ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ର ସେକ୍ସନ ୧୩୨ରେ ଏହି କଥା ରଖାଯାଇଛି। ଏଥିରେ ଏହା ମଧ୍ୟ କୁହା ଯାଇଛି, ଜଣେ ବ୍ୟକ୍ତି ନିଜ ପାଖରେ କେତେ ଗୋଲ୍ଡ ରଖିପାରିବ।
ଜଣେ ବ୍ୟକ୍ତି ନିଜ ପାଖରେ କେତେ ସୁନା ରଖିପାରିବ:-
ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ର ସେକ୍ସନ ୧୩୨ ଅନୁସାରେ, ଅଧିକାରୀମାନଙ୍କ ପାଖରେ ଏହି ଶକ୍ତି ଅଛି ଯେ, ଖୋଜିବା ସମୟରେ ପାଇଥିବା ଜୁଏଲାରୀ ବୁଲିୟନ ଅଥବା ଅନ୍ୟାନ୍ୟ ଦାମିକା ବସ୍ତୁ/ଧାତୁ ଜ-ବ-ତ କରି ପାରିବେ। ନି-ୟ-ମରେ ଏହା ଉଲ୍ଲେଖ ଅଛି ଯେ, କୌଣସି ବ୍ୟକ୍ତି ନିଜ ପାଖରେ କେତେ ଗୋଲ୍ଡ ରଖି ପାରିବ। ଜଣେ ବିବାହିତ ମହିଳା ନିଜ ପାଖରେ ୫୦୦ଗ୍ରାମର ସୁନା ରଖିପାରିବ। ଜେବେକି ଅବିବାହିତ ମହିଳା ନିଜ ପାଖରେ ଅଧିକତର ୨୫୦ଗ୍ରାମ ସୁନା ରଖିପାରିବ। ପୁରୁଷ ପାଖରେ ୧୦୦ଗ୍ରାମରୁ ଅଧିକ ସୁନା ନ ରହିବା ଦରକାର।

ଦୁଇଟି ଶର୍ତ କଣ:-
ଯଦିଓ ଏହା ଦୁଇଟି ଶର୍ତ ଅଟେ। ପ୍ରଥମେ ସେହି ବ୍ୟକ୍ତି ଏଭଳି ହେବା ଦରକାର ଯିଏ ଆଇଟି ରିଟର୍ଣ୍ଣ ଫାଇଲ କରୁନଥିବ। ୨ୟରେ ତାର ସୁନା ଗୁଡ଼ିକ ଜୁଏଲାରୀ ରୂପରେ ନଥିବ। ଅର୍ଥାତ ଏହା କଏନ ବା ବାର ମାଧ୍ୟମରେ ଥିବା ଦରକାର।
ସୁନା ରଖିବାର ପ୍ରମାଣ ଦେବାକୁ ପଡିବ:-
ନି-ୟ-ମ କହୁଛିକି, ସୁନାକୁ ଜୁଏଲାରୀ ରୂପରେ ରଖିବାର କୌଣସି ସୀମା ନଥାଏ। କିନ୍ତୁ ଆପଣ ଏହାକୁ କିଣିବା ପାଇଁ ପଇସାର ମାଧ୍ୟମ ପ୍ରମାଣ ସହ କହିବାକୁ ପଡିବ। ଯଦି ଆପଣଙ୍କୁ ଜୁଏଲାରୀ ଉତ୍ତରାଧିକାରୀ ଭାବେ ମିଳିଛି, ତେବେ ଆପଣଙ୍କୁ ଏହାର କାଗଜ ପତ୍ର ଦେଖାଇବାକୁ ପଡ଼ିବ। ୨୦୧୬ରେ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେଜ କହିଛନ୍ତି ଯେ, ଯଦି ନିବେସର ସ୍ରୋତ ଉତ୍ତରାଧିକାରୀ ଭାବେ ପ୍ରମାଣ ଦିଏ, ତେବେ ଗୋଲ୍ଡ ଜୁଏଲାରୀ ରଖିବାର କୌଣସି ସୀମା ନାହିଁ।

ଆଇଟି ଅଧିକାରୀ କରିବେ ସୁନା ଜ-ବ-ତ:-
ଟ୍ୟାକ୍ସ କଂସଲଟେଣ୍ଟ ନାରାୟଣ ଜେନା କହିଛନ୍ତି, ସୁନା ରଖିବାର ଏହି ସୀମା ମୂଳ ରୂପରେ ଆଇଟି ରିଟର୍ଣ୍ଣ ଫାଇଲ କରିବା ଦରକାର ଅଟେ। ଏହା ସୀମା ବାହାରେ ସୁନା ରଖିବାର ଅନୁମତି ଅଛି, କିନ୍ତୁ ଏହାର କିଛି ଶର୍ତ ରହିଛି। ଯଦି ଆପଣଙ୍କ ଉତ୍ତରାଧିକାରୀ ଭାବେ ସୁନା ମିଳିଥିବା ସୁନାର ପ୍ରମାଣ ଦେଇ ନ ପାରିବେ, ତେବେ ଆଇଟି ଅଧିକାରୀ ଆପଣଙ୍କର ସୁନା ଜ-ବ-ତ କରିପାରିବ।
୨୦୧୯ ମସିହାରେ ଅନିର୍ବାଯ୍ୟ କରାଯାଇଛି:-
ଉପହାର ରୂପରେ ମିଳିଥିବା ସୁନାର ମଧ୍ୟ ଲିଖିତ ରୂପ ସହ ପରିବାରଙ୍କ ବୁଝାମଣା ମାଧ୍ୟମରେ କହିବାକୁ ପଡ଼ିବ। ୨୦୧୯ରେ ଏହା ଅନିର୍ବାଯ୍ୟ କରିଦିଆଯାଇଛି ଯେ, ଯଦି ଆପଣ ୫୦ ହଜାର ଟଙ୍କାରୁ ଅଧିକ ସୁନା କିଣୁଛନ୍ତି, ତେବେ ଆପଣଙ୍କୁ ପ୍ୟାନ ଦେବାକୁ ପଡ଼ିବ। ଓ-କି-ଲ ଉପଦେଶ ଦିଅନ୍ତି ଯେ, ସୁନା କିଣିବାର ସମସ୍ତ ରସୀଦ, ତାହା ପୁଣି ଜୁଏଲାରୀ ହେଉ କିମ୍ବା ନିବେଶ ଉଦେଶ୍ୟରେ କିଣିବା ହେଉ ତାହାକୁ ସମ୍ଭାଳି କରି ରଖିବା ଦରକାର ଯାହା ଭବିଷ୍ୟତରେ କାମରେ ଆସିବ।