ଦୋଳି ଖେଳବେଳେ ଗଳାରେ ଅଟକିଲା ପକ୍ଷୀ, ତାପରେ କଣ ଏମିତି କରିଲେ ବ୍ୟକ୍ତି – ଦେଖନ୍ତୁ video

ପ୍ରାୟ ସମସ୍ତେ କେବେନା କେବେ ଦୋଳି ଖେଳିଥିବେ। ଆଉ ଦୋଳିରେ ଝୁଲିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ ନିଶ୍ଚୟ। ତେବେ ଦୋଳିରେ ବସି ଥିବା ଲୋକଙ୍କ ସହ ଅନେକ ସମୟରେ କିଛି ଘ-ଟଣା ଦୁ-ର୍ଘ-ଟ-ଣା ଘଟିଥାଏ। ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇ-ରାଲ ହେବାରେ ଲାଗିଛି। ଏହା ଦେଖିବା ପରେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ। ପ୍ରାୟ ସମସ୍ତେ ଜାଣନ୍ତି ଯେ ଅମ୍ୟୁଜମେଣ୍ଟ ପାର୍କରେ ଥିବା ଦୋଳି ଖୁବ୍ କ୍ଷୀ-ପ୍ର ଗତିରେ ଭୂମିରୁ ଉପରକୁ ଏକ ବଡ଼ ପଥ ସୃଷ୍ଟି କରିଥାଏ। ଏହି ପାର୍କର ଏକ ଆକ-ର୍ଷ-ଣୀୟ ରାଇଡ୍ ର ଭିଡିଓ ସୋସିଆଲ ମିଡିଆରେ ଭାଇ-ରାଲ ହେବାରେ ଲାଗିଛି।

https://twitter.com/RexChapman/status/1375107938226819081?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1375107938226819081%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Ftwo-friends-were-taking-a-ride-on-roller-coaster-then-bird-hit-the-mouth-then-did-something-like-this-watch-videos-2400143

ଭିଡିଓରେ, ଦେଖାଯାଇଛି ଯେ ଦୁଇଜଣ ଯୁବକ ରୋଲର କୋ-ଷ୍ଟର ରାଇଡ୍ ର ମଜା ନେଉଥିଲି, ହେଲେ ହଠାତ୍ ଦୋଳିଟି ଆକାଶ ଆଡ଼କୁ ବଢିବା ସମୟରେ ଏକ ପକ୍ଷୀ ସେମାନଙ୍କ ନିକଟ ତର ହୋଇଥିଲା ଓ ଜଣେ ଯୁବକର ଗଳାରେ ଅଟକି ଯାଇଥିଲା। ଯାହା ପରେ ବ୍ୟକ୍ତି ଏହାକୁ ନିଜ ହାତରେ ବାହାର କରି ଏକ ଅଜବ ପ୍ରତିକ୍ରିୟା ଦେଇଥିଲେ। ଭିଡିଓଟି ଭାଇ-ରାଲ ହେବା ପରେ ଲୋକମାନେ ଏଥିରେ ମଜାଳିଆ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳୁଛି। ଏହାସହ ଲୋକମାନେ ଭିଡିଓଟିକୁ ବେଶ ଉପଭୋଗ କରିବା ସହ ସେୟାର କରୁଛନ୍ତି।

ଏହି ଭିଡିଓକୁ @ @RexChapman ଟ୍ୱିଟରରେ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓ ସହିତ ସେ କ୍ୟାପସନରେ କେବଳ ପକ୍ଷୀ ଲେଖିଛନ୍ତି। ଏହି ଭିଡିଓ ଏପର୍ଯ୍ୟନ୍ତ ୮ ଲକ୍ଷ ୮୭ ହଜାରରୁ ଅଧିକ ଥର ଦେଖା ସରିଲାଣି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *