ବି-ଷଧ-ର ଗଛର ପ୍ରଭାବ ମଣିଷ ଉପରେ:-
ପୃଥିବୀ ଉପରେ ଅନେକ ପ୍ରଜାତିର ଗଛ-ଲତା ରହିଛି, ଯାହା ପାଖରେ ନିଜର ଗୁଣ ଓ ଅବଗୁଣ ରହିଛି। କିନ୍ତୁ କଣ ଆପଣ ଲତା ବିଷୟରେ ଜାଣିଛନ୍ତି କି, କୋବ୍ରା ଠାରୁ ଅଧିକ ବି-ଷଧ-ର ଅଟେ, ଯାହାକୁ ଛୁଇଁଲା ମାତ୍ରେ ମଣିଷର ମୃ-ତ୍ୟୁ ହେଇପାରେ ? ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଅଧିକ ବି-ଷଧ-ର ଗଛ ବିଷୟରେ।
୧. ଗଛର ନାମ:-
ଏଭଳି ତ କିଛି ଗଛ-ଲତା ଭଗବାନଙ୍କ ସହ ଆମକୁ ଅନେକ ପ୍ରକାରର ଲାଭ ଦେଇଥାନ୍ତି। କିନ୍ତୁ କିଛି ଗଛ ରହିଛି ଯାହା ଆମପାଇଁ ବହୁତ ଘା-ତ-କ ସୃଷ୍ଟି କରିଥାଏ। ଏଥିମଧ୍ୟରୁ ଗୋଟେ ହେଉଛି, ଯାଇଣ୍ଟ ହୋଗୋଉଇଡ଼, ଯାହା ହ-ତ୍ୟାକା-ରୀ ଗଛ ନାମରେ ପରିଚିତ।

୨. ବୈଜ୍ଞାନିକ ଏହି ବିଷୟରେ କଣ କହିଛନ୍ତି:-
ବିଜ୍ଞାନ ଅନୁସାରେ, ଏହା ଗାଜର ପ୍ରଜାତିର ଗଛ ଅଟେ, ଯାହାର ବିଜ୍ଞାନିକ ନାମ ହେରକିଲମ ମେଣ୍ଟାଗୋଜିଏନମ ଅଟେ। ଏଭଳି ତ ସେହି ଗଛ ଦେଖିବାକୁ ବହୁତ ସୁନ୍ଦର ଅଟେ, କିନ୍ତୁ ଛୁଇଁବା ମାତ୍ରେ ହାତରେ ଫୁଲା ପଡ଼ିଯାଏ। ଏବଂ ୪୮ ଘଣ୍ଟା ଯାଏଁ ବି-ଷ ତାର କାମ ଶରୀରରେ ଦେଖିବାକୁ ମିଳେ।
୩. ଏହି ଗଛ କେତେ ଲମ୍ବା ପର୍ଯ୍ୟନ୍ତ ହୋଇଥାଏ:-
ଜାଣିବା ଅନୁସାରେ, ଏହି ଗଛ ଅଧିକ ଲମ୍ବା ୧୪ ଫୁଟ ହୋଇଥାଏ। ଏହାକୁ ଛୁଇଁଥିବା ଲୋକର ଯଦି ଠିକ ସମୟରେ ଚିକିତ୍ସା କରାଯାଏ ତେବେ ସେ ଠିକ ହେବାକୁ ଅନେକ ବର୍ଷର ସମୟ ଲାଗିଯାଏ। କାରଣ ଏପର୍ଯ୍ୟନ୍ତ ଏହି ଗଛ ଦ୍ୱାରା ହେଉଥିବା କ୍ଷ-ତିର ପୁରାଣ ପାଇଁ କୌଣସି ସଠିକ ଔଷଧ ବାହାର କରାଯାଇ ନାହିଁ।

୪. ଏହି ଗଛ କେଉଁଠି ଦେଖିବାକୁ ମିଳେ:-
ଏହି ଗଛ ଅଧିକାଂଶ ନ୍ୟୁୟର୍କ, ପେଂନସେଲୱେନିୟା, ଓହିୟୋ, ମେରୀଲ୍ୟାଣ୍ଡ, ୱାସିଙ୍ଗଟନ, ମିଶିଗନ ଓ ହେମ୍ପସାୟର ଠାରେ ଦେଖା ଯାଇଥାଏ। ଏହି ସ୍ଥାନମାନଙ୍କରେ ଲୋକମାନେ ହାତରେ ଗ୍ଲୋବସ୍ ପିନ୍ଧି ଏହି ଗଛକୁ କ-ତାକ-ଟି କରିଥାନ୍ତି।
୫.ଗଛରେ ରହିଛି ବି-ଷ ରସାୟନ:-
ଯାଇଣ୍ଟ ହୋଗଉଇଡ଼ ଭିତରେ ସେନ୍ସଆଇଜିଙ୍ଗ ଫୁରାନୋକୌମାରିଙ୍ଗସ ନାମକ ରସାୟନ ମିଳିଥାଏ, ଯାହା ଏହି ଗଛକୁ ବି-ଷଧ-ର ନାମରେ ପରିଚିତ କରେ। କିନ୍ତୁ ଏହି ଗଛର ସବୁଠୁ ବଡ଼ ବିଶେଷତ୍ୱ ଏହାକି, ଏହି ଗଛ ବାୟୁମଣ୍ଡଳରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳର ମାତ୍ରକୁ ନି-ୟନ୍ତ୍ର-ଣରେ ରଖିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।