ଅନେକ ବୈଜ୍ଞାନିକ ଆବିଷ୍କାର, ଉଦ୍ଭାବନ ପରେବି ଦୁନିଆ ଆଜିବି ରହ-ସ୍ୟର ଏକ ପିଣ୍ଡ ହୋଇ ରହିଛି। ବହୁଥର କେତେକ ଲୋକ ଟାଇମ୍ ମେସିନ ଦ୍ବାରା ଅତୀତ ଓ ଭବିଷ୍ୟତକୁ ଯାଇ ଫେରିଥିବାର ଦାବି କରିଥାନ୍ତି। କିନ୍ତୁ ଏହି ଧାରଣା ବୈଜ୍ଞାନିକଙ୍କ ଦ୍ଵାରା ପ୍ରମା-ଣିତ ନୁହେଁ। କିନ୍ତୁ ଯେତେବେଳେ ବି କେହି ଭବିଷ୍ୟତକୁ ଯାତ୍ରା କରିଥିବାର ଦାବି କରନ୍ତି ସାରା ବିଶ୍ଵର ନଜର ତାଙ୍କ ଉପରକୁ ଚାଲି ଯାଇଥାଏ ଏବଂ ବାହାରିଥିବା ନୂଆ ତଥ୍ୟକୁ ଉତ୍ସା-ହିତ ହୋଇ ଚାହିଁ ରହିଥାନ୍ତି। ଏବେ ସେହି ପରି ଏକ ଦାବି ୟୁରୋପର ଜଣେ ବ୍ୟକ୍ତି କରିଛନ୍ତି।
ଡେଲିଷ୍ଟାରରେ ପ୍ରକାଶିତ ଏକ ଖ-ବ-ର ଅନୁ-ଯାୟୀ ୟୁରୋପରେ ରହୁଥିବା ଜଣେ ଟାଇମ୍ ଟ୍ରାଭେଲର ଜାଭିୟର୍, ଦାବି କରିଛନ୍ତି ଯେ ସେ ବର୍ତ୍ତମାନଠାରୁ ୬ ବର୍ଷ ପରର ଦୁନିଆକୁ ଯାଇ ଫେରି ଆସିଛନ୍ତି। ଜାଭିୟର୍ ଲୋକମାନଙ୍କୁ କହିଛନ୍ତି ଯେ ସେ ୨୦୨୭କୁ ଯାଇ ଫେରି ଆସିଛନ୍ତି। ଜାଭିୟର୍ ତାଙ୍କର ସମୟ ଭ୍ରମଣ ଅଭିଜ୍ଞତା ସହ ସେହି ସମୟର ଦୁନିଆର ସ୍ଥିତି କିପରି ରହିବ ସେ ବିଷୟରେ ମଧ୍ୟ ସୂ-ଚନା ଦେଇଛନ୍ତି। ତେବେ ତାଙ୍କର ଏକ ଅ-ଦ୍ଭୂତ ଦାବି ଏବେ ଲୋକଙ୍କ ଚିନ୍ତା ବଢାଇଛି। ୨୦୨୭ ମସିହାରେ, ଜଣେ ବି ବ୍ୟକ୍ତି ଦୁନିଆରେ ରହିବେ ନାହିଁ ବୋଲି ଜାଭିୟର୍ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନଠାରୁ ୬ ବର୍ଷ ପରେ ମାନବ ଜଗତର ଚିହ୍ନ ବର୍ଣ୍ଣନ ରହିବନି।
ତେବେ ତାଙ୍କର ଏହି ଦା-ବିକୁ ସତ ପ୍ରମାଣ କରିବା ପାଇଁ ସେ ଇଣ୍ଟରନେଟରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଜାଭିୟର୍ ଫଟୋ ସେୟାର କରି କହିଛନ୍ତି ଯେ ୨୦୨୭କୁ ଯାଇ ସେ ଏହି ଫଟୋ ଉଠାଇଛନ୍ତି। ସେୟାର ଫଟୋଗୁଡ଼ିକରେ କୌଣସି ମଣିଷ ଦେଖାଯାଉ ନାହାନ୍ତି। ୨୦୨୭ ମସିହାକୁ ଯାଇ ଜାଭିୟର୍ ସପିଙ୍ଗ ମଲ୍, ରାସ୍ତାଘାଟ ଏବଂ ରେଷ୍ଟୁରାଣ୍ଟଗୁଡିକର ଫଟୋ ଉଠିଥିଲେ ବୋଲି କହିଛନ୍ତି।
କିନ୍ତୁ ସବୁଠାରୁ ଆଶ୍ଚ-ର୍ଯ୍ୟଜନକ କଥା ହେଉଛି ଏହି ଫଟୋଗୁଡ଼ିକରେ ଗୋଟିଏ ବି ମଣିଷ ଦେଖାଯାଉ ନାହାନ୍ତି। ସେ କହିଛନ୍ତି ଯେ ଫୋଟରେ ଯାହା ଦେଖା ଯାଉଛି ସମ୍ପୂର୍ଣ୍ଣ ସତ ୨୦୨୭ ମସିହାରେ ଦୁନିଆରେ ଜଣେ ବି ବ୍ୟକ୍ତି ରହିବେ ନାହିଁ। ଜାଭିୟର୍ଙ୍କ ଦା-ବି ଅନୁଯାୟୀ, ସେତେବେଳେ ବିଦ୍ୟୁତ୍ ରହିଥିବ କିନ୍ତୁ ଦୀର୍ଘ ଦିନ ଧରି ସ୍ଥାନଗୁଡିକର ପରିଷ୍କାର ପରିଚ୍ଛନ୍ନ ହୋଇନଥିବାର ସେ ଦେଖିବାକୁ ପାଇଥିଲେ।
ପ୍ରମାଣ ସହିତ ନିଜର ଦାବିକୁ ସେ ଇଣ୍ଟରନେଟରେ ସେୟାର କରିଥିଲେ। ଏହି ସବୁ ଦେଖିବା ପରେ କିଛି ଲୋକ ବିଶ୍ୱାସ କରିଛନ୍ତି ଯେ ୬ ବର୍ଷ ପରେ ମଣିଷ ଦୁନିଆରୁ ଶେ-ଷ ହୋଇଯିବ। ସେହିଭଳି ଆଉ କିଛି ଲୋକ ଏହିସବୁ ଫଟୋ ଓ ଦାବି ମିଛ ବୋଲି କହିଛନ୍ତି।
ଏହି ଫଟୋ ଗୁଡିକ ଲକ୍ ଡାଉନ୍ ସମୟରେ ଉଠା ଯାଇଛି ଏବଂ ବର୍ତ୍ତମାନ ଏହି ମିଥ୍ୟା ଦା-ବି ସହିତ ଫେମସ୍ ହେବା ପାଇଁ ଉଦ୍ୟମ କରାଯାଉଛି ବୋଲି ଅନେକ ଲୋକ କହିଛନ୍ତି। ତେବେ ୨୦୨୭ ରେ ମଣିଷ ଶେ-ଷ ହୋଇଯିବ ବୋଲି ଦାବି କରିଥିବା ଜାଭିୟରଙ୍କର, ଟିକଟକରେ ୧୨ ଲକ୍ଷ ଫଲୋଅର ଅଛନ୍ତି। ସେ ନିଜ ଆକାଉଣ୍ଟରେ ଏହି ଟାଇମ୍ ଟ୍ରାଭେଲ୍ ସମୟର ଅନେକ ଫଟୋ ସେୟାର କରିଛନ୍ତି। ଏହି ଦାବି ପରେ ଲୋକମାନେ ଅଧିକରୁ ଅଧିକ ତାଙ୍କ ଆକାଉଣ୍ଟ ଭିଜିଟ କରୁଥିବାର ଦେଖିବାକୁ ମିଳିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।