ପିଲାଟି ପ୍ରଥମ କରି ଆରମ୍ଭ କଲା ଚାଲିବା, ଦେଖି ବାପା ଦେଲେ ଅଜବ ପ୍ରକାର ପ୍ରତିକ୍ରିୟା, ଭିଡିଓ ଦେଖି ଭାବୁକ ହୋଇଗଲେ ଲୋକ- ଦେଖନ୍ତୁ video

ସୋସିଆଲ ମିଡିଆରେ ବୋଧହୁଏ ପିଲାମାନଙ୍କର କ୍ୟୁଟ ଭିଡିଓ ଭାଇ-ରାଲ ହେବାରେ ଲାଗିଥାଏ। ଏମିତି ହିଁ ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ହୋଇ ରହିଛି। ଏହି ଭିଡିଓରେ ଗୋଟିଏ ଛୁଆ ପ୍ରଥମ ଥର ଚାଲିବା ପାଇଁ ଚେ-ଷ୍ଟା କରୁଛି। ପିଲାଟିକୁ ଦେଖି ବାପା ଭାବୁକ ହୋଇ ଯାଇଛନ୍ତି।

ସୋସିଆଲ ମିଡିଆରେ ବୋଧହୁଏ ପିଲାମାନଙ୍କର କ୍ୟୁଟ ଭିଡିଓ ଭାଇ-ରାଲ ହେବାରେ ଲାଗିଥାଏ। ଏମିତି ହିଁ ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ହୋଇ ରହିଛି। ଏହି ଭିଡିଓରେ ଗୋଟିଏ ଛୁଆ ପ୍ରଥମ ଥର ଚାଲିବା ପାଇଁ ଚେ-ଷ୍ଟା କରୁଛି। ପିଲାଟିକୁ ଦେଖି ବାପା ଭାବୁକ ହୋଇ ଯାଇଛନ୍ତି। ଏହି ଭିଡିଓକୁ ଦେଖି ଲୋକମାନେ ବହୁତ ଭାବ-ପ୍ରବଣ ହୋଇ ଯାଇଛନ୍ତି। ଏହି ଭିଡିଓ ଜୋ-ରରେ ସୋସିଆଲ ମିଡିଆରେ ଭାଇ-ରାଲ ହେଉଛି ଏବଂ ଲୋକମାନେ ଏହାକୁ ବହୁତ ପ-ସ-ନ୍ଦ କରୁଛନ୍ତି।

ଦ୍ରୁତ ମାତ୍ରାରେ ମୁଖ୍ୟ ଖ-ବ-ର ପାଲଟିଥିବା ଏହି ଭିଡିଓ ଲୋକମାନଙ୍କୁ ଏତେ ପସନ୍ଦ ଆସୁଛି କି ଯେ କେହିବି ଏହାକୁ ବାରମ୍ବାର ଦେଖୁଛନ୍ତି।ଏହା ସହିତ ଲୋକମାନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବହୁତ ସେୟାର ମଧ୍ୟ କରୁଛନ୍ତି। ହେଲେ ଏହି ଭିଡିଓ ପୁରୁଣା ଅଟେ କିନ୍ତୁ ଜଣେ ୟୁଜରଙ୍କ ଦ୍ଵାରା ଶେ-ୟା-ର କରାଯିବା ପରଠାରୁ ପୁଣିଥରେ ଭାଇ-ରାଲ ହୋଇଯାଇଛି।

ଛୁଆଙ୍କ କ୍ୟୁଟନେସ ସମସ୍ତଙ୍କର ହୃଦୟକୁ ଜିତି ନେଇଥାଏ। କିନ୍ତୁ ଏହି ଭିଡିଓରେ ଛୁଆଟିର ବାପାଙ୍କ ପ୍ରତିକ୍ରିୟାକୁ ଦେଖି ଲୋକମାନେ ଖୁସି ହୋଇ ଯାଇଛନ୍ତି। ଏଥିପାଇଁ ସୋସିଆଲ ମିଡିଆରେ ଅଧିକାଂଶ ଲୋକ ଛୁଆଟି ବାପାଙ୍କର ପ୍ରଶଂସା କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *