ପ୍ରାର୍ଥୀ ମାନଙ୍କୁ ପ୍ରାୟ ୧୦ ଟି ଡକ୍ୟୁମେଣ୍ଟ ଦରକାର୍ ପଡ଼ିବ। ମୁଖ୍ୟମନ୍ତ୍ରୀ ପ୍ରୋତ୍ସାନ ଯୋଜନା ପାଇଁ ଆବେଦନ କରୁଥିବା ବେଳେ ପ୍ରାର୍ଥୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ରଖିବା ଜରୁରୀ ଅଟେ, ସେଟା ଅନଲାଇନ୍ ହଉ କି ଅଫଲାଇନ୍ ହେଉ | ଆସନ୍ତୁ ଜାଣିବା କଉ କଉ ଡକ୍ୟୁମେଣ୍ଟ ଦରକାର୍ ପଡ଼ିବ।
ଝାଡଖଣ୍ଡ ରେ ବେରୋଜଗାରୀ ଭତ୍ତା ଯୋଜନା ରେ ଏପ୍ରିଲ୍ ୧ ରେ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ଯୋଜନା ରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଯୋଜନାରେ କୌଣସି ବ୍ୟକ୍ତି ଙ୍କୁ ଆବେଦନ କରିବାକୁ ହେଲେ କିଛି ଏମିତି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ, ଜଉଟା ବହୁତ୍ ଦରକାର। ପ୍ରାର୍ଥୀ ଙ୍କୁ ପାଖାପାଖି ୧୦ ଗୋଟି ଡକ୍ୟୁମେଣ୍ଟ ଦରକାର୍ ପଡ଼ିବ। ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ଯୋଜନା ପକେଇବା ପାଇ ପ୍ରାର୍ଥୀ ମାନଙ୍କ ଠାରେ ଜରୁରୀ ଡକ୍ୟୁମେଣ୍ଟ ରଖିବା ଜରୁରୀ ଅଟେ, ସେଟା ଅନଲାଇନ୍ ହେଉକି ଅଫଲାଇନ। ଆସନ୍ତୁ ଜାଣିବା କଉ ଡକ୍ୟୁମେଣ୍ଟ ସବୁ ଦରକାର୍ ପଡ଼ିବ।
ଏହି ଡକ୍ୟୁମେଣ୍ଟ ଗୁଡ଼ିକୁ ରଖିବା ଜରୁରୀ ଅଟେ
ମୋବାଇଲ୍ ନମ୍ବର୍
ଆଧାର କାର୍ଡ
ବ୍ୟାଙ୍କ୍ ରେ ଖାତା (ଖାତା ନମ୍ବର୍)
ବ୍ୟାଙ୍କ୍ ର ଖାତା ଆଧାର ସହ ଲିଙ୍କ ହେଇଥିବା ଦରକାର
ଟେକ୍ ନିକ ଯୋଗ୍ୟତର ପ୍ରମାଣ ପତ୍ର
ସ୍ପେସିଆଲ କାଟାଗୋରି ର ପ୍ରମାଣପତ୍ର (ବିଧବା, ପରିତ୍ୟାଗ, ଅନ୍ୟ ବର୍ଗର ଜାତି, ଦିବ୍ୟାଙ୍ଗ ଆଦି)
ଡାକ୍ତର ଖାନାର ରେଜିଷ୍ଟସନ୍ ନମ୍ବର୍ (୩ବର୍ଷ ପୁରୁଣା ହେଲେ ନବୀକରଣ ହେଇପାରିବ)
ସ୍ଥାୟୀ ଠିକଣା ପ୍ରମାଣପତ୍ରର ଅର୍ଥ ହେଉଛି ସ୍ଥାନୀୟ ପ୍ରମାଣପତ୍ର |
ଆଫିଡେଭିଟ୍ (ଶପଥ ପତ୍ର) ଯେଉଁଥିରେ ଲେଖାଯାଇଛି ଯେ ପ୍ରାର୍ଥୀ କୌଣସି ଚାକିରୀ ସହିତ ଜଡିତ ନଥିବେ କିମ୍ବା ତାଙ୍କର କୌଣସି ସ୍ବରୋଜଗାର ନଥିବ।
ଝାଡଖଣ୍ଡର ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣପତ୍ର ରହିବା ଜରୁରୀ ଅଟେ |
ସଠିକ୍ ସୂ-ଚନା ଦେବାକୁ ପଡ଼ିବ
ଜଉ ପ୍ରାର୍ଥୀ ଅବେଦେବ କରିବାକୁ ଯାଉଛନ୍ତି ସେ ସଠିକ୍ ସୂ-ଚନା ଦେବାକୁ ପଡ଼ିବ। ଏଇଟା ବହୁତ ଆବଶ୍ୟକ ଯେ, ଯଦି ଭୁ-ଲ ତଥ୍ୟ ମିଳେ ତାହାଲେ ତା ବି-ରୋ-ଧରେ କଡା କାର୍ଯ୍ୟା-ନୁଷ୍ଠନ ନିଆଯିବ। ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ଯୋଜନା ପାଇଁ ଠିକ୍ ପ୍ରମାଣପତ୍ର ଡକ୍ୟୁମେଣ୍ଟ ଦେବା ଆବଶ୍ୟକ।
କଣ ଆମ ଓଡ଼ିଶାରେ ବେକାରୀ ଭତା ମିଳିବା ଦରକାର