କରୋନା ଭାଇରସର ସ-ଙ୍କ-ଟ ରୋକିବାର ନାମ ହିଁ ଉଠୁନାହିଁ। ଗୋଟିଏ ଥର ପୁଣି COVID-19 ଚାଲିବାରୁ ଦେଶରେ ବେକାର ଅବସ୍ଥା ଆରମ୍ଭ ହୋଇଯାଇଛି। ଲୋକମାନଙ୍କ ସ୍ଵାସ୍ଥ୍ୟ ଖ-ରା-ପ ହେବାରେ ଲାଗିଛି। ଅନେକଙ୍କ ଜୀବନ ଚାଲି ଯାଇଛି। ଏହିକଥା ତ ସମସ୍ତେ ଜାଣିଛନ୍ତି କି କରୋନା ଭାଇରସ ବହୁତ ଜୋରରେ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ବ୍ୟାପିଥାଏ। ଏଥିପାଇଁ ଏଥିରୁ ବଞ୍ଚିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାବ-ଧାନ ରହିବା ଉଚିତ।
ମହାରାଷ୍ଟ୍ରରେ ମଧ୍ୟ କରୋନାର ବେମାରୀ ଜାରି ହୋଇ ଯାଇଛି। ଏଠାର ଅବସ୍ଥା ଏତେ ଖ-ରା-ପ ହୋଇ ଯାଇଛି କି ଅନେକ ଜାଗାରେ ଲକଡାଉନ ବା ନାଇଟ କର୍ଫ୍ୟୁ ଲଗାଇବା ଆରମ୍ଭ ହୋଇଯାଇଛି। ଏହି ପରିସ୍ଥିତିରେ ସରକାର COVID-19କୁ ନେଇ କିଛି କଡା ନି-ୟ-ମ ଏବଂ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି। ଏହାମଧ୍ୟରୁ ଗୋଟିଏ ନିୟମ ଏହା ଅଟେ କି ଆପଣ ବାହାଘରରେ ୫୦ରୁ ଅଧିକ ଜଣ ଲୋକଙ୍କୁ ଡାକି ପାରିବେ ନାହିଁ। ଯଦି କେହି ଏହି ନିୟମକୁ ଭାଙ୍ଗିଥାଏ ତାହେଲେ ତା ଉପରେ କାର୍ଯ୍ୟା-ନୁ-ଷ୍ଠା-ନ ଗ୍ର-ହଣ କରାଯିବ।
ବର୍ତମାନ ଏତେ ନି-ୟ-ମ କରିବା ପରେ ମଧ୍ୟ କିଛି ଲୋକ ନିଜ ଅଭ୍ୟାସରୁ ଓହରି ଆସନ୍ତି ନାହିଁ। ଉଦାହରଣ ପାଇଁ ନାସିକ ଜିଲ୍ଲାରେ ହୋଇଥିବା ଏହି ବାହାଘର ସମାରୋହକୁ ହିଁ ନେଇ ନିଅନ୍ତୁ। ଏଠାର ବାହାଘରରେ ୫୦ରୁ ଅଧିକ ଲୋକଙ୍କୁ ଡାକି କରୋନାର ନିର୍ଦ୍ଦେ-ଶାବଳୀକୁ ଉ-ଲଂ-ଘନ କରାଯାଇଛି। ଏଥିପାଇଁ ପୋ-ଲି-ସ ଏବଂ ମହାନଗରପାଳିକାଙ୍କ ଟିମ ସେଠାରେ ହଠାତ ପହଞ୍ଚି ଯାଇଥିଲେ। ଏହାପରେ ଯାହା ହୋଇଥିଲା ତାହା ଦେଖିବା ଭଳି ଦୃଶ୍ୟ ଅଟେ।
ପୋ-ଲି-ସ-କୁ ଦେଖିବା ମାତ୍ରେ ହିଁ ବାହାଘରରେ କୋଳାହଳ ଖେଳି ଯାଇଥିଲା। ବର-କନିଆଁ ମଣ୍ଡପ ଛାଡ଼ି ଦୌଡ଼ିବାକୁ ଲାଗିଥିଲେ। ସେଠାରେ ତାଙ୍କ ପରିବାରର ଲୋକ ଏବଂ ଅତିଥି ମଧ୍ୟ ଏଠାରେ ସେଠାରେ ଲୁଚିବା ପାଇଁ ଜାଗା ଖୋଜୁଥିଲେ। କିଛି ଲୋକଙ୍କୁ ତ ATM ପାଖରେ ଲୁଚିଥିବାର ମଧ୍ୟ ଦେଖା ଯାଇଥିଲା। ସେହି ବର ଏବଂ କନିଆଁ ଜଣେ ଅନ୍ୟ ଜଣଙ୍କ ହାତ ଧରି ଦୌଡ଼ୁଥିବାର ଦେଖା ଯାଇଛି। ଏହି ଦୃଶ୍ୟ କ୍ୟାମେରାରେ ମଧ୍ୟ ବ-ନ୍ଦି ହୋଇ ଯାଇଛି।
ପୋ-ଲି-ସ ଏବଂ ନଗରପାଳିକା ନିଜ କା-ର୍ଯ୍ୟା-ନୁ-ଷ୍ଠା-ନରେ ବରଙ୍କ ବାପା, କନିଆଁଙ୍କ ବାପା ଏବଂ ହୋଟେଲ ମାଲିକ ସମସ୍ତଙ୍କ ଉ-ପ-ରେ ପାଞ୍ଚ-ପାଞ୍ଚ ହଜାର ଟଙ୍କାର ଜୋ-ରି-ମା-ନା ଲଗାଇ ଦେଇଛନ୍ତି। ଏହା ସହିତ ହିଁ ସମସ୍ତଙ୍କୁ ଚେ-ତା-ବନୀ ମଧ୍ୟ ଦିଆଯାଇଛି। ଆପଣଙ୍କୁ ସୂ-ଚ-ନା ପାଇଁ ଜଣାଇ ଦେଉଛୁ କି ବର୍ତ୍ତମାନ ମହାରାଷ୍ଟ୍ରରେ ବାହାଘରରେ ୫୦ଜଣରୁ ଅଧିକ ଲୋକଙ୍କୁ ଡାକି ପାରିବେ ନାହିଁ। ସେଠାରେ ବାହାଘରରେ ସାମାଜିକ ଦୂରତା ବନାଇ ରଖିବାକୁ ପଡିବ। ମାସ୍କ ମଧ୍ୟ ସମସ୍ତେ ମୁହଁରେ ଲଗାଇବା ଉଚିତ।
ନିଜ ବାହାଘରରେ ହିଁ ପୋ-ଲି-ସ ଠାରୁ ଦୌଡ଼ୁଥିବା ବର କନିଆଁଙ୍କର ଏହି ଫଟୋ ବର୍ତ୍ତମାନ ଶୋଶିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଯେ କେହିବି ଏହି ବାହାଘରର ନି-ନ୍ଦା କରୁଛନ୍ତି। ଲୋକମାନେ କହିଛନ୍ତି କି କରୋନା ନି-ର୍ଦ୍ଦେ-ଶା-ବ-ଳୀ-ର ପାଳନ ନକରି ଆପଣ ଅନ୍ୟ ମାନଙ୍କ ଜୀବନକୁ ବି-ପ-ଦ-ରେ ପକାଉଛନ୍ତି। ଯଦି ଆପଣ କରୋନା ସମୟରେ କୈାଣସି ସମା-ରୋହ କରୁଛନ୍ତି ତାହେଲେ ଏହା ଆପଣଙ୍କ ଦାୟିତ୍ଵ ଅଟେ କି ସେଥିରେ କରୋନା ନିର୍ଦ୍ଦେ-ଶା-ବ-ଳୀର ପାଳନ ହେବା ଉଚିତ।