କ୍ୟାନସରରେ ପୀ-ଡ଼ିତ ଅଟନ୍ତି ପ୍ରେମୀ
Rhali Dobsonଙ୍କ କାହାଣୀ ଆପଣଙ୍କୁ ପ୍ରେମ କରିବା ପାଇଁ ପ୍ରେରିତ କରିବ। ସେ ଅଷ୍ଟ୍ରେଲିଆର ଫୁଟବଲ ଖେଳାଳୀ ଅଟନ୍ତି। ସେ ବହୁତ ଶୀଘ୍ର ଅବସର ନେବାକୁ ଯାଉଛନ୍ତି। ଜାଣିଛନ୍ତି କଣପାଇଁ? ନିଜ ବୟଫ୍ରେଣ୍ଡଙ୍କ ପାଇଁ। ତାଙ୍କ ବୟଫ୍ରେଣ୍ଡ ବ୍ରେନ କ୍ୟାନ୍ସରରେ ପୀଡ଼ିତ ଅଟନ୍ତି।ସେ ତାଙ୍କ ଧ୍ୟାନ ରଖିବା ପାଇଁ ଚାହୁଁଛନ୍ତି। ତାଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି। ଏଥିପାଇଁ ହିଁ ସେ ଖେଳରୁ ଅବସର ନେଇଛନ୍ତି।
ଶେ-ଷ ମ୍ୟାଚ ସମୟରେ କଲେ ପ୍ରପୋଜ
ଶେ-ଷ ମ୍ୟାଚ ସମୟରେ ହିଁ ତାଙ୍କ ପ୍ରେମୀ ମ୍ୟାଟ ଷ୍ଟୋନହମ ତାଙ୍କୁ ପ୍ରପୋଜ କରିଥିଲେ। ମେଲବର୍ଣ୍ଣ ସିଟି ତରଫରୁ ସେ ମ୍ୟାଚ ଖେଳୁଥିଲେ। ତାଙ୍କ ଟିମ ମ୍ୟାଚ ମଧ୍ୟ ଜିତି ଯାଇଥିଲା। ଏହା ମଧ୍ୟରେ ମ୍ୟାଟ ସେଠାରେ ପହଞ୍ଚି ଯାଇଥିଲେ। ସେ ଆଣ୍ଠୁମାଡ଼ି ବସି ଯାଇଥିଲେ ଏବଂ ସେ ମୁଦି ବାହାରକରି ରାହଲିଙ୍କୁ ପ୍ରପୋଜ କରିଥିଲେ। ରାହଲୀ ଅତି ଖୁସିରେ କା-ନ୍ଦିବାକୁ ଲାଗିଥିଲେ ଏବଂ ସେ ମ୍ୟାଟକୁ କୁଣ୍ଡେଇ ଦେଇଥିଲେ। ପୂରା ଷ୍ଟାଡିୟମ ତାଳି ମାରିବାକୁ ଲାଗିଥିଲା।
ଏହା ହେଉଛି ସେହି ସୁନ୍ଦର ଭିଡିଓ
View this post on Instagram
ରାହଲି ହଁ କହିଥିଲେ। ସେ କହିଥିଲେ, ‘ମ୍ୟାଟ ଏବଂ ମୁଁ ପ୍ରତ୍ୟେକ କଥା ପାଇଁ ଖୋଲା ଅଟୁ। ୬ବର୍ଷ ପୂର୍ବରୁ ତାଙ୍କୁ ବ୍ରେନ କ୍ୟାନସର ହୋଇଥିଲା। ଖେଳ ସମୟରେ ହିଁ ତାଙ୍କର ସେଠାରେ ମୁଣ୍ଡ ବୁଲେଇ ଥିଲା। ସେ ମୋ ପାଇଁ ମୋ ଖେଳଠାରୁ ଅଧିକ ମହତ୍ତ୍ଵ ରଖିଥାନ୍ତି। ସେ ହିଁ ମୋ ପୂରା ଦୁନିଆ ଅଟନ୍ତି।’ ଏହି ଦୁଇଜଣଙ୍କ ସତ୍ୟ ଏବଂ ସୁନ୍ଦର କାହାଣୀରୁ ଏହା ହିଁ ଶିଖିବାକୁ ମିଳିଛି କି ପ୍ରେମ ମିଳେନାହିଁ କ୍ୟାରିୟର କେଉଁଆଡେ ଯାଏ ନାହିଁ। ଆପଣ ସୁନ୍ଦର ମଣିଷ ହେବା ଅଧିକ ଜରୁରୀ ଅଟେ।