ଖାଲି ପାତ୍ର ଦେଖି ଭୋକିଲା କୁକୁରଟି ରା-ଗି-ଯାଇ ମାଲିକ ସାମ୍ନାରେ ବାସନକୁସନ ଫିଙ୍ଗିବାକୁ ଲାଗିଲା ଏବଂ ତାହାପରେ ଏମିତି କିଛି ହେଲା- ଦେଖନ୍ତୁ video

ସୋସିଆଲ ମିଡିଆରେ ଏହି କୁକୁର ଭିଡ଼ିଓଟି ଏବେ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ମଧ୍ୟ ହସିବେ । ଭୋକିଲା କୁକୁରକୁ ଯେତେବେଳେ ନିଜ ପାତ୍ରରେ ଖାଦ୍ୟ ଦେଖାଯାଇ ନଥିଲା ସେ ଜୋରରେ ଭୋକିବାକୁ ଲାଗିଲା । ସେ ସେପର୍ଯ୍ୟନ୍ତ ଭୋକିବାକୁ ଲାଗିଲା ଯେପର୍ଯ୍ୟନ୍ତ ତା ପାତ୍ରରେ ଖାଦ୍ୟ ନ ଦିଆଯାଇଛି । ଏହି ମଜାଳିଆ ଭିଡ଼ିଓଟିକୁ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ ଆଙ୍ଗୁସାମୀ ଟ୍ୱିଟରରେ ସେୟାର କରଛନ୍ତି । ଯାହାକୁ ବହୁତ ପସନ୍ଦ କରାଯାଉଛି ।

ଭିଡ଼ିଓରେ ଦେଖାଯାଇପାରୁଛି ଯେତେବେଳେ ଭୋକିଲା କୁକୁରଟି ପାତ୍ରରେ ଖାଦ୍ୟ ନଥିବାର ଦେଖେ, ତ ସେ ଜୋରରେ ଭୋକିବାକୁ ଲାଗେ । ପରେ ଖାଲି ପାତ୍ରକୁ ମାଲିକଙ୍କ ପାଖକୁ ଫିଙ୍ଗି ଦେଇଥାଏ । ତାହାପରେ ସେ ଭୋକିବାକୁ ଲାଗେ । ଏମିତି ଲାଗୁଥିଲା ଯେପରି ସେ ମାଲିକଙ୍କୁ ଖାଦ୍ୟ ମାଗୁଥାଏ ।

ବନ ସେବା ଅଧିକାରୀ ପ୍ରବୀଣ ଆଙ୍ଗୁସାମୀ ଭିଡ଼ିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି , ‘ ଭୋକିଲା ଅନୁଭବ କରିବା ପରେ ତୁମର ପ୍ରତିକ୍ରିୟା… ।

ଏହି ଭିଡ଼ିଓକୁ ସେ 5 ଏପ୍ରିଲରେ ସେୟାର କରିଥିଲେ । ଯାହାକୁ ଏବେ ପର୍ଯ୍ୟନ୍ତ 500 ରୁ ଅଧିକ ଦର୍ଶନ କରିସାରିଛନ୍ତି । ତାହା ସାଥିରେ ଲାଇକ ଏବଂ ରି-ଟ୍ୱିଟ ମଧ୍ୟ ହୋଇସାରିଛି । ଲୋକମାନଙ୍କୁ ଏହି ଭିଡ଼ିଓ ବହୁତ ଭଲ ଲାଗୁଛି । କମେଣ୍ଟରେ ଲୋକମାନେ ଏମିତି ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *