ବ୍ରିଟେନର ଦେବୋନ ଏଣ୍ଡ କର୍ନିବାଲ କାଉଣ୍ଟି ଅଞ୍ଚଳର ଜଣେ ମହିଳାଙ୍କ ହ-ତ୍ୟା ଏବଂ ତାଙ୍କ ଶରୀରକୁ ନି-ଖୋ-ଜ କରିଦେବାର ଘ-ଟ-ଣା ସାମ୍ନାକୁ ଆସିଛି।ଆ-ରୋ-ପୀଙ୍କ ନାମ ଆଜମ ମଙ୍ଗୁରୀ ଅଟେ ଏବଂ ସେ ଇରାକରେ ଜନ୍ମ ହୋଇଥିଲେ। ତାଙ୍କୁ କୋ-ର୍ଟ ଦୋ-ଷୀ ସାବ୍ୟସ୍ତ କରିଛନ୍ତି କି ସେ ଲାରେନ କାକ୍ସ ନାମକ ମହିଳାଙ୍କ ସହିତ ନା କେବଳ ସ-ମ୍ବ-ନ୍ଧ ରଖିଥିଲେ, ବରଂ ତାଙ୍କର ହ-ତ୍ୟା କରି ଦେଇଥିଲେ। ଏତିକି ନୁହେଁ,ଆଜମ ନିଜ ଅ-ପରା-ଧ ଲୁ-ଚାଇ-ବା ପାଇଁ ଲାରେନଙ୍କ ଶରିରକୁ ଟୁ-କୁ-ଡାଟୁ-କୁଡା କରି ଦେଇଥିଲେ ଏବଂ ତାଙ୍କୁ ଅଲଗା ଅଲଗା ସମୟରେ ଅଳିଆ ଗଦାକୁ ଫୋପାଡ଼ି ଦେଇଥିଲେ।

କଣ ଅଟେ ପୂରା ଘ-ଟ-ଣା?
ଏହି ଘ-ଟ-ଣା ବର୍ଷ ୨୦୧୯ ସେପ୍ଟେମ୍ବର ମାସର ଅଟେ। ଯେଉଁଥିରେ ଇରାକରୁ ଆସିଥିବା ମଙ୍ଗୁରୀ ଦେବୋନ ଏଣ୍ଡ କର୍ନିବାଲ କାଉଣ୍ଟିର ଗୋଟିଏ କବାବ ଦୋକାନରେ କାମ କରୁଥିଲେ।ସେ ବର୍ତ୍ତମାନ କିଛିମାସ ପୂର୍ବରୁ ହିଁ ବ୍ରିଟେନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କବାବ ଦୋକାନରେ ରହିବା ପାଇଁ ଜାଗା ମିଳିଥିଲା।ଆଜମ ମଙ୍ଗୁରୀ ପ୍ରଥମେ ତ ଲାରେନଙ୍କ ହ-ତ୍ୟା କରିଥିଲେ, ଏବଂ ପୁଣି ତାଙ୍କ ଫୋନ ଏବଂ ସୋସିଆଲ ମିଡ଼ିଆ ପ୍ରୋଫାଇଲର ଏମିତି ବ୍ୟବହାର କରିଥିଲେ, ଯାହାଦ୍ଵାରା ଲାରେନଙ୍କ ପରିଚିତମାନଙ୍କୁ ଲାଗିବ କି ସେ କେଉଁଆଡେ ଚାଲି ଯାଇଛନ୍ତି।
କୋ-ର୍ଟରେ କଣ ହୋଇଥିଲା?
ଦେବୋନ ଲାଇବଙ୍କ ଖବର ମୁତାବକ, କୋ-ର୍ଟ ପ୍ରଥମେ ତ ଆଜମ ମଙ୍ଗୁରୀଙ୍କୁ ହ-ତ୍ୟା କରିବା ପାଇଁ ଦୋ-ଷୀ ମାନିନଥିଲେ, କିନ୍ତୁ ଅଭିଯୋଜନ ପକ୍ଷ ଜୋରଦାର ଦ-ଲି-ଲ ପେଶ କରିଥିଲେ ଏବଂ ପୋ-ଲି-ସ ମଧ୍ୟ ଆଜମ ମଙ୍ଗୁରୀଙ୍କ ବି-ରୁ-ଦ୍ଧରେ ସିସିଟିଭି ଫୁଟେଜ ସମେତ ଅନେକ ସାଇଣ୍ଟିଫିକ ପ୍ରମାଣ ଦେଇଥିଲେ। ଗୋଟିଏ ଭିଡିଓରେ ଆଜମ ମଙ୍ଗୁରୀ ଲାରେନଙ୍କ ସହିତ କେଉଁଆଡେ ଯିବାର ଦେଖା ଯାଇଛି।ଏହା ଶେଷଥର ଥିଲା ଲାରେନ ଜିବିତ ଦେଖା ଯାଇଥିଲେ।

ଆଜମ ମଙ୍ଗୁରୀ କେମିତି ବଦଳାଇ ଥିଲେ ତ-ଦ-ନ୍ତର ଦିଗ
ଆଜମ ମଙ୍ଗୁରୀଙ୍କୁ ପୋ-ଲି-ସ ପଚରାଉଚରା କରିଥିଲେ। ଯେଉଁଥିରେ ସେ କହିଥିଲେ କି ଲାରେନ କାକ୍ସ ହିଁ ତାଙ୍କୁ ନିଜ ସାଥିରେ ଚାଲିବା ପାଇଁ କହିଥିଲେ ଏବଂ ଦୁଇଜଣ ପ୍ରଥମେ ତ ଗୋଟିଏ ସୁନସାନ ଗଳିରେ ସ-ମ୍ବ-ନ୍ଧ ରଖିଥିଲେ ଏବଂ ଏହାପରେ ଦୁଇଜଣ ତାଙ୍କ ଫ୍ଲୈଟକୁ ଚାଲି ଯାଇଥିଲେ।ଯେଉଁଠାରେ ଲାରେନ ଡ୍ର-ଗ୍ସର ବ୍ୟବହାର କରିଥିଲେ ଏବଂ ତାଙ୍କୁ ମଧ୍ୟ କରାଇଥିଲେ। ହେଲେ ସାଇଣ୍ଟିଫିକ ରି-ପୋ-ର୍ଟର କେଉଁଠାରେ ଏହି କଥା ଉଲ୍ଲେଖ କରାଯାଇ ନାହିଁ କି ଲାରେନଙ୍କ ଶରୀରରୁ ଡ୍ର-ଗ-ସର କୌଣସି ପ୍ରମାଣ ମିଳିଛି। ଯାହାକୁ କୋ-ର୍ଟ ମଧ୍ୟ ବହିଷ୍କୃତ କରି ଦେଇଛନ୍ତି।ଏହାପରେ ହିଁ ଆଜମକୁ ଦୋ-ଷୀର ଆଖ୍ୟା ଦିଆଯାଇଥିଲା।

ସୋସିଆଲ ମିଡିଆ ପ୍ରୋଫାଇଲର ବ୍ୟବହାର
ଆଜମ ମଙ୍ଗୁରୀଙ୍କ ଉପରେ ଆ-ରୋ-ପ ଲଗାଇଥିଲେ କି ସେ ଲାରେନଙ୍କ ହ-ତ୍ୟା ପରେ ତାଙ୍କ ଫୋନ ଏବଂ ସୋସିଆଲ ମିଡ଼ିଆ ପ୍ରୋଫାଇଲର ବ୍ୟବହାର କରିଥିଲେ।ଯାହାପରେ ଅଭିଯୋଜନ ପକ୍ଷ କହିଥିଲେ କି ସେ ବୁଝିସୁଝି ଏମିତି କରିଥିଲେ।ଅଭିଯୋଜନ ପକ୍ଷ କହିଥିଲେ କି ଆଜମ ମଙ୍ଗୁରୀ ଅନେକ ଥର ସାଧାରଣ ବ୍ୟବହାର କରିବା ସମୟରେ ଆବର୍ଜନା ଫୋପାଡିବା ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟାଗ କିଣିଥିଲେ। ଗୋଟିଏ ଭିଡିଓରେ ସେ ବଡ ବ୍ୟାଗ ନେଇ ଯାଉଥିବାର ଦେଖା ଯାଇଛି, ଯେଉଁଥିରେ ଲେରିନଙ୍କ ଶରିରର ଟୁ-କୁ-ଡା ଥିଲା।ପରେ ପୋ-ଲି-ସ ସେହି ଟୁ-କୁଡା-କୁ କବଜା କରିଥିଲେ ଏବଂ ପରିଶେଷରେ କୋ-ର୍ଟ ଆଜମ ମଙ୍ଗୁରୀଙ୍କୁ ହ-ତ୍ୟାର ଦୋ-ଷୀ ମାନି ନେଇଥିଲେ। ତାଙ୍କୁ ଆଗାମୀ ସପ୍ତାହରେ ସ-ଜ୍ଜା ଶୁଣାଯିବ।