ମଧ୍ୟପ୍ରଦେଶର ଜଣେ ଝିଅକୁ ବାହା ହେବାପାଇଁ ସାତଜଣ ବର ମଣ୍ଡପ ଉପରେ ପହଞ୍ଚି ଯାଇଥିଲେ ଏବଂ ନିଜ କନିଆଁଙ୍କୁ ଅପେକ୍ଷା କରିବାକୁ ଲାଗିଥିଲେ। କିନ୍ତୁ ମଣ୍ଡପରେ ନା କନିଆଁ ପହଞ୍ଚିଥିଲେ ନାଁ ହିଁ ତାଙ୍କ ଘରଲୋକ। ଯାହାପରେ ସାତଜଣ ବର ପୋ-ଲି-ସ ଥା-ନା-ରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କ ବି-ରୁ-ଦ୍ଧ-ରେ ଅଭି-ଯୋଗ ଜମା କରିଥିଲେ। ଏହି ଅଜବପ୍ରକାର ଘ-ଟ-ଣା ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ଅଟେ। ଶୁକ୍ରବାର ଦିନ ଭୋପାଳର କୋଲାର ଥା-ନା-ରେ ସାତଜଣ ବର ଅଭି-ଯୋଗ ନେଇ ପହଞ୍ଚିଥିଲେ ଏବଂ ଏହି ସାତଜଣ ବରଙ୍କର ଗୋଟିଏ ହିଁ କାହାଣୀ ଥିଲା। ସେମାନେ ପୋ-ଲି-ସ-ଙ୍କୁ କହିଥିଲେ କି ଯେତେବେଳେ ଆମେ ବରଯାତ୍ରୀ ଧରି ପହଞ୍ଚି ଥିଲୁ, ତ ନାଁ କନିଆଁ ଥିଲେ, ନା ଘରବାଲା ଏବଂ ନା ହିଁ ବାହା କରିବା ଲୋକ।ସାତଜଣ ବରଙ୍କ ଅଭି-ଯୋ-ଗରେ ପୋ-ଲି-ସ କେ-ସ ଜମା କରିଥିଲେ। ପୋ-ଲି-ସ ଠକେଇ କରୁଥିବା ସଂସ୍ଥାର ସଞ୍ଚାଳକମାନଙ୍କ ଉପରେ ଧୋ-କା-ବାଜିର ମୋ-କ-ଦ୍ଦ-ମା ଜମା କରିଛନ୍ତି। ପୋ-ଲି-ସ-ଙ୍କ ଅନୁସାରେ ସଂସ୍ଥା ଏହି ସମସ୍ତଙ୍କ ଠାରୁ ବାହା ହେବାପାଇଁ ୨୦-୨୦ହଜାର ଟଙ୍କା ନେଇଥିଲେ।
ସଂସ୍ଥା ଶଗୁନ ଜନ କଲ୍ୟାଣ ସେବା ସମିତି ଏହି ସାତଜଣ ବରଙ୍କ ଠାରୁ ୨୦ହଜାର ଟଙ୍କା ନେଇଥିଲେ ଏବଂ ସେମାନଙ୍କ ସହିତ ଶପଥ କରିଥିଲେ କି ସେମାନଙ୍କ ବାହାଘର କରିଦେବେ। ଏହାପରେ ସଂସ୍ଥା ସାତଜଣ ବରଙ୍କୁ ଗୋଟିଏ ହିଁ ଖବର ଦେଇଥିଲେ। ଯେଉଁଠାରେ ସେ ବରଯାତ୍ରୀ ନେଇ ପହଞ୍ଚି ଯାଇଥିଲେ। ପୋ-ଲି-ସ କହିଛନ୍ତି କି ଗରିବ ଝିଅମାନଙ୍କୁ ଭଲ ବନ୍ଧୁଘର ଦେବା ବାହାନାରେ ଝିଅମାନଙ୍କୁ ଦେଖା ଯାଇଥାଏ। ଏହି ଝିଅମାନଙ୍କୁ ଦେଖାଇ ବର ପକ୍ଷରୁ ୨୦-୨୦ହଜାର ଟଙ୍କା ରେଜିଷ୍ଟ୍ରେସନ ନାମରେ ଅସୁଲ କରା ଯାଇଥାଏ। ସେମାନେ ପଛରେ ଝିଅମାନଙ୍କୁ କହିଥାନ୍ତି କି ପୁଅମାନେ ବାହା ହେବାପାଇଁ ମନାକରି ଦେଇଛନ୍ତି। ଯେତେବେଳେ କି ସ୍ଥିର ତାରିଖରେ ପୁଅ ବରଯାତ୍ରୀ ଧରି ପହଞ୍ଚୁ ଥିଲେ ତ ସେଠାରେ ତାଙ୍କୁ କେହି ମିଳୁନଥିଲେ।
