ୱେଷ୍ଟର୍ଣ୍ଣ ଜୋନ ରେଳବାଇର ବଡ ଘୋଷଣା, ଏବେ ରାତିରେ ମୋବାଇଲ୍- ଲାପଟପ୍ ଚା-ର୍ଜ କରି ପାରିବେନି ଯାତ୍ରୀ

କରୋନା କାଳରେ ରେଳ ଚଳାଚଳ ସ୍ବାଭାବିକ ହୋଇନଥିବା ବେଳେ ଯାତ୍ରୀମାନଙ୍କ ପାଇଁ ଆସିଛି ଆଉ ଏକ ଖରାପ ଖବର। ବର୍ତ୍ତମାନ ୱେଷ୍ଟର୍ଣ୍ଣ ଜୋନରେ ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ରାତିରେ ଚାର୍ଜିଂ ପଏଣ୍ଟ ସୁବିଧା ମିଳିବ ନାହିଁ ବୋଲି ଘୋଷଣା କରାଯାଇଛି। ରାତି ୧୧ ଟାରୁ ଦିନ ୫ ଟା ପର୍ଯ୍ୟନ୍ତ ଚାର୍ଜିଂ ପଏଣ୍ଟରେ ବି-ଦ୍ୟୁ-ତ୍ ଯୋଗାଣ ବ-ନ୍ଦ ରହିବ। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ରାତିରେ ମୋବାଇଲ୍ କିମ୍ବା ଲାପଟପ୍ ଚା-ର୍ଜ କରିପାରିବେ ନାହିଁ ବୋଲି ରେଳ ବିଭାଗ ପକ୍ଷରୁ ଘୋ-ଷ-ଣା କରାଯାଇଛି। ଟ୍ରେନରେ ନି-ଆଁ ଲାଗିବା ଘ-ଟ-ଣାକୁ ଦୃଷ୍ଟିରେ ରଖି ଭାରତୀୟ ରେଳର ୱେଷ୍ଟ ଜୋନ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

କମିବ ଅ-ଗ୍ନିକା-ଣ୍ଡ ଘ-ଟ-ଣା!

ତେବେ ରେଳ ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଲକ୍ଷ ଲକ୍ଷ ରେଳ ଯାତ୍ରୀ ପ୍ରଭାବିତ ହେବେ। ଏହାସହ କେତେକ ଅସୁବିଧାରୁ ଯାତ୍ରୀମାନେ ର-କ୍ଷା ପାଇପାରିବେ ବୋଲି କୁହାଯାଇଛି। ଏହି ନି-ୟ-ମ ଅନୁଯାୟୀ, ରାତିରେ ଯାତ୍ରା ସମୟରେ ମୋବାଇଲ୍ ଚୋ-ରି ଘ-ଟ-ଣା କମ ହେବା ସହ ଅଧିକ ଚାର୍ଜିଂ ହେତୁ ମୋବାଇଲ୍ ବି-ସ୍ଫୋ-ର-ଣର ଆ-ଶ-ଙ୍କା ମଧ୍ୟ କମ ହେବ।

Google

ଚା-ର୍ଜ ସ-ର୍କି-ଟ ଯୋଗୁଁ ଟ୍ରେନରେ ଲାଗୁଛି ନି-ଆଁ!

ଏଠାରେ ସୂଚନା ଥାଉକି ମାର୍ଚ୍ଚ ୧୩ ରେ ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ଅ-ଗ୍ନିକା-ଣ୍ଡ ଘ-ଟିଥିଲା। ଗୋଟିଏ କୋଚରୁ ନି-ଆଁ ଆରମ୍ଭ ହୋଇ ୭ଟି କୋଚକୁ ବ୍ୟାପିଥିଲା। ହେଲେ ଏହି ଅ-ଗ୍ନିକା-ଣ୍ଡରେ କାହାର କିଛି କ୍ଷ-ୟକ୍ଷ-ତି ହୋଇନଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ନି-ରାପ-ଦରେ ସ୍ଥାନାନ୍ତର କରାଯାଇଥିଲା। ଏହି ଘ-ଟ-ଣା ପରେ ରେଳବାଇ ପକ୍ଷରୁ ଏକ ଅ-ନୁସ-ନ୍ଧାନ କମିଟି ଗଠନ କରାଯାଇଥିଲା। ଏହି କମିଟି ଯା-ଞ୍ଚ କରି ଜାଣିବାକୁ ପାଇଥିଲା ଯେ ଚା-ର୍ଜିଂ ସ-ର୍କି-ଟ ଯୋଗୁଁ ରେଳ କୋଚରେ ନି-ଆଁ ଲାଗିଥିଲା।

୨୦୧୪ ଆଡଭଜରିକୁ କ-ଡା-କ-ଡି କରାଯିବ:-

ଅ-ଗ୍ନିକା-ଣ୍ଡ ପରେ ରେଳବାଇ ୱେଷ୍ଟର୍ଣ୍ଣ ଜୋନ୍ ପକ୍ଷରୁ କୁହାଯାଇଛି ଯେ ଏହା ୨୦୧୪ ମସିହାରେ ଦିଆଯାଇଥିବା ଆଡଭଜରିକୁ କ-ଡାକ-ଡି ଭାବେ ପାଳନ କରାଯିବ। ବାସ୍ତବରେ, ୨୦୧୪ ମସିହାରେ ରେଳବାଇ ପକ୍ଷରୁ ସମସ୍ତ ଜୋନ୍ ପାଇଁ ଏକ ଆଡଭଜରି ଜାରି କରାଯାଇଥିଲା। ଯେଉଁଥିରେ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଚା-ର୍ଜ ନକରିବାକୁ ବା-ର-ଣ କରାଯାଇଥିଲା।ଏହା ଦ୍ଵାରା ଲୋକଙ୍କ ଅସୁବିଧା ହେବା ସହ ଟ୍ରେନରେ ଅ-ଗ୍ନିକା-ଣ୍ଡ ଘ-ଟିଥା-ଏ। ତେବେ ରେଲବାଇର ଏହି ଘୋଷଣା ପରେ ଯାତ୍ରୀ ଟିକେ ଅ-ସନ୍ତୋ-ଷ ଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *