PM ଇମରାନ ପରଦା ଉପରେ ଦେଲେ ପ୍ରବଚନ, ପବ୍ଲିକ ବି-କି-ନିରେ ଝିଅର ଭିଡିଓ କଲେ ଭାଇରାଲ:-

ପାକିସ୍ତାନରେ ରେ-ପ ବଢ଼ିବାର ଘ-ଟ-ଣା ଉପରେ ସେଠାର ପ୍ରଧାନମନ୍ତ୍ରୀ ଏବଂ ପୂର୍ବ କ୍ରିକେଟର ଇମରାନ ଖାଁ ମହିଳା ମାନଙ୍କର ପରଦା କରିବା ପାଇଁ ଉପଦେଶ ଦେଇଦେଲେ, ଯାହା ଫଳରେ ସେ ଲୋକମାନଙ୍କ ଟା-ର୍ଗେ-ଟକୁ ଆସିଗଲେ। ଲୋକମାନେ ସୋସିଆଲ ମିଡ଼ିଆରେ ତାଙ୍କର ପ୍ରଥମ ଫୋଟୋ ସେୟାର କରି ନିଜର ବ୍ୟଥା ତାଙ୍କ ଉପରେ କାଡ଼ୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କର ପ୍ରବଚନ ଶୁଣିଲା ପରେ:-

ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାଁ ଆସିବା ଦିନଠୁ ଦରଦାମରେ ବୃଦ୍ଧି ଓ ଭୁଲ ନୀତି ପାଇଁ ସେ ନିଜ ଦେଶର ଲୋକମାନଙ୍କ ଟା-ର୍ଗେ-ଟକୁ ଆସିଛନ୍ତି। କିନ୍ତୁ ଏହିଥର ସେ ପାକିସ୍ତାନରେ ବଢୁଥିବା ରେ-ପର ଘ-ଟ-ଣାକୁ ନେଇ ଏଭଳି ପ୍ରବଚନ ଦେଇଛନ୍ତି ଯେ, ଲୋକମାନେ ତାଙ୍କ ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରି ଟ୍ର-ଲ କରୁଛନ୍ତି।

Google

ଲୋକମାନଙ୍କ ଟା-ର୍ଗେ-ଟରେ ଇମରାନ ଖାଁ:-

କିନ୍ତୁ ପାକିସ୍ତାନରେ ବଢୁଥିବା ରେ-ପର ଘ-ଟ-ଣା ଉପରେ ସେଠାକାର ପ୍ରଧାନମନ୍ତ୍ରୀ ଓ ପୂର୍ବ କ୍ରିକେଟର ଇମରାନ ଖାଁ ମହିଳାମାନଙ୍କର ପରଦା ଉପରେ ଏକ ଉପଦେଶ ଦେଇଦେଲେ ଯାହାପରେ ଲୋକମାନଙ୍କ ପାଖରେ ସେ ଟା-ର୍ଗେ-ଟକୁ ଆସିଛନ୍ତି। ଲୋକମାନେ ତାଙ୍କର ପ୍ରଥମ ଫୋଟୋ ସୋସିଆଲ ମିଡ଼ିଆରେ ସେୟାର କରି ନିଜର ବ୍ୟଥା ତାଙ୍କ ଉପରେ କାଢ଼ୁଛନ୍ତି।

ପ୍ରବଚନ ପରେ ଭିଡିଓ ଭାଇରାଲ:-

ଯେଉଁ ଫୋଟୋ ସେୟାର କରି ଲୋକମାନେ ଇମରାନ ଖାଁ ଉପରେ ଟା-ର୍ଗେ-ଟ କରିଛନ୍ତି ସେହି ଫୋଟୋ ଇମରାନ ଖାଁଙ୍କର କ୍ରିକେଟ କ୍ୟାରିୟର ଦିନର ଅଟେ, ଯେଉଁଠି ସେ ବି-କି-ନି ପିନ୍ଧା ମହିଳା ସହ ସମୁଦ୍ର କୂଳରେ ନଜର ଆସିଥିଲେ। ମହିଳାଙ୍କର ପରଦା କରିବାର ଉପଦେଶ ଦେବା ଲୋକ ପ୍ରବଚନ ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଅତି ବେଗରେ ଭାଇରାଲ ହେଉଛି।

ଜନତାଙ୍କ ସହଯୋଗ ଦରକାର:-

ଇମରାନ ଖାଁ ଏହି ବିବାଦିତ ଓ ମହିଳା ମାନଙ୍କ ବି-ରୋ-ଧୀ ଜଣାଶୁଣା ଲୋକ ପ୍ରବଚନ ସେତେବେଳେ ଦିଆଗଲା ଯେତେବେଳେ ପତ୍ରକାରଙ୍କର ପ୍ରଶ୍ନର ଉତ୍ତର ଦେଉଥିଲେ। ସେ କହିଲେ ଦେଶରେ ବଢୁଥିବା ରେ-ପର ଘ-ଟ-ଣାକୁ ଅଟକାଇବା ପାଇଁ ତାଙ୍କୁ ଜନତାଙ୍କର ସହଯୋଗ ଦରକାର। ସେ କହିଲେ ଏଥିପାଇଁ ପରଦା ପ୍ରଥାକୁ ବଢ଼ାଇବା ଦରକାର।

ଇଣ୍ଡିଆ ଓ ୟୁରୋପକୁ ଦୋ-ଷୀ:-

ଇମରାନ ଖାଁ ଏତିକିରେ ଅଟକି ନଥିଲେ ଆହୁରି ଅ-ଶ୍ଳୀଳ-ତା ବାପିବା ପାଇଁ ଇଣ୍ଡିଆ ଓ ୟୁରୋପ ଭଳି ଦେଶକୁ ଦୋ-ଷୀ ବୋଲି ବିବେଚିତ କରିଦେଲେ। ସେ କହିଲେ ଦିଲ୍ଲୀକୁ ରେ-ପ କ୍ୟାପିଟାଲ ବୋଲି କୁହାଯାଏ ଏବଂ ୟୁରୋପରେ ଅ-ଶ୍ଲୀଳ-ତାରେ ତାଙ୍କର ପାରିବାରିକ ବ୍ୟବସ୍ଥା ବ-ର୍ବା-ଦ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *