ବୃଦ୍ଧ ଲୋକଟି ବିନ୍ଦାସ ହୋଇ ଏମିତି ନାଚିଲେ, ଲୋକ ମାନଙ୍କ ମଝିରେ ଲଗେଇଲେ ଏମିତି ଠୁମକା, ଯେମିତି କେହି ଦେଖୁନାହାନ୍ତି – ଦେଖନ୍ତୁ ଜବରଦସ୍ତ ଡ୍ୟାନ୍ସ Video

ଘଟ-ଣା-ବହୁଳ ଦୁନିଆରେ ପ୍ରତିଦିନ କିଛିନା କିଛି ଘ-ଟି-ଥାଏ। ସେଥି ମଧ୍ୟରୁ କିଛି ସୋସିଆଲ ମିଡିଆରେ ଭାଇ-ରାଲ ହେବାରେ ଲାଗିଥାଏ। ସେହି ଭାଇ-ରାଲ ଘ-ଟ-ଣା ବା ଭିଡିଓ ମଧ୍ୟରୁ କିଛି ମଜାଳିଆ ରହିଥାଏ ଆଉ କେତେକ କଷ୍ଟଦାୟକ। ଏବେ ସେମିତି ଜଣେ ବୃଦ୍ଧଙ୍କ ମଜାଳିଆ ଭିଡିଓ ଇଣ୍ଟରନେଟରେ ଭାଇ-ରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବୃଦ୍ଧ ଲୋକ ପାର୍କରେ କାହାକୁ ଖାତିର ନକରି, ସ୍ଥାନ କାଳ ବୟସ ନିର୍ବିଶେଷରେ ବିନ୍ଦାସ ହୋଇ ନାଚୁଥିବାର ନଜର ଆସିଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ଉପଭୋଗ ମଧ୍ୟ କରୁଛନ୍ତି।

https://twitter.com/ipskabra/status/1375284532396498954?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1375284532396498954%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fold-man-did-a-tremendous-danc-amidst-people-ips-said-dance-like-no-one-is-watching-watch-video-2400079

ଏହି ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ କହିବେ ଯେ ଲୋକମାନଙ୍କୁ ଖାତିର ନକରି ମସ୍ତ ଭାବରେ ଆମ ନିଜ ଜୀବନକୁ ସକାରାତ୍ମକ ଚିନ୍ତାଧାରା ସହ ବଞ୍ଚିବା ଉଚିତ୍। ଭିଡିଓଟିକୁ ଆଇପିଏସ୍ ଅଧିକାରୀ ଦିପାଅଂଶୁ କାବ୍ରା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ନିଜ କମ୍ପାନୀର ଉପଭୋଗ କରନ୍ତୁ। ଏମିତି ନାଚନ୍ତୁ ଯେମିତି କେହି ନାହାନ୍ତି।

ଭିଡିଓରେ, ଆପଣ ଦେଖିବେ ଯେ ବୃଦ୍ଧ ଜଣକ ଜ୍ୟାକେଟ୍, ପ୍ୟାଣ୍ଟ, ଜୋତା ଏବଂ ଟୋପି ପିନ୍ଧି ପାର୍କରେ ଲୋକଙ୍କ ଭିତରେ ବିନ୍ଦାସ ଶୈଳୀରେ ନାଚୁଛନ୍ତି। ସେ ନୃତ୍ୟରେ ଏତେ ମଜିଯାଇଥିଲେ ଯେ ତାଙ୍କୁ ଅନ୍ୟ କାହା ଉପରେ ଧ୍ୟାନ ନାହିଁ, ସେ ନିଜ ନାଚରେ ଆନନ୍ଦିତ ହେଉଛନ୍ତି। ତେବେ ତାଙ୍କର ଏହି ଭିଡିଓଟିକୁ ସବୁ ବର୍ଗର ଲୋକ ପସନ୍ଦ କରିବା ସହ ତାଙ୍କର ଜୀବନ ପାଇଁ ରହିଥିବା ସକରାତ୍ମକ ଚିନ୍ତାଧାରାକୁ ବେଶ ପ୍ରଶଂସା କରିଛନ୍ତି। ତେବେ ଗତ କିଛି ବର୍ଷ ତଳେ ଡ୍ୟାନସୀଙ୍ଗ ଅଙ୍କଲଙ୍କ ନୃତ୍ୟ ଭିଡିଓ ଭାଇ-ରାଲ ହୋଇଥିଲା। ସେହି ଘ-ଟ-ଣା ପରଠୁ ସେ ମଧ୍ୟ ଜଣେ ଶ୍ରେଲିବେଟି ହୋଇଯାଇଛନ୍ତି କହିଲେ ଭୁଲ ହେବନି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *