୧୯ ବର୍ଷୀୟ ଯୁବକ ଭାଉଜକୁ ହୋଲିରେ ଲଗାଇଲା ରଙ୍ଗ। ପରଦିନ ଗାଁରେ ମିଳିଲା ଶ-ବ

ହୋଲିରେ ପର୍ବ ରଙ୍ଗ ଏବଂ ଖୁସିର ପର୍ବ ହୋଇଥାଏ। ଏହିଦିନ ସମସ୍ତେ ସମସ୍ତ ଘୃ-ଣା ଛାଡ଼ି ଅନ୍ୟଙ୍କୁ ରଙ୍ଗ ଲଗାଇଥାନ୍ତି। କିନ୍ତୁ ଉତ୍ତରପ୍ରଦେଶର ବଲ୍ଲିଆ ଜିଲ୍ଲାର ୧୯ ବର୍ଷୀୟ ଯୁବକର ସମ୍ପ-ର୍କୀ-ୟ ଭାଉଜକୁ ରଙ୍ଗ ଲଗାଇବା ପଡିଲା ମ-ହ-ଙ୍ଗା। ଏହି ରଙ୍ଗ ଲଗାଇବାର ମୂଲ୍ୟ ନିଜର ପ୍ରା-ଣ ଦେଇ ସୁଜିବାକୁ ପଡ଼ିଲା। ଗତ ମଙ୍ଗଳବାର ଦିନ ରାତିରେ ୧୯ ବର୍ଷୀୟ ଦୁର୍ଗସ ପାସବାନର ଶ-ବ ଆଂଶଚୌରା ଗାଁରୁ ମିଳିଥିଲା। ତାର ପିଠି ଏବଂ ଛାତିରେ ଛୁ-ରୀରେ ଆ-କ୍ର-ମଣ ହେବାର ଦାଗ ରହିଛି।

ଭାଉଜକୁ ରଙ୍ଗ ଲଗାଇଲା ବୋଲି ହ-ତ୍ୟା କରିଦେଲେ:-

ଯେତେବେଳେ ପୋ-ଲି-ସ ତ-ଦନ୍ତ କଲା, ଜଣାପଡିଲା ଯେ ହ-ତ୍ୟା-କାରୀ ଦୁର୍ଗସର ସମ୍ପ-ର୍କୀୟ କରନ ଅଟେ। ଦୋ-ଷୀ କରନ ଦୁର୍ଗସକୁ ଏଥିପାଇଁ ହ-ତ୍ୟା କରିଥିଲା ଯେ ସେ କରନର ନିଜ ଭାଉଜ ଦେହରେ ହୋଲି ଦିନ ରଙ୍ଗ ଲଗାଇ ଦେଇଥିଲା। ଏହି କଥାକୁ ନେଇ ସେହି ଦୁହିଁଙ୍କ ମଧ୍ୟରେ ଝ-ଗ-ଡ଼ା ମଧ୍ୟ ହୋଇଥିଲା। ପରେ କରନ ଫୋନ ମାଧ୍ୟମରେ ଦୁର୍ଗସକୁ ଡାକିଥିଲା ଓ ଯୋଜନା ଅନୁସାରେ ଦୁର୍ଗ-ସର ହ-ତ୍ୟା କରିଥିଲା। କରନ ସେହି ୧୯ ବର୍ଷୀୟ ଦୁର୍ଗସର ପିଠିରେ ଏବଂ ଛାତିରେ ଛୁ-ରୀ ମାଧ୍ୟମରେ ଆ-କ୍ରମ-ଣ କରିଥିଲା।

ଏଭଳି ଭାବେ ଶ-ବକୁ ଠିକଣା ସ୍ଥଳରେ ରଖିଲା:-

ଦୁର୍ଗସର ହ-ତ୍ୟା ହେଲା ପରେ କରନ ତାର ଜୁଡୁବୁଡ଼ୁ ଶବକୁ ଆଂଶଚୌରା ଗାଁର ଏକ ନଳକୂପ ପାଖରେ ଫିଙ୍ଗିଦେଇ ଆସିଥିଲା। ସେଠାରେ ଦୁର୍ଗସର ପିତା କାମେଶ୍ୱର ନିଜ ପୁଅର ନି-ଖୋ-ଜ ହେବ ଦ୍ୱାରା ମଙ୍ଗଳବାର ଦିନ ବାଂସଡିହ ସଡ଼କ ଥା-ନା-ରେ ଅଭି-ଯୋଗ ଦର୍ଜ କରିଥିଲେ। ପୁଣି ପୋ-ଲିସ ସେହି ରାତିରେ ଦୁର୍ଗସର ଶ-ବକୁ ଖୋଜି ବାହାର କରିଥିଲା। ଏବଂ ତାକୁ ଧରି ପୋ-ଷ୍ଟମ-ର୍ଟମ ପାଇଁ ପଠାଇ ଦେଇଥିଲା।

ଦୋ-ଷୀ ମାନିଲା ନିଜର ଦୋ-ଷ:-

ସ-ନ୍ଦେହ କରି ପୋ-ଲିସ କରନ ଏବଂ ଆଉ ଜଣେ ସଂଜୀବକୁ ଗି-ର-ଫ କରିଥିଲା। ଯେତେବେଳେ ସେମାନଙ୍କ ଉପରେ ଶ-କ୍ତି ମାଧ୍ୟମରେ ପଚରା-ଉଚରା କରାଗଲା ସେତେବେଳେ ସେମାନେ ନିଜର ଦୋ-ଷ ସ୍ୱୀକାର କରିଥିଲେ। ସେମାନଙ୍କ ଦ୍ବାରା ଦିଆଯାଇଥିବା ଠିକଣାସ୍ଥଳରେ ପହଂଛି ପୋ-ଲିସ ହ-ତ୍ୟା ପାଇଁ ବ୍ୟବହାର କରାଯାଇଥିବା ଛୁ-ରୀ ଓ ଦୁର୍ଗସର ଫୋ-ନ ଖୋଜି-ଆଣି ଦେଇଥିଲା। ଦୋ-ଶୀଙ୍କ ବିରୁ-ଦ୍ଧରେ ଭାରତୀୟ ଦ-ଣ୍ଡ ସଂହିତାର ସମ୍ବନ୍ଧିତ ଧାରା-ଗୁଡ଼ିକର ଅନ୍ତର୍ଗତ ମା-ମଲା ମଧ୍ୟ ଦ-ର୍ଜ କରାଗଲା।

ପୋ-ଲି-ସ କରୁଛି ଆହୁରି ତ-ଦ-ନ୍ତ:-

ଏହି ପୁରା ମା-ମ-ଲା ସମ୍ପୂର୍ଣ ଏରିଆର ଖେଳିଗଲା ବା ଚର୍ଚ୍ଚାର ବିଷୟ ପାଲଟିଗଲା। ସମସ୍ତେ ଏହି ଘ-ଟ-ଣା ଶୁଣି ଆ-ଶ୍ଚ-ର୍ଯ୍ୟ ହେଉଛନ୍ତି। କାହାକୁ ବି ବିଶ୍ୱାସ ହେଉନାହିଁ ଯେ, କେବଳ ରଙ୍ଗ ଲଗାଇବା ଦ୍ୱାରା କରନ ନିଜ ସମ୍ପର୍କୀୟକୁ ହ-ତ୍ୟା କରିଦେଲା। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ, ମୃ-ତ ଦୁ-ର୍ଗ-ସକୁ କରନର ଭାଉଜକୁ କିଭଳି ରଙ୍ଗ ଲଗାଇଥିଲା ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *