ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଚି-ତ୍କା-ର କରିବାକୁ ଲାଗିବେ। ଭିଡ଼ିଓରେ କୁକୁଡ଼ା କୁମ୍ଭୀରର ମୁଣ୍ଡ ଉପରେ ବସି ମଜା କରୁଛି। କିନ୍ତୁ, ଯେମିତି ହିଁ ସେ କୁମ୍ଭୀରର ମୁଣ୍ଡ ଉପରୁ ତଳକୁ ଓହ୍ଲେଇ ଥିଲା, ଏହାପରେ ଯାହା ହୋଇଥିଲା ତାକୁ ଦେଖି ଆପଣ ମଧ୍ୟ ଡ-ରିଯି-ବେ।
ସୋସିଆଲ ମିଡିଆରେ ବୋଧହୁଏ ପଶୁମାନଙ୍କର ମଜାଦାର ଏବଂ କ୍ୟୁଟ ଭିଡିଓ ଭାଇରାଲ ହେବାରେ ଲାଗିଥାଏ। କିଛି ଭିଡିଓ ବହୁତ ଭ-ୟଙ୍କ-ର ମଧ୍ୟ ହୋଇଥାଏ, ଯାହାକୁ ଦେଖିବା ମାତ୍ରେ ହିଁ ଆମେ ଚି-ତ୍କା-ର କରିବାକୁ ଲାଗିଥାଉ। ଏମିତି ହିଁ ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଚି-ତ୍କା-ର କରିବାକୁ ଲାଗିବେ। ଭିଡ଼ିଓରେ କୁକୁଡ଼ା କୁମ୍ଭୀରର ମୁଣ୍ଡ ଉପରେ ବସି ମଜା କରୁଛି। କିନ୍ତୁ, ଯେମିତି ହିଁ ସେ କୁମ୍ଭୀରର ମୁଣ୍ଡ ଉପରୁ ତଳକୁ ଓହ୍ଲେଇ ଥିଲା, ଏହାପରେ ଯାହା ହୋଇଥିଲା ତାକୁ ଦେଖି ଆପଣ ମଧ୍ୟ ଡ-ରିଯି-ବେ।
2020 से 2021… फिर 2021 की शुरुआत…. बस ऐसी👇है
😅😅 pic.twitter.com/uqKNYyVROm— Dipanshu Kabra (@ipskabra) March 26, 2021
ଏହି ଭିଡିଓକୁ ଆଇପୀଏସ ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘୨୦୨୦ ରୁ ୨୦୨୧… ପୁଣି ୨୦୨୧ର ଆରମ୍ଭ…ବାସ ଏମିତି ହିଁ ଅଟେ।’ଭିଡିଓରେ ଆପଣ ଦେଖି ପାରିବେ କି ଗୋଟିଏ ନଦୀ କୂଳର ପାଣିରେ ଗୋଟିଏ କୁମ୍ଭୀର ଶାନ୍ତିରେ ବସିଛି ଏବଂ ତା ମୁଣ୍ଡ ଉପରେ ଗୋଟିଏ କୁକୁଡ଼ା ବସିଛି। କୁକୁଡ଼ା ବହୁତ ମଜା ମିଜାଜରେ ଥିବାର ଦେଖା ଯାଉଛି। କିନ୍ତୁ, ଯେମିତି ହିଁ ସେ କୁମ୍ଭୀରର ମୁଣ୍ଡ ଉପରୁ ଓହ୍ଲାଇଥାଏ ଏବଂ ଆଗକୁ ଯାଇଥାଏ, ସେତେବେଳେ କୁମ୍ଭୀର ଯାହା କରିଥିଲା ତାକୁ ଦେଖି ଆପଣ ମଧ୍ୟ ଚି-ତ୍କା-ର କରିବାକୁ ଲାଗିବେ।
ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଭିଡିଓକୁ ଏପର୍ଯ୍ୟନ୍ତ ୧୨ହଜାରରୁ ଅଧିକ ଥର ଦେଖା ଯାଇ ସାରିଛି। ଲୋକମାନେ ଏହି ଭିଡିଓ ଉପରେ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି। ସେଠାରେ, ଜଣେ ୟୁଜର ଲେଖିଛନ୍ତି, ‘ଯାହାକୁ ରଖେ ସାଇ ମା-ରି ପାରେନାହିଁ କେହି।’