ଶି-କା-ରୀମାନେ ବାଘକୁ କଲେ ଶି-କା-ର, କ୍ରୋ-ଧରେ ବାଘୁଣୀ ନେଲା ପ୍ର-ତିଶୋ-ଧ, ଜାଣନ୍ତୁ ପୁରା ଘ-ଟ-ଣା

ବାଘୁଣୀ ସୁନ୍ଦରୀକୁ ନେଇ ଆମ ରାଜ୍ୟରେ ବେଶ ହ-ଟଚ-ମଟ ଲାଗି ରହିଥିଲା। ଦୁଇବର୍ଷ ତଳେ ଅର୍ଥାତ୍ ୨୦୧୮ ମସିହାରେ ସୁନ୍ଦରୀ ମଧ୍ୟପ୍ରଦେଶରୁ ଓଡିଶାର ସତକୋସିଆ ଜଙ୍ଗଲକୁ ଆସିଥିଲା।ହେଲେ ଏବେ ସେ ପୁଣି ଥରେ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭ (KTR) କୁ ଫେରି ଯାଇଛି।ସେଠାରେ ଘୋରେଲାରେ ନିର୍ମିତ ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ରହୁଛି ସୁନ୍ଦରୀ। ୨୦୧୮ ମସିହାରେ ବାଘୁଣୀ ସୁନ୍ଦରୀ ସହ ଆଉ ଏକ ପୁରୁଷ ବାଘ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭ (ବିଟିଆର) ରୁ ଓଡ଼ିଶାରେ ବାଘ ବଂଶ ପୁନରୁଦ୍ଧାର ପାଇଁ ସତକୋସିଆକୁ ପଠାଯାଇଥିଲା। ଯେ କି ଓଡିଶାର ଶି-କା-ରୀମାନଙ୍କ ଦ୍ଵାରା ନି-ହ-ତ ହୋଇଥିବାର ଅ-ଭିଯୋ-ଗ ହୋଇଥିଲା। ଏହି ଘ-ଟ-ଣା ପରେ ବାଘୁଣୀ ସୁନ୍ଦରୀ ଅଧିକ ହିଂ-ସ୍ର ହେବା ସହ ପ୍ର-ତିଶୋ-ଧ ପ-ରାୟ-ଣ ହୋଇ ଦୁଇ ଜଣଙ୍କୁ ଅତି ନି-ର୍ମ-ମ ଭାବେ ହ-ତ୍ୟା କରିଥିଲେ। ତେବେ ସୁନ୍ଦରୀକୁ ବାହାରେ ଛାଡ଼ିବା ଦ୍ଵାରା ଆଉ କିଛି ବି-ପ-ଦ ଆ-ଶ-ଙ୍କା କରି ତାକୁ ଜଙ୍ଗଲରୁ ଧରି ବହୁଦିନ ହେବ ଏକ ଏନକ୍ଲୋଜରରେ ବ-ନ୍ଦୀ କରି ରଖାଯାଇଥିଲା।

ଦୁଇ ବର୍ଷ ଧରି ବ-ନ୍ଦୀ ହୋଇ ରହିଲା ସୁନ୍ଦରୀ:-

କେଟିଆରର ଆଞ୍ଚଳିକ ନିର୍ଦ୍ଦେଶକ ଏସ.କେ ସିଂ କହିଛନ୍ତି ଯେ କିଛି ଅବାଞ୍ଛିତ ଘ-ଟ-ଣା ତଥା ଲୋକଙ୍କ ସୁ-ର-କ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରୀ ଗତ ଦୁଇ ବର୍ଷ ଧରି ଏକ ଏନକ୍ଲୋଜରରେ ବ-ନ୍ଦୀ ହୋଇ ରହିଥିଲା। ପରେ, ଜାତୀୟ ବାଘ ସଂ-ରକ୍ଷ-ଣ ପ୍ରାଧିକରଣ (NTCA) ସମୀକ୍ଷା କରିବା ପରେ ବାଘ ସ୍ଥାନାନ୍ତର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ସହ ଓଡ଼ିଶା ସରକାର ବାଘୁଣୀ ସୁନ୍ଦରୀଙ୍କୁ ମଧ୍ୟପ୍ରଦେଶକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଗତ ବର୍ଷ ନଭେମ୍ବର ୧୧ ତାରିଖରେ ମଧ୍ୟପ୍ରଦେଶ ହା-ଇକୋ-ର୍ଟ ବାଘୁଣୀକୁ ପ୍ରସିକ୍ଷଣ ପାଇଁ KTR କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ।

Google

ସୁନ୍ଦରୀ ଗଲା ମଧ୍ୟପ୍ରଦେଶ:-

ଏହା ପରେ ମଧ୍ୟପ୍ରଦେଶ ସରକାର ଓଡିଶା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଗତ ସପ୍ତାହରେ ସୁନ୍ଦରୀଙ୍କୁ ମଧ୍ୟପ୍ରଦେଶ ପଠାଯାଇଥିଲା। ମଧ୍ୟପ୍ରଦେଶର ଜଣେ ଅଧିକାରୀଙ୍କ ସହିତ ଜଣେ ପ୍ରାଣୀ ଚିକିତ୍ସକ ଓଡ଼ିଶାର ସତକୋସିଆରେ ଗତ ବୁଧବାର ରାତିରେ ପହଞ୍ଚି ସେଠାରେ ସମସ୍ତ ନିର୍ଦ୍ଦେଶାବଳୀ ପୁରଣ କରି ସୁନ୍ଦରୀକୁ KTR ର ମୁକ୍କୀ ରେ-ଞ୍ଜକୁ ନିଆଯାଇଥିଲା। ଏବଂ ସେଠାରେ ସମସ୍ତ ଯା-ଞ୍ଚ ପରେ ବାଘୁଣୀ ଘୋରଲା ଠାରେ ତିଆରି ହୋଇଥିବା ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି। ଏହାସହ ଜଙ୍ଗଲ କର୍ମଚାରୀଙ୍କ ଦ୍ୱାରା ବାଘୁଣୀର କାର୍ଯ୍ୟକଳାପ ଉପରେ ତୀ-କ୍ଷ୍ଣ ନଜର ରଖାଯାଇଥିଲା ଏବଂ ସେ ସୁସ୍ଥ ଏବଂ ସକ୍ରିୟ ଥିବା ଜଣାପଡିଛି। ​​କିଛି ଦିନ ପରେ ଜଙ୍ଗଲର ପ୍ରାକୃତିକ ପରିବେଶରେ ବାଘୁଣୀକୁ ମୁକ୍ତ କରାଯିବ ବୋଲି ଏସ.କେ ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *