ପାକିସ୍ତାନରେ ରେ-ପ ବଢ଼ିବାର ଘ-ଟ-ଣା ଉପରେ ସେଠାର ପ୍ରଧାନମନ୍ତ୍ରୀ ଏବଂ ପୂର୍ବ କ୍ରିକେଟର ଇମରାନ ଖାଁ ମହିଳା ମାନଙ୍କର ପରଦା କରିବା ପାଇଁ ଉପଦେଶ ଦେଇଦେଲେ, ଯାହା ଫଳରେ ସେ ଲୋକମାନଙ୍କ ଟା-ର୍ଗେ-ଟକୁ ଆସିଗଲେ। ଲୋକମାନେ ସୋସିଆଲ ମିଡ଼ିଆରେ ତାଙ୍କର ପ୍ରଥମ ଫୋଟୋ ସେୟାର କରି ନିଜର ବ୍ୟଥା ତାଙ୍କ ଉପରେ କାଡ଼ୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କର ପ୍ରବଚନ ଶୁଣିଲା ପରେ:-
ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାଁ ଆସିବା ଦିନଠୁ ଦରଦାମରେ ବୃଦ୍ଧି ଓ ଭୁଲ ନୀତି ପାଇଁ ସେ ନିଜ ଦେଶର ଲୋକମାନଙ୍କ ଟା-ର୍ଗେ-ଟକୁ ଆସିଛନ୍ତି। କିନ୍ତୁ ଏହିଥର ସେ ପାକିସ୍ତାନରେ ବଢୁଥିବା ରେ-ପର ଘ-ଟ-ଣାକୁ ନେଇ ଏଭଳି ପ୍ରବଚନ ଦେଇଛନ୍ତି ଯେ, ଲୋକମାନେ ତାଙ୍କ ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରି ଟ୍ର-ଲ କରୁଛନ୍ତି।

ଲୋକମାନଙ୍କ ଟା-ର୍ଗେ-ଟରେ ଇମରାନ ଖାଁ:-
କିନ୍ତୁ ପାକିସ୍ତାନରେ ବଢୁଥିବା ରେ-ପର ଘ-ଟ-ଣା ଉପରେ ସେଠାକାର ପ୍ରଧାନମନ୍ତ୍ରୀ ଓ ପୂର୍ବ କ୍ରିକେଟର ଇମରାନ ଖାଁ ମହିଳାମାନଙ୍କର ପରଦା ଉପରେ ଏକ ଉପଦେଶ ଦେଇଦେଲେ ଯାହାପରେ ଲୋକମାନଙ୍କ ପାଖରେ ସେ ଟା-ର୍ଗେ-ଟକୁ ଆସିଛନ୍ତି। ଲୋକମାନେ ତାଙ୍କର ପ୍ରଥମ ଫୋଟୋ ସୋସିଆଲ ମିଡ଼ିଆରେ ସେୟାର କରି ନିଜର ବ୍ୟଥା ତାଙ୍କ ଉପରେ କାଢ଼ୁଛନ୍ତି।
ପ୍ରବଚନ ପରେ ଭିଡିଓ ଭାଇରାଲ:-
ଯେଉଁ ଫୋଟୋ ସେୟାର କରି ଲୋକମାନେ ଇମରାନ ଖାଁ ଉପରେ ଟା-ର୍ଗେ-ଟ କରିଛନ୍ତି ସେହି ଫୋଟୋ ଇମରାନ ଖାଁଙ୍କର କ୍ରିକେଟ କ୍ୟାରିୟର ଦିନର ଅଟେ, ଯେଉଁଠି ସେ ବି-କି-ନି ପିନ୍ଧା ମହିଳା ସହ ସମୁଦ୍ର କୂଳରେ ନଜର ଆସିଥିଲେ। ମହିଳାଙ୍କର ପରଦା କରିବାର ଉପଦେଶ ଦେବା ଲୋକ ପ୍ରବଚନ ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଅତି ବେଗରେ ଭାଇରାଲ ହେଉଛି।
Man giving lectures about "Parday ka concept": https://t.co/auALtv3KvD pic.twitter.com/iYmjEWDR1N
— Fahad Desmukh (@desmukh) April 5, 2021
ଜନତାଙ୍କ ସହଯୋଗ ଦରକାର:-
ଇମରାନ ଖାଁ ଏହି ବିବାଦିତ ଓ ମହିଳା ମାନଙ୍କ ବି-ରୋ-ଧୀ ଜଣାଶୁଣା ଲୋକ ପ୍ରବଚନ ସେତେବେଳେ ଦିଆଗଲା ଯେତେବେଳେ ପତ୍ରକାରଙ୍କର ପ୍ରଶ୍ନର ଉତ୍ତର ଦେଉଥିଲେ। ସେ କହିଲେ ଦେଶରେ ବଢୁଥିବା ରେ-ପର ଘ-ଟ-ଣାକୁ ଅଟକାଇବା ପାଇଁ ତାଙ୍କୁ ଜନତାଙ୍କର ସହଯୋଗ ଦରକାର। ସେ କହିଲେ ଏଥିପାଇଁ ପରଦା ପ୍ରଥାକୁ ବଢ଼ାଇବା ଦରକାର।
ଇଣ୍ଡିଆ ଓ ୟୁରୋପକୁ ଦୋ-ଷୀ:-
ଇମରାନ ଖାଁ ଏତିକିରେ ଅଟକି ନଥିଲେ ଆହୁରି ଅ-ଶ୍ଳୀଳ-ତା ବାପିବା ପାଇଁ ଇଣ୍ଡିଆ ଓ ୟୁରୋପ ଭଳି ଦେଶକୁ ଦୋ-ଷୀ ବୋଲି ବିବେଚିତ କରିଦେଲେ। ସେ କହିଲେ ଦିଲ୍ଲୀକୁ ରେ-ପ କ୍ୟାପିଟାଲ ବୋଲି କୁହାଯାଏ ଏବଂ ୟୁରୋପରେ ଅ-ଶ୍ଲୀଳ-ତାରେ ତାଙ୍କର ପାରିବାରିକ ବ୍ୟବସ୍ଥା ବ-ର୍ବା-ଦ କରିଦେଇଛନ୍ତି।