ମଇଁଷି ଖାଇଲା ନଡା ଏବଂ ରୁଟିରେ ତିଆରି ସାଣ୍ଡୱିଚ, ସ୍ୱାଦ ଉପଭୋଗକରି ଲୋକମାନେ କହିଲେ ‘ମଣିଷ କାହିଁକି ନୁହେଁ’- ଦେଖନ୍ତୁ ସେହି ଭିଡ଼ିଓ

ସୋସିଆଲ ମିଡିଆରେ ଅନେକଥର ଦେଖିବାକୁ ମିଳେ ପଶୁମାଙ୍କର ଏହିଭଳି ଭିଡ଼ିଓ । ଯାହାକୁ ଦେଖି ଲୋକମାନେ ନିଜ ହାସ୍ୟକୁ ରଖିପାରି ନଥାନ୍ତି । ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇ-ରଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଏକ ମଇଁଷି ଖୁସିରେ ସାଣ୍ଡୱିଚ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିବ । ଏହି ଭିଡ଼ିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

ଏହି ଭିଡ଼ିଓ ଇଷ୍ଟାଗ୍ରାମରେ ‘ଫୁଡ଼ି ଅବତାର’ ନାମକ ଏକ ଏକାଉଣ୍ଟରେ ସେୟାର ହୋଇଛି । ଭିଡ଼ିଓ ସାଙ୍ଗରେ କିଛି ମଜାଦାର କ୍ୟାପସନ ଲେଖା ହୋଇଛି । ‘ଭିଟାମିନ୍ ଏଚ ସାଣ୍ଡୱିଚ୍ ‘, ଜଣେ ବ୍ୟକ୍ତିକୁ କାହିଁକି ସବୁ ମଜା କରିବା ଉଚିତ ତାହା ଏହି ଭିଡ଼ିଓରେ କୁହାଯାଇଛି । ଭିଡ଼ିଓରେ ଏଭଳି ଏକ ସୋତନ୍ତ୍ର ସାଣ୍ଡୱିଚ୍ କିପରି ତିଆରି କରିବେ ତାହା ମଧ୍ୟ ଦେଖାଯାଇଛି ।

 

View this post on Instagram

 

A post shared by Amar Sirohi (@foodie_incarnate)

ଭିଡ଼ିଓରେ ଏକ ବ୍ଲଗର କହିଛନ୍ତି ଯେ ସେ କିପରି ମଇଁଷି ପାଇଁ ସାଣ୍ଡୱିଚ ତିଆରି କରନ୍ତି ଏବଂ ସେଥିରେ କଣ ମିଶାଯାଇଛି । ଭିଡ଼ିଓଟିକୁ ଦେଖି ଲୋକମାନେ ଆ-ଶ୍ଚ-ର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଦେଓଟିକୁ ଏପର୍ଯ୍ୟନ୍ତ 85 ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଆପଣ ଏହି ବିଦେଓଟିକୁ କିପରି ପସନ୍ଦ କରିଛନ୍ତି ଆମକୁ କୁହନ୍ତୁ ।

Leave a Reply

Your email address will not be published. Required fields are marked *