ନିଜ ଜୀବନରେ ଯେକୌଣସି ଜିନିଷ ପ୍ରଥମ ଥର ହୁଏ ତାକୁ ଦେଖି ସମସ୍ତେ ଆ-ଶ୍ଚ-ର୍ଯ୍ୟ ହେଇ ଯାଆନ୍ତି। ଛୋଟ ପିଲାଙ୍କ ଭିତରେ ଥିବା ଜିନିଷକୁ ପ୍ରଥମ ଥର ଦେଖିବାର ଅନୁଭବ ପୁରା ଅଲଗା ପ୍ରକାର। ସେମିତି ହିଁ କିଛି ଗୋଟେ ଭିଡ଼ିଓ ଭାଇ-ରାଲ ହେଉଛି ଇଣ୍ଟରନେଟରେ।
ନୂଆଦିଲ୍ଲୀ : ନିଜ ଜୀବନର ଯେକୌଣସି ଜିନିଷ ପ୍ରଥମ ଥର ପାଇଁ ନୂଆ ଦେଖିବାକୁ ମିଳିଲେ ତାକୁ ସମସ୍ତେ ଦେଖି ଆ-ଶ୍ଚ-ର୍ଯ୍ୟ ହୋଇଯାଆନ୍ତି। ଛୋଟ ପିଲମାନଙ୍କ ଭିତର କଥା ଜାଣିବା ଆଉ ପ୍ରଥମଥର ଦେଖିବାର ଅନୁଭବ ଅଲଗା ପ୍ରକାରର। ସେମିତିହିଁ କିଛି ଭିଡିଓ ଦେଖିବାକୁ ମିଳୁଛି ଇଣ୍ଟରନେଟରେ। ଯେତେବେଳେ ଗୋଟେ ଛୋଟ ଝିଅ ପାଖକୁ ପ୍ରଥମଥର ଟ୍ରେନ ଆସୁଥିବାର ଦେଖେ ସେତେବେଳେ ସେ ଆ-ଶ୍ଚ-ର୍ଯ୍ୟ ହେଇଯାଏ। ସେହି ସମୟରେ ସେ ଛୋଟ ଝିଅର ରିଆକସନକୁ କ୍ୟମେରାରେ ଭିଡିଓ କରି ଦିଆଯାଇଥିଲା।
ସେ ଝିଅଟି ପ୍ରଥମଥର ପାଇଁ ଟ୍ରେନ ଦେଖିଲା
Seeing the world through a child’s eyes: Her first time seeing a train. pic.twitter.com/WJeacAJUI5
— Brian Roemmele (@BrianRoemmele) March 30, 2021
ସୋସିଆଲ ମିଡିଆରେ ସେହି ଝିଅଟିର ଭିଡିଓ ଏବେ ବହୁତ୍ ଭାଇ-ରାଲ ହେଉଛି । ସେହି ଭିଡିଓରେ ଝିଅଟି ପ୍ରଥମଥର ପାଇ ଚାଲୁଥିବାର ଟ୍ରେନ୍ ଦେଖିଲା। ଝିଅଟି ଟ୍ରେନ୍ ଦେଖିବାକୁ ବହୁତ ଉତ୍ସୁକ ମନରେ ଥିଲା, ଯେତେବେଳ ଟ୍ରେନ ସେ ଝିଅ ପାଖକୁ ଆସିଲା ସେତେବେଳେ ଚମକି ପଡ଼ି ତା ପାଟିରୁ WOW ବାହାରି ପଡ଼ିଲା। ଆପଣବି ଏହି ଭିଡିଓ ଦେଖିସାରିଲାପରେ ଆପଣଙ୍କ ମୁହଁରୁ ଏକ କ୍ୟୁଟ ଶବ୍ଦ ବହାରିପଡ଼ିବ।
୬୦ ଲକ୍ଷରୁ ଅଧିକ ଜଣ ଏହି ଭିଡିଓ ଦେଖିସାରିଲେଣି
ବ୍ରାୟନ ରୋମଲ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଟୁଇଟର ରେ ପୋଷ୍ଟ କରିଛନ୍ତି। ଟୁଇଟ କରିବା ବେଳେ ସେ ଲେଖିଛନ୍ତି ,’ ସେ ଝିଅର ଆଖିରେ ମୁଁ ଦୁନିଆକୁ ଦେଖୁଛି; ପ୍ରଥମ ଥର ପାଇଁ ସେ ଟ୍ରେନ୍ ଦେଖୁଛି।’ ସେହି ଭିଡିଓରେ ସମସ୍ତେ ନିଜ ନିଜର ବୟାନ ଦେଇଛନ୍ତି। ଜଣେ ଲେଖିଛନ୍ତି,’ ଛୋଟ ଛୁଆ ଭଗବାନଙ୍କ ରୂପ ଅଟନ୍ତି’ ଆଉ ଜଣେ ଲେଖିଛନ୍ତି,’ ଛୋଟ ଛୁଆଟି ଦେଇଥିବା ଏକ୍ସପ୍ରେସନ ବହୁତ ମଜାଳିଆ ଅଟେ।’ ଆପଣ ମାନଙ୍କୁ କହିଦେଉଛୁ ଯେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬ମିଲିୟନ ମାନେ ୬୦ ଲକ୍ଷ୍ୟରୁ ଅଧିକ ଜଣ ଲୋକ ଦେଖିସାରିଲେଣି।