ଭାରତର ଏହି ସହର ମାନଙ୍କରେ ଲାଗିଲା ୧୦୦ବର୍ଷର ଲକଡାଉନ, ଜାରି ହେଲା ଆଦେଶ,ଜାଣନ୍ତୁ ପୂରା ଘ-ଟ-ଣା

ପୂରା ଦୁନିଆରେ କୋରୋନାର ଦ୍ଵିତୀୟ ମୁହାଣ ଆରମ୍ଭ ହୋଇଯାଇଛି। ଏହିଥର ଏହି ଭାଇରସ ଆହୁରି ମଧ୍ୟ ଅଧିକ ଭ-ୟଙ୍କ-ର ଲାଗୁଛି। ଏମିତି କୁହାଯାଉଛି କି ଏହି ଭାଇରସ ବର୍ତ୍ତମାନ ମ୍ୟୁଟନ ହୋଇଯାଇଛି।ମାନେ ଏହା ନିଜକୁ ପ୍ରଥମ ଥର ଠାରୁ ଅଧିକ ମଜବୁତ କରି ଦେଇଛି। ଏଥିପାଇଁ ଏହାର ଚିକିତ୍ସା ପ୍ରଥମରୁ ଅଳ୍ପ ଜ-ଟିଳ ମଧ୍ୟ ହୋଇ ଯାଇଛି। ବର୍ତମାନ କୋରୋନାର ସମସ୍ୟା ବହୁତ ଜ-ଟିଳ ଦେଖିବାକୁ ମିଳୁଛି। ଏହି କାରଣରୁ ଅନେକ ରାଜ୍ୟର ନିଜ ସହରରେ ଲକଡାଉନର ଘୋଷଣା କରି ଦେଇଛନ୍ତି। ଲକଡାଉନ ମାଧ୍ୟମରେ ଏହି କୋରୋନା ସଂକ୍ରମିତ ରୋଗର ଚେନକୁ ଭ-ଙ୍ଗା ଯାଉଛି।

ମଧ୍ୟ ପ୍ରଦେଶରୁ ମଧ୍ୟ କୋରୋନାର ଅନେକ ଘ-ଟ-ଣା ସାମ୍ନାକୁ ଆସିଛି। ଯେଉଁଠାରେ ଜବଲପୁର ସହରରେ ମଧ୍ୟ ଏହାର ଗତିକୁ ଧରା ଯାଇଛି। ଏଥିପାଇଁ ଏଠାରେ ୧୦୦ବର୍ଷର ଲକଡାଉନର ଆଦେଶ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଏହି ଆଦେଶ ଜବଲପୁର ବରଗୀର ନାଏବ ତହସିଲଦାରଙ୍କ ଦ୍ବାରା ଜା-ରି କରାଯାଇଛି‌। ତାଙ୍କ ହସ୍ତାକ୍ଷରରୁ ହିଁ ଏହି ୧୦୦ବର୍ଷର ଆଦେଶ ବାଲା ଲକଡାଉନ ଜା-ରି କରିଛନ୍ତି।

Google

କଥା ଏହା ଅଟେ କି ତହସିଲଦାରଙ୍କ ଆଦେଶ ପତ୍ରରେ ୩ଅପ୍ରେଲ ୨୦୨୧ରୁ ୧୯ଅପ୍ରେଲ ୨୦୨୧ ପର୍ଯ୍ୟନ୍ତର ଲକଡାଉନ ଉଲ୍ଲେଖ କରାଯାଇଛି। ଏହି ଆଦେଶ ଉପରେ ନାଏବ ତହସିଲଦାର ସୁଷମା ଦୁର୍ବେଙ୍କ ମୋହର ସହିତ ହସ୍ତାକ୍ଷର ମଧ୍ୟ ଅଛି। ତାଙ୍କର ଏହି ଆଦେଶ ପତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଆଦେଶରେ ଦେଖା ଯାଉଛି କି କେମିତି ୩ଅପ୍ରେଲ ରାତି ୧୦:୦୦ଟାରୁ ଲକଡାଉନ ଆରମ୍ଭ ହେବାର କଥା କହିଛନ୍ତି। ସେହି ୧୯ଅପ୍ରେଲ ୨୦୨୧ରୁ ସମସ୍ତ ଗତିବିଧିକୁ ଦ୍ଵିତୀୟ ଥର ସଞ୍ଚଳନ କରିବାର ମଧ୍ୟ ଉଲ୍ଲେଖ କରାଯାଇଛି।

ଯଦି ଆପଣ ଜବଲପୁର ଜିଲ୍ଲାର ଅଟନ୍ତି ତାହେଲେ ଚିନ୍ତା କରନ୍ତୁ ନାହିଁ। ଏଠାରେ ୧୦୦ବର୍ଷର ଲକଡାଉନ ଲାଗି ନାହିଁ।ଜାହିରର କଥା ହେଉଛି କି ଏହି ଆଦେଶ ପତ୍ରରେ ଟାଇପିଙ୍ଗ ମିଷ୍ଟେକ ହୋଇଛି। କିନ୍ତୁ ଗୌରବର କଥା ଏହା ଅଟେ କି ଏତେ ମହତ୍ତ୍ବପୂର୍ଣ୍ଣ ଆଦେଶ ପତ୍ରର ଟାଇପିଙ୍ଗ ମିଷ୍ଟେକକୁ ଆଖିରୁ ଆଡେଇ ଦେଇ ଜଣେ ପ୍ରଶାସନିକ ଅଧିକାରୀ ମୋହର ହସ୍ତାକ୍ଷର କରି ଆଦେଶ କେମିତି ଜା-ରି କରି ପାରିଛନ୍ତି। ସୋସିଆଲ ମିଡିଆରେ ଏହାର ନିନ୍ଦା ମଧ୍ୟ ହେଉଛି।

Google

ଜଣା ଯାଉଛି କି ଜବଲପୁରରେ ଶନିବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ୩୨ଘଣ୍ଟାର ଲକଡାଉନ ରହିବ। ହେଲେ ଗୋଟିଏ ଟାଇପିଙ୍ଗ ମିଷ୍ଟେକ କାରଣରୁ ୧୦୦ବର୍ଷ ଲକଡାଉନର ଭୁଲ ଧାରଣା ସୃଷ୍ଟି ହୋଇ ଯାଇଥିଲା। ଜବଲପୁରର ଏହି ଲକଡାଉନରେ ବ୍ୟକ୍ତିଗତ ଏବଂ ସରକାରୀ ସଂସ୍ଥା ଗୁଡ଼ିକ, ଦୋକାନ, ହୋଟେଲ, ପ୍ରତିଷ୍ଠାନ ଏବଂ ସମସ୍ତ ସାମାନ୍ୟ ଗମନାଗମନ ବ୍ୟବସ୍ଥାକୁ ବନ୍ଦ ରଖାଯିବ।ଏହା ବ୍ୟତୀତ ରବିବାର ଦିନ ମ-ଦ ଦୋକାନ ମଧ୍ୟ ବନ୍ଦ ରଖିବାର ଆଦେଶ ଦିଆଯାଇଛି।

କୋରୋନା ସଂକ୍ରମଣ ବହୁ ମାତ୍ରାରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ଆମେ ମଧ୍ୟ ଆପଣଙ୍କୁ ଏହି ଉପଦେଶ ଦେବୁକି ଆପଣ ଯେ ପର୍ଯ୍ୟନ୍ତ ଜ-ରୁ-ରୀ ନୁହେଁ ଘରୁ ବାହାରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *