ସୋସିଆଲ ମିଡିଆରେ ପଶୁମାନଙ୍କର ମଜାଳିଆ ଭିଡିଓ ପ୍ରାୟତଃ ଭାଇ-ରାଲ ହେଇଥାଏ। ଅନେକ ଥର ଏମିତି ଭିଡିଓ ଆସିଥାଏ ଯାହାକୁ ଦେଖି ଆମ ମନ ଖୁସି ହୋଇଯାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଏକ କୁକୁରର, ଯେଉଁଥିରେ ସେ ନିଜ ମାଲିକଙ୍କୁ ଉଠେଇବାକୁ ଚେଷ୍ଟା କରୁଛି। ଏହି ଭିଡିଓ ଦେଖିକି ଆପଣଙ୍କ ହୃଦୟ ଖୁସି ହେଇଯିବ।
କୁକୁରର ଏହି ସୁନ୍ଦର ଛୋଟ ଭିଡିଓ Subreddit ରେ ସେୟାର କରାଯାଇଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ କୁକୁର ଟି ଖଟ ଚାରିପଟେ ବୁଲୁଛି ଏବଂ ଖଟରେ ଶୋଇଥିବା ତା ମାଲିକକୁ ଉଠେଇବାକୁ କରିବାକୁ ଚେଷ୍ଟା କରୁଛି । ଏହି ସମୟ ମଧ୍ୟରେ ସେ ବାରମ୍ବାର ତା ଲାଞ୍ଜ ହଲାଉଛନ୍ତି । ଏହି ଭିଡିଓ ତଳେ କ୍ୟାପସନରେ ‘Good morning wakeup dad’ ଲେଖା ହେଇଛି ।
ଏହି ଲିଙ୍କ ରେ କ୍ଲିକ କରି ଭିଡିଓ ଦେଖନ୍ତୁ
Good Morning ☀️ wake-up Dad from r/aww
ଏପ୍ରିଲ୍ ୧ରେ ସେୟାର କରାଯାଇଥିବା ଏହି ଭିଡିଓରେ ଶହ ଶହ କମେଟ୍ ଆସିଛି। ତଥାପି କିଛି ଲୋକ ବାରମ୍ବାର ଖୁସି ହୋଇ କୁକୁରକୁ ଦେଖୁଛନ୍ତି । ଅନେକ ଲୋକ କୁକୁରର ଲାଞ୍ଜକୁ ମଧ୍ୟ ପ୍ରଶଂସା କରୁଛନ୍ତି ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।