ଦୂରଦର୍ଶନରେ ଆମ୍ଭେମାନେ ପ୍ରତିଦିନ ରିପୋର୍ଟରମାନଙ୍କୁ ଖବର ବିଷୟରେ କହୁଥିବାର ଦେଖିଥାଉ । କଣ କେବେ ଆପଣ ଦେଖିଛନ୍ତି ଦୂରଦର୍ଶନରେ ଲାଇଭ ରିପୋର୍ଟିଂ ଚାଲୁଥିବାର ଏବଂ ହଠାତ କୁକୁର ଆ-କ୍ର-ମ-ଣ କରିବାର ଦୃଶ୍ୟ । ଯଦି ଆପଣ ଦେଖିନାହାନ୍ତି ତାହାଲେ ଏବେ ଦେଖିନିଆନ୍ତୁ । ସୋସିଆଲ ମିଡିଆରେ ଏହି ଭିଡ଼ିଓ ବହୁତ ଭାଇ-ରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଲାଇଭ ରିପୋର୍ଟିଂ ସମୟରେ କୁକୁର ଆ-କ୍ର-ମ-ଣ କରିଛି ଏବଂ ତାଙ୍କ ମାଇକ ନେଇ ପଳାଇଲା । ପରେ ଯାହା ହୋଇଛି ତାହା ଜାଣିଲେ ଆପଣ ଆ-ଶ୍ଚ-ର୍ଯ୍ୟ ହୋଇଯିବେ ।
ଏହି ଭିଡ଼ିଓଟି MNP 24 ନାମକ ୟୁଟୁବ ଚେନେଲ ଦ୍ଵାରା ସେୟାର କରାଯାଇଛି । ଏହି 1 ମିନିଟ 36 ସେକେଣ୍ଡର ଭିଡ଼ିଓରେ ଆପଣ ପରଦାର ଏକ ଆଙ୍କରଙ୍କୁ ସମ୍ବାଦ ପଢୁଥିବାର ଦେଖିବେ । ସେତେବେଲେ ରି-ପୋ-ର୍ଟର ମଧ୍ୟ ଲାଇଭ ଆସିଥିଲେ । ସେ ସମ୍ବାଦ ବିଷୟରେ ଖବର ଦେବା ଆରମ୍ଭ କରୁଥିଲେ ଏବଂ କିଛି ସମୟ ପରେ ଗୋଟେ କୁକୁର ହଠାତ ଆ-କ୍ର-ମ-ଣ କରିଥାଏ । କୁକୁର ରିପୋର୍ଟରଙ୍କର ମାଇକ ନେଇ ପଳାଇ ଯାଏ । ନିଜ ମୁହଁରେ ମାଇକକୁ ଜୋରରେ କାମୁଡ଼ି କୁକୁର ବହୁତ ଶୀଘ୍ର ଦୌଡ଼ି ଥାଏ ଏବଂ ତା ପଛରେ ରିପୋର୍ଟର ମଧ୍ୟ ଦୌଡ଼ିବାକୁ ଲାଗିଲେ ।
ଏହି ସମୟରେ ଦୂରଦର୍ଶନରେ ଦେଖାଯାଇଥିବା ଆଙ୍କର ଆ-ଶ୍ଚ-ର୍ଯ୍ୟ ହୋଇ ରିପୋର୍ଟର ଏବଂ କୁକୁରକୁ ଦେଖୁଥିଲେ । ଏବେ ସେ ସମ୍ବାଦ ପଢିବାକୁ ଲାଗିଲେ । କିଛି ସମୟପରେ ପରଦାରେ ପୁନଃ ରିପୋର୍ଟରଙ୍କୁ ଦେଖାଗଲା । ତାଙ୍କ ସାଙ୍ଗରେ କୁକୁର ମଧ୍ୟ ରହିଥାଏ ଏବଂ ସେ କୁକୁର ଠାରୁ ମାଇକ ନେବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଆଙ୍କର ଏବଂ ରି-ପୋ-ର୍ଟ-ର ଦୁହେଁ ହସିବାକୁ ଲାଗିଲେ ଏବଂ ରିପୋର୍ଟର କୁକୁର ସାଙ୍ଗରେ ହାଥ ମିଳାନ୍ତି । ଏହି ଭିଡ଼ିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ଲୋକ ଦର୍ଶନ କରିସାରିଛନ୍ତି