49 ରେ ଆଉଟ୍ ହେବା ମାତ୍ରେ ବ୍ୟାଟ୍ସମ୍ୟାନ୍ ଟି ରା-ଗିଯା-ଇ, ଏମିତି ଘ-ଟ-ଣା ଘ-ଟି-ଲା ଯେ ଏହା କୁ ଦେଖି ଲୋକମାନଙ୍କ ହୋ-ସ ଉଡ଼ିଗଲା

ଗ୍ୱାଲିଅର୍:ଏକ କ୍ରିକେଟ ମ୍ୟାଚ୍ ରେ ବ୍ୟାଟ୍ସମ୍ୟାନଟି 50 ରନ କରିବା ପୂର୍ବରୁ ଆଉଟ କରିବା ପରେ ଜଣେ ଫିଲ୍ଡଡରକୁ ପଡିଗଲା ମ-ହ-ଙ୍ଗା ।ଏହି ଫିଲ୍ଡର ବି ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଯେ ଏହି ମା-ମ-ଲା ଏତେ ଭାରୀ ହୋଇଯିବ।କ୍ୟାଚ୍ ଧରିବା ପରେ ସେ ଖୁସିରେ ଡେଇଁଥିଲେ।

ବ୍ୟାଟ୍ସମ୍ୟାନ ଟି 49 ରନରେ ଆଉଟ୍ ହେବା ମାତ୍ରେ କ୍ୟାଚ୍ ନେଇଥିବା ଫିଲ୍ଡଡର କୁ ବ୍ୟାଟ ସାହାଯ୍ୟ ମୁଣ୍ଡକୁ ଏତେ ମା-ତ୍ରା-ରେ ଆ-ଘା-ତ କରିଥିଲେ ଯେ 24 ଘଣ୍ଟା ହେବା ପରେ ବି ତାର ଚେ-ତା ଫେରିନଥିଲା।ଏହା ପରେ ଫିଲ୍ଡଡର ର ଦେହ ବହୁତ ସେରିଏସ ହୋଇଯାଇଥିଲା। ତା ପରେ ପୋ-ଲି-ସ ଆ-କ୍ରମ-ଣକା-ରୀ ବି-ରୋ-ଧରେ ହ-ତ୍ୟା ଉ-ଦ୍ୟ-ମ ମା-ମ-ଲା ରୁ-ଜୁ କରିଛି ।

Google

ସୂଚନା ଅନୁଯାୟୀ, ଶନିବାର ଦିନ ମେଲା ପଡିଆରେ ଏହି ମ୍ୟାଚ୍ ଟି ଚାଲିଥିଲା।ଏଠାରେ ସଚିନ ଉଫଃର ସାତେନ୍ଦ୍ର ପାରାସର (23) କ୍ରିକେଟ୍ ଖେଳୁଥିଲେ।ସତେନ୍ଦ୍ର ଫିଲ୍ଡିଂ କରୁଥିଲେ। ସେତେବେଳେ ସଞ୍ଜୟ ପାଲିଆ ବ୍ୟାଟିଂ କରୁଥିଲେ। 49 ରନ୍ ସ୍କୋର କରିବା ପରେ ସଞ୍ଜୟ ଏକ ସ-ଟ୍ ମା-ରିଥି-ଲେ ଯାହା ସଚନ ପାଖକୁ ଯାଇ ଥିଲା ।ସଚିନ ଏହି ସ-ଟ୍ କୁ ଧ-ରିଦେ-ଇଥି-ଲେ।

ତା ପରେ ସଞ୍ଜୟ କ୍ୟାଚ ଆଉଟ ହୋଇଗଲେ। ଏହା ପରେ ସଞ୍ଜୟ ରା-ଗିଯା-ଇ ଓ ତାଙ୍କୁ ଦୁ-ର୍ବ୍ୟବ-ହାର କରିବାକୁ ଲାଗିଲେ।ଏହା ଦେଖି ସଚିନ ଏହାକୁ ବି-ରୋ-ଧ କରିଥିଲେ,ତା ପରେ ସଞ୍ଜୟ ତାଙ୍କ ଆଡ଼କୁ ମା-ଡି ଆସି ବ୍ୟାଟ୍ ସାହଯ୍ୟରେ ତାଙ୍କ ମୁହଁ ଓ ମୁଣ୍ଡକୁ ଅନେକ ଆ-ଘା-ତ କରିବା ପରେ ସଚିନ ଘ-ଟ-ଣାସ୍ଥ-ଳରେ ଭେଓସ ହୋଇଗଲେ। ତା ପରେ ସଚିନ କୁ ଡାକ୍ତରଖାନାକୁ ଯାଇଥିଲେ ।24 ଘଣ୍ଟା ପରେ ମଧ୍ୟ ସଚିନ ଚେତା ଫେରି ପାଇ ଆସିନାହିଁ। ପୋ-ଲି-ସ ଅ-ଭିଯୁ-କ୍ତ ସଞ୍ଜୟ ବି-ରୋ-ଧରେ ମା-ମ-ଲା ରୁ-ଜୁ କରିଛି।

Leave a Reply

Your email address will not be published. Required fields are marked *