ମାନବ ଇତିହାସରେ ପ୍ରଥମ ଥର ୩ ପ୍ରା-ଇଭେ-ଟ ପା-ର୍ଟ ସହିତ ଜନ୍ମହେଲା ଛୁଆ, ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ

ଇରାକର ରାଜଧାନୀ ବାଗଦାଦରେ ଗୋଟିଏ ଏମିତି ଆ-ଚମ୍ବି-ତ କରିବା ଭଳି ଛୁଆର ଜନ୍ମ ହୋଇଛି ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଜଣା ଯାଉଛି କି ଏହି ଘ-ଟ-ଣା ମାନବ ଇତିହାସରେ ପ୍ରଥମ ଥର ଘ-ଟି-ଛି। ଛୁଆଟି ୩ ପ୍ରା-ଇଭେ-ଟ ପା-ର୍ଟ ସହିତ ଜନ୍ମ ହୋଇଛି।ଏହା ପୂର୍ବରୁ ଏମିତି ଘ-ଟ-ଣା ଘ-ଟି ସାରିଛି, କିନ୍ତୁ ଛୁଆ ଦୁଇଟି ପ୍ରା-ଇଭେ-ଟ ପା-ର୍ଟ ବା ଲି-ଙ୍ଗ ସହିତ ଜନ୍ମ ହୋଇଥିଲା।

Google

ଇରାକ ମୋସୁଲ ସହର ଦୁହୋକର ଜଣେ ଛୁଆ ୩ ଲି-ଙ୍ଗ ସହିତ ଜନ୍ମ ହୋଇଛି। ଏହାକୁ ଟେକ୍ନିକାଲ ଭାଷାରେ ଟ୍ରିପହେଲିୟା କୁହାଯାଇଥାଏ। ଇଣ୍ଟରନ୍ୟାସନାଲ ଜର୍ନଲ ଅଫ ସ-ର୍ଜ-ରୀ କେ-ସ ରି-ପୋ-ର୍ଟରେ ପ୍ରକାଶିତ ଗୋଟିଏ ଅଧ୍ୟୟନରେ କୁହାଯାଇଛି କି ଦୁନିଆରେ ଟ୍ରିପହେଲିୟାର ଏହା ପ୍ରଥମ ଘ-ଟ-ଣା ଅଟେ। ରି-ପୋ-ର୍ଟରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କି ଏହି ଛୁଆର ପରିବାରରେ ଏମିତି କୈାଣସି ଆ-ନୁବଂ-ଶି-କ ପତ-ନର ଘ-ଟ-ଣା ମଧ୍ୟ ନାହିଁ।

ଛୁଆ ଯେତେବେଳେ ଜନ୍ମ ହୋଇଥିଲା ତ ମୁଁ ଲିଙ୍ଗ ଜଏଣ୍ଟ ପାଖରେ ଆଉ ଦୁଇଟି ଲି-ଙ୍ଗ ଯୋଡା ହୋଇଥିଲା।ଦେଖା ଯାଉଛି କି ୟୁରିନଲ ଟ୍ୟୁବ ଭାବରେ କେବଳ ଗୋଟିଏ ହିଁ ଲି-ଙ୍ଗ କନେକ୍ଟ ଥିଲା। ବାକି ଦୁଇଟିକୁ ହଟାଇ ଦେବାରେ ମଧ୍ୟ କୈାଣସି ଫରକ ପଡିବ ନାହିଁ। ଏଥିପାଇଁ ଡାକ୍ତର ସର୍ଜରୀ କରି ବାକି ଦୁଇଟି ପ୍ରା-ଇଭେ-ଟ ପା-ର୍ଟକୁ ହଟାଇ ଦେଇଛନ୍ତି। ଗୌରବର କଥା ହେଉଛି କି ଏହା ପୂର୍ବରୁ ଏମିତି କେସ ଭାରତରେ ହୋଇଥିଲା। ହେଲେ ସେଥିରେ ସେ ଛୁଆ ଦୁଇଟି ଲି-ଙ୍ଗ ସହିତ ଜନ୍ମ ହୋଇଥିଲା।

Leave a Reply

Your email address will not be published. Required fields are marked *