ଏହିପରି ସେମାନେ ଅନେକ ଲୋକଙ୍କୁ ନିଜ ଶି-କା-ର ବନାଇଥିଲେ।ସୂ-ଚ-ନା ମୁତା-ବକ, ମେହଗାଂବ, ଭିଂଡ ନିବାସୀ ୩୫ବର୍ଷୀୟ କେଶବ ବଘେଲ ଗୁରୁବାର ଦିନ ବରଯାତ୍ରୀ ଧରି ଆସିଥିଲେ। କିନ୍ତୁ ଘରେ ତାଲା ଲାଗିଥିବାର ଦେଖା ଯାଇଥିଲା। କୁହାଯାଇଥିବା ସ୍ଥାନରେ ନା କନିଆଁ ଥିଲେ ଏବଂ ନା ପରିବାର ଲୋକ। ଚିନ୍ତିତ ହୋଇ କେଶବ କୋଲାର ଥା-ନା-ରେ ପହଞ୍ଚିଥିଲେ, ତ ଏଠାରେ ପୂର୍ବରୁ ଛଅଜଣ ବର ଏବଂ ତାଙ୍କ ପରିବାର ଲୋକେ ଅଭି-ଯୋଗ ଜମା କରୁଥିଲେ। କେଶବଙ୍କ ଭିଣୋଇ ଜଗଦୀଶ ଏହି ବିଷୟରେ ସୂ-ଚ-ନା ଦେବା
ସମୟରେ କହିଥିଲେ କି ତିନିମାସ ପୂର୍ବରୁ ଭିଣ୍ଡ ଯାଇଥିଲେ। ବାସ ଷ୍ଟାଣ୍ଡ ଠାରୁ ତାଙ୍କୁ ଶଗୁନ ଜନ କଲ୍ୟାଣ ସେବା ସମିତିର ଫର୍ମ ମିଳିଥିଲା। ଯେଉଁଥିରେ ଦିଆଯାଇଥିବା ନମ୍ବରରେ ସେ ଫୋନ କରିଥିଲେ। ଫର୍ମରେ ଲେଖା ଯାଇଥିଲା କି ଏହି ଲୋକମାନେ ଗରିବ ପିଲାମାନଙ୍କର ବାହାଘର କରାଉଛନ୍ତି। ଯେତେବେଳେ ନମ୍ବରରେ ଫୋନ କରାଯାଇଥିଲା ତ ଜଣେ ମହିଳା କଲ ଉଠାଇଥିଲେ ଏବଂ ନିଜ ନାମ ରୋଶନୀ ତିୱାରୀ କହିଥିଲେ। ଫୋନରେ ରୋଶନୀ ତାଙ୍କୁ କୋଲାରର ବିନୀତ କୁଞ୍ଜ ସ୍ଥିତ ଅଫିସକୁ ଡ଼ାକିଥିଲେ।
ଜଗଦୀଶଙ୍କ ଅନୁସାରେ ସେ ୧୬ଜାନୁଆରୀ ଦ୍ବିପ୍ରହରରେ ଅଫିସରେ ପହଞ୍ଚିଥିଲେ। ତାଙ୍କୁ ୨୫ବର୍ଷିୟ ଝିଅ ଦେଖାଯାଇଥିଲା। ଏହାପରେ ବାହାଘର ସ୍ଥିର କରା ଯାଇଥିଲା। ରୋଶନୀ ଝିଅକୁ ନିଜ ଝିଅ ବୋଲି କହିଥିଲେ ଏବଂ ବାହା କରାଇବା ନାମରେ ୨୦ହଜାର ଟଙ୍କା ନେଇ ଯାଇଥିଲେ। ସ୍ଥିର ତାରିଖରେ ଯେତେବେଳେ କେଶବ କୋଲାରର କୁହାଯାଇଥିବା ସ୍ଥାନରେ ପହଞ୍ଚିଥିଲେ, ତ ସେଠାରେ ତାଲା ଲାଗିଥିଲା।ସେ ରୋଶନୀ ଏବଂ ତାଙ୍କ ସାଥି ମାନଙ୍କୁ କଲ କରିଥିଲେ, କିନ୍ତୁ ସମସ୍ତଙ୍କ ଫୋନ ବ-ନ୍ଦ ଥିଲା। ସମିତିର ଅଫିସରେ ମଧ୍ୟ ତାଲା ଲାଗିଥିଲା।
ପୋ-ଲି-ସ ଏପର୍ଯ୍ୟନ୍ତ କରିଥିବା ନିଜ ତ-ଦ-ନ୍ତ-ରୁ ଜାଣିଛନ୍ତି କି ରିଙ୍କୁ, କୁଲଦୀପ ଏବଂ ରୋଶନୀ ତିୱାରୀ ନାମକ ଲୋକ ଏହି ସଂସ୍ଥାକୁ ଚଲାଉଥିଲେ। ଏହି ଲୋକମାନେ ବାହାଘର ନାମରେ ଟଙ୍କା ନେଉଥିଲେ ଏବଂ ବାହାଘର ଠିକ କରି ଦେଉଥିଲେ। ହେଲେ ଝିଅକୁ ସେ ଦେଖାଇବା ପରେ ବାହାଘର ଋଦ୍ଧ କରି ଦେଉଥିଲେ। ଏମାନେ ପୁଅମାନଙ୍କୁ କହୁଥିଲେ କି ଝିଅଘର ଲୋକେ ମନା କରି ଦେଇଛନ୍ତି। କୁଲଦୀପ ତିୱାରୀ ଏବଂ ତାଙ୍କ ସ୍ତ୍ରୀ ରୋଶନୀ ତିୱାରୀ ଶଗୁନ ଜନ କଲ୍ୟାଣ ସେବା ସମିତିକୁ ସଞ୍ଚାଳିତ କରୁଛନ୍ତି। ରୋଶନୀ ଝିଅଙ୍କର ମାଆ ହେଉଥିଲେ। ରିଙ୍କୁ ସେନ ସଂସ୍ଥାର କର୍ମଚାରୀ ହେଉଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।