ଘୋଡା ପ୍ରଥମ ଥର ପାଇଁ ଦର୍ପଣରେ ନିଜ ମୁହଁ ଦେଖି ଭ-ୟରେ ଦୌଡିବାକୁ ଲାଗିଲା । ଦେଖନ୍ତୁ ସେହି ମଜାଳିଆ ଭିଡ଼ିଓ :-

ଦର୍ପଣରେ ନିଜକୁ ଦେଖୁଥିବା ଏହି ଘୋଡାର ଭିଡ଼ିଓ ଆପଣଙ୍କୁ ହସାଇବ ଏବଂ ହସିବ । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ଯଦି ଆପଣ ଏହିଭଳି ପଶୁମାନଙ୍କର ଭିଡ଼ିଓ ଖୋଜୁଛନ୍ତି ଯାହା ଆପଣଙ୍କ ମୁଖରେ ହାସ୍ୟ ଆଣିଦେଇ ପାରିବ , ଦର୍ପଣରେ ନିଜକୁ ଦେଖୁଥିବା ଏହି ଘୋଡାର ଭିଡ଼ିଓ ଆପଣଙ୍କୁ ହସାଇବ ଏବଂ ହସିବ । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ରବିବାର ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡ଼ିଓ ଏକ ଦର୍ପଣକୁ ଦେଖିବା ଦ୍ୱାରା ଆରମ୍ଭ ହୋଇଛି । ଘୋଡା ଏହା ଦେଖି ଡରିଯାଏ ଏବଂ ପଛଘୁଞ୍ଚାଦେଇ ପୁନଃ ନିଜକୁ ଦେଖିବାକୁ ଲାଗେ ।

ସେହି ସମୟରେ ସେ ମଜାଳିଆ ଧ୍ଵନି ଆରମ୍ଭ କରେ । କିଛି ସମୟପରେ ପୁନଃ ସେ ଦର୍ପଣକୁ ଦେଖିବାକୁ ଲାଗେ ଏବଂ ନିଜ ମୁଖ ଦେଖି ଡ-ରିଯା-ଏ । ଆଶ୍ଚର୍ଯ୍ୟ ହୋଇ ଘୋଡା ନିଜ ନାକକୁ ଦର୍ପଣରେ ସ୍ପର୍ଶ କରିବାକୁ ଲାଗେ । ସେ ପ୍ରତ୍ୟେକ ଦିଗରୁ ନିଜ ମୁଖକୁ ଦେଖିବାକୁ ଲାଗେ । କିଛି ସମୟ ଦେଖିବା ପରେ ଭ-ୟଭୀ-ତ ହୋଇ ପ-ଳା-ଏ ।

https://twitter.com/buitengebieden_/status/1378700015867195395?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1378700015867195395%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fhorse-staring-at-a-mirror-makes-funny-noises-then-scared-and-ran-away-see-viral-video-2406424

14 ଘଣ୍ଟା ପୂର୍ବରୁ ଏହି ଭିଡ଼ିଓଟିକୁ ସେୟାର କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ 42 ହଜାରରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ତାହା ସାଙ୍ଗରେ ଦୁଇ ହଜାରରୁ ଅଧିକ ଲାଇକ ଏବଂ 400 ରୁ ଅଧିକ ରି-ଟ୍ୱିଟ କରିସାରିଛନ୍ତି ।

ପ୍ରତିକ୍ରିୟାରେ ଟ୍ୱିଟର ବ୍ୟବହାରକାରୀମାନେ ଭାବିବାକୁ ଚେଷ୍ଟା କରିଥିଲେ କି ଘୋଡା କଣ ଭାବୁଛି କିମ୍ବା ବାସ୍ତବ ଜୀବନରେ କରିଥିବା ପରିସ୍ଥିତି ସହିତ ତୁଳନା କରିବାକୁ ଚେଷ୍ଟା କରୁଛନ୍ତି।

ବ୍ୟବହାରକାରୀମାନଙ୍କ ମଧ୍ୟରୁ ଜଣେ ଘୋଡାର ଆଚରଣକୁ “କ୍ବାଣ୍ଟମ ମେକାନିକ୍ସ” ସହ ତୁଳନା କରିଥିଲେ ।

https://twitter.com/RWMII2/status/1378701488801779717?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1378701488801779717%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fhorse-staring-at-a-mirror-makes-funny-noises-then-scared-and-ran-away-see-viral-video-2406424

ଅନ୍ୟ ଜଣେ ବ୍ୟବହାରକାରୀ କଳ୍ପନା କଲେ ଯେ କି ଘୋଡାର ମସ୍ତିଷ୍କରେ କଣ ହୋଇଥାଇ ପାରେ । ସେ ଲେଖିଲେ କି, ‘ମୁଁ ପଛକୁ ବୁଲୁଛି ଏବଂ ଦେଖୁଛି କି ମୁଁ ପଛକୁ ବୁଲୁଛି । ମୁଁ ଅନ୍ୟ ଏକ ଦିଗକୁ ବୁଲୁଛି ଏବଂ ଆଗକୁ ବଢୁଛି, ତ ସେ ମଧ୍ୟ ଆଗକୁ ବଢୁଥିବାର ଦେଖୁଛନ୍ତି ।

ଜଣେ ଉପଭୋକ୍ତା ମଜାଳିଆ ସଙ୍ଗୀରେ ଲେଖିଛନ୍ତି, ‘ବୋଧହୁଏ ଘୋଡାକୁ ମସ୍କାର ପିନ୍ଧିବାର ଇଚ୍ଛା ହୋଇଥିବ । ସେଥିପାଇଁ ସେ ଦର୍ପଣକୁ ଦେଖୁଛି ।

Leave a Reply

Your email address will not be published. Required fields are marked *