WHOର କରୋନା ଯାଞ୍ଚ ରି-ପୋ-ର୍ଟ ହେଲା ଲିକ, ଜଣା ପଡିଲା କେମିତି ଦୁନିଆରେ ଖେଳି ଯାଇଥିଲା ଏହି କ୍ଷ-ତିକାରକ ଭାଇ-ରାସ

କରୋନା ଭାଇ-ରସର ଉତ୍ପତ୍ତି କେମିତି ହୋଇଥିଲା ଏବଂ କେମିତି ଭାବରେ ଏହି ଭାଇ-ରସ ସାରା ଦୁନିଆରେ ଖେ-ଳି ଯାଇଥିଲା,ଏହାର ଯା-ଞ୍ଚ କରିବା ପାଇଁ ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଗୋଟିଏ ଟିମ ଚିନକୁ ଯାଇଥିଲ। ଏଠାରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଟିମ କରୋନା ବ୍ୟାପିବା କାରଣକୁ ଜାଣିବା ପାଇଁ ଚେ-ଷ୍ଟା କରିଥିଲେ। ସେହି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଟିମ ପକ୍ଷରୁ ବର୍ତ୍ତମାନ ଯେଉଁ ରି-ପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ଏହି ଭାଇ-ରସ ବ୍ୟାପିବାର ମୁଖ୍ୟ କା-ରଣ ବାଦୁଡି ବୋଲି କୁହାଯାଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏବଂ ଚୀନ ସଂଯୁକ୍ତ ଯାଞ୍ଚର ରି-ପୋ-ର୍ଟ ଲିକ ହୋଇ ଯାଇଛି। ଯେଉଁଥିରେ କୁହାଯାଇଛି କି ଏହି କଥାର ସବୁଠାରୁ ଅଧିକ ଆ-ଶଙ୍କା ହେଉଛି କି ବାଦୁଡି ଠାରୁ କରୋନା ଭାଇ-ରସ କୈାଣସି ଅନ୍ୟ ଜୀବମାନଙ୍କ ପାଖକୁ ଯାଇଛି ଏବଂ ସେଠାରୁ ମନୁଷ୍ୟ ମାନଙ୍କ ପାଖକୁ ବ୍ୟାପି ଯାଇଛି। ସେଠାର ଲ୍ୟାବରୁ ଏହି ରି-ପୋ-ର୍ଟ ଲିକ ହେବାପରେ ଏହି ରି-ପୋ-ର୍ଟରେ କୁହାଯାଇଛି କି କରୋନା ଭାଇ-ରସ ଲ୍ୟାବରୁ ଲିକ ହେବାର ଆ-ଶଙ୍କା ବହୁତ କମ ଅଟେ।

ଏହିପରି ବ୍ୟାପିଥିଲା କରୋନା

ଅନୁସନ୍ଧାନକାରୀମାନେ କରୋନା ଭାଇ-ରସ ବ୍ୟାପିବାର ଚାରୋଟି କାରଣ କହିଛନ୍ତି ଏବଂ ପରିଶେଷରେ କୁହାଯାଇଛି କି କରୋନା ଭାଇ-ରସ ବାଦୁଡି ଠାରୁ କୈାଣସି ଅନ୍ୟ ଜୀବକୁ ବ୍ୟାପିଥିଲା ଏବଂ ସେଠାରୁ ଏହା ମନୁଷ୍ୟ ମାନଙ୍କ ପାଖକୁ ଆସିଥିଲା। ବାଦୁଡି ଠାରୁ ସିଧା ମନୁଷ୍ୟ ମାନଙ୍କ ପାଖକୁ କରୋନା ଭାଇ-ରସ ବ୍ୟାପିବାର ଆ-ଶ-ଙ୍କା ବହୁତ କମ ଅଟେ। ଏହାବ୍ୟତୀତ କୋଲ୍ଡ ଚେନ ଖାଦ୍ୟ ମାଧ୍ୟମରେ କରୋନା ଭାଇ-ରସ ବ୍ୟାପିବାର ସମ୍ଭାବନା ରହିଛି। କିନ୍ତୁ ଏହାର ମଧ୍ୟ ଆ-ଶ-ଙ୍କା କମ ରହିଛି।

ସମାଚାର ଏଜେନ୍ସୀ ଏପୀ WHO ଚୁକ୍ତି ରି-ପୋ-ର୍ଟର ପ୍ରମାଣରୁ ଏହି ରି-ପୋ-ର୍ଟ ସାର୍ବଜନୀକ କରାଯାଇଛି। ଡବ୍ଲ୍ୟୁଏଚଓର ଯାଞ୍ଚ ରି-ପୋ-ର୍ଟ ଆଶାର ଅନୁରୂପ ଅଟେ କିନ୍ତୁ ବର୍ତ୍ତମାନ କୈାଣସି ଜବାବ ଏହି ରି-ପୋ-ର୍ଟରେ ଦିଆଯାଇ ନାହିଁ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଟିମ ଲ୍ୟାବ ଲିକର ବିଚାରକୁ ଛାଡ଼ି ବାକି ସବୁ କ୍ଷେତ୍ରରେ ଆହୁରି ଅଧିକ ଅନୁ-ସ-ନ୍ଧାନର ପ୍ରସ୍ତାବ ଦେଇଛନ୍ତି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତରଫରୁ ପ୍ରସ୍ତୁତ କରାଯାଇଥିବା ରି-ପୋ-ର୍ଟ-କୁ ଜାରି କରିବାରେ କଥିତ ରୂପରେ ଡେରି କରାଯାଇଛି, ଯାହାଦ୍ଵାରା ଏହି ସନ୍ଦେ-ହ ଜନ୍ମୁଛି କି ଚୀନ ପକ୍ଷରୁ ପରିଶେଷରେ ପରିବର୍ତ୍ତନ କରିବା ପାଇଁ ଚେ-ଷ୍ଟା କରୁଛନ୍ତି। ଯାହାଦ୍ଵାରା ତା ଉପରେ କରୋନା ଭାଇ-ରସ ବ୍ୟାପିବାର ଆ-ରୋ-ପ ଲାଗିପାରିବ ନାହିଁ। ହେଲେ ଏହି ରି-ପୋ-ର୍ଟକୁ ନେଇ ଡବ୍ଲ୍ୟୁଏଚଓର ଜଣେ ଅଧିକାରୀ କହିଥିଲେ କି କିଛିଦିନରେ ଯାଞ୍ଚ ରି-ପୋ-ର୍ଟକୁ ଜାରି କରିଦିଆଯିବ। କିନ୍ତୁ ଏହା ପୂର୍ବରୁ ହିଁ ଏପୀଙ୍କ ହାତରେ ଏହି ରି-ପୋ-ର୍ଟ ପଡି ଯାଇଥିଲା। କିନ୍ତୁ ହୋଇପାରେ କି ରି-ପୋ-ର୍ଟରେ ବର୍ତ୍ତମାନ କିଛି ପରିବର୍ତ୍ତନ କରାଯାଇ ଥାଇପାରେ। ଏହି ରି-ପୋ-ର୍ଟ-କୁ ଜଣେ କୂଟନିତୀଜ୍ଞ ପ୍ରସ୍ତୁତ କରିଛନ୍ତି ଯିଏ ଡବ୍ଲ୍ୟୁଏଚଓ ଜିନେବା କାର୍ଯ୍ୟାଳୟର ସଦସ୍ୟ ଅଟନ୍ତି।

ଗୌରବର କଥା ହେଉଛି କି କରୋନା ଭାଇ-ରସକୁ ଦୁନିଆରେ ବ୍ୟାପିବାର ଗୋଟିଏ ବର୍ଷରୁ ଅଧିକ ସମୟ ହୋଇ ସାରିଲାଣି। କରୋନାର ପ୍ରଥମ ଘ-ଟ-ଣା ଚୀନ ଦେଶରୁ ହିଁ ସାମ୍ନାକୁ ଆସିଥିଲା। ସେହି ସମୟରେ ଚୀନ ଏହି ଘ-ଟ-ଣାକୁ ଦବାଇବା ପାଇଁ ଚେ-ଷ୍ଟା କରିଥିଲେ। କିନ୍ତୁ ଚୀନର ଭୁଲ କାରଣରୁ ଆଜି ଏହି ଭାଇ-ରସ ସାରା ଦୁନିଆରେ ବ୍ୟାପି ଯାଇଛି ଏବଂ ଏହି ଭାଇ-ରସର କବଜାରେ ଆସି କୋଟି-କୋଟି ଲୋକଙ୍କ ଜୀବନ ଯାଇସାରିଛି। ଦୁଃଖର କଥା ଏହା ଅଟେ କି ଏପର୍ଯ୍ୟନ୍ତ ମଧ୍ୟ ଏହି ଭା-ଇରସରେ ସଂ-କ୍ର-ମିତ ହେଉଥିବା ଲୋକଙ୍କର ପରି-ମା-ଣ ପ୍ରତିଦିନ ବଢ଼ିବାକୁ ଲାଗିଛି। ଯେଉଁ ପ୍ରକାରରେ ଏହି ଭାଇ-ରସ ସାରା ଦୁନିଆରେ ବ୍ୟା-ପି ଯାଇଛି, ତାକୁ ଦେଖି ଲାଗୁଛି କି ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଭାଇ-ରସକୁ ନିୟ-ନ୍ତ୍ରଣ କରିବା ମୁସ୍କିଲ ଅଟେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *