛି। ଲୋକମାନେ ମୋତେ କହୁଛନ୍ତି କି ଏହା ବୋଧହୁଏ ସେହି ଡ୍ର-ଗ-ସ-ର ପ୍ର-ଭା-ବ ଅଟେ ଯାହା ଡାକ୍ତର ମୋତେ ଦେଇଛନ୍ତି କିମ୍ବା ପୁଣି ଅ-ମ୍ଳ-ଜା-ନ କମିର କାରଣରୁ ମୋର ମତି-ଭ୍ର-ମ ହେଉଥିଲା। କିନ୍ତୁ ମୋତେ ଏମିତି ଅନୁଭବ ତିନିଥର ହୋଇଛି। ମୋତେ ପ୍ରତ୍ୟେକ ଥର ଲାଗିଛି କି ମୋ ହୃଦୟ ମୋ ଶରୀରରୁ ଅ-ଲ-ଗା ହୋଇ ଯାଇଛି।

ସେ ଆଗକୁ କହିଥିଲେ କି ମୁଁ ମୋ ନିଜକୁ ଗୋଟିଏ ବା-ର୍ଡ ନଜରରେ ଦେଖି ପାରୁଥିଲି। ମୁଁ ମୋ ଶରୀରକୁ ଅପରେଟିଂ ଟେବୁଲରେ ଦେଖି ପାରୁଥିଲି ଏବଂ ସେଠାରେ କିଛି ନଥିଲା, କୈାଣସି ଡାକ୍ତର ନଥିଲେ। କେବଳ ମୋ ଶରୀର ଥିଲା। ତାହା ମୋ ପାଇଁ ଗୋଟିଏ ବହୁତ ଯାଦୁ ଏବଂ ଅ-ଦ୍ଭୁ-ତ କ୍ଷ-ଣ ଥିଲା।

Leave a Reply

Your email address will not be published. Required fields are marked *