ବଡ଼ ଭଉଣୀ ଗାଧୁଆଘରେ , ଛୋଟ ଭଉଣୀ ମେସିନରେ ଗଳା କାଟି କଲା ଆ-ତ୍ମହ-ତ୍ୟା,ଜାଣନ୍ତୁ ପୁରା ଘ-ଟ-ଣା

ସାରାଦେଶରେ ଆ-ତ୍ମହ-ତ୍ୟାର ଘ-ଟ-ଣା ବଢ଼ିବାରେ ଲାଗିଛି। ସାଧାରଣ ଭାବରେ ଏହା ଦେଖା ଯାଇଥାଏ କି ମ-ରି-ବା ଲୋକ ଫା-ଶୀ ଲଗାଇ,ବି-ଷ ଖାଇ କିମ୍ବା ବହୁତ ଉଞ୍ଚାରୁ ଡେଇଁ ଆ-ତ୍ମହ-ତ୍ୟା କରିଥାନ୍ତି। ସେମାନେ ଏହି ଚେଷ୍ଟା କରିଥାନ୍ତି କି ମ-ରି-ବା ପାଇଁ ସେମାନେ ସବୁଠାରୁ କମ କଷ୍ଟଥିବା ରାସ୍ତାକୁ ବାଛିବେ। କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୌର ସହରରେ ଜଣେ ଝିଅ ଆ-ତ୍ମହ-ତ୍ୟା କରିବା ପାଇଁ ଏତେ କ-ଷ୍ଟଦା-ୟକ ରାସ୍ତା ବାଛିଥିଲେ ଯାହା ବିଷୟରେ ଜାଣିଲେ ଆପଣଙ୍କର ମଧ୍ୟ ଛାତି ଥରି ଉଠିବ।

ମୃ-ତି-କାଙ୍କ ନାମ ଡଲି ଜାୟସବାଲ ଅଟେ।୨୪ବର୍ଷର ଡଲି ଇନ୍ଦୌରର ସଂସ୍କୃତି ପାର୍କ ଭମ୍ବରକୁଆଁ ଥା-ନା ଅଞ୍ଚଳରେ ରହୁଥିଲେ।ସେ ପ୍ରାଇଭେଟ ଫର୍ମ ଭରି ସିବିଲ ଇଞ୍ଜିନିୟର ପାଠ ପଢ଼ୁଥିଲେ। ତାଙ୍କ ମାଆ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି। କିଛି ବର୍ଷ ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ତାଙ୍କର ଜଣେ ଭଉଣୀ ଅଛନ୍ତି ଯାହାଙ୍କ ନାମ ମୋନିକା ଅଟେ।

Google

ଯେତେବେଳେ ଡଲି ଆ-ତ୍ମହ-ତ୍ୟା କରିଥିଲେ ସେତେବେଳେ ତାଙ୍କ ଭଉଣୀ ମୋନିକା ଗାଧୁଆଘରେ ଗାଧୋଉ ଥିଲେ।ସେ ଯେମିତି ହିଁ ଗାଧୋଇ ସାରି ବାହାରକୁ ଆସିଥିଲେ ତ ଭଉଣୀଙ୍କୁ ର-କ୍ତରେ ଜୁ-ଡୁବୁ-ଡୁ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଡଲିଙ୍କ ପାଖରେ ଆରା ମେ-ସି-ନ ମଧ୍ୟ ଥିଲା।ସେ ଏଥିରେ ନିଜ ଗ-ଳା କା-ଟି ଆ-ତ୍ମହ-ତ୍ୟା କରିଥିଲେ।

ଭଉଣୀଙ୍କୁ ଏହି ଅବସ୍ଥାରେ ଦେଖି ମୋନିକା ତୁରନ୍ତ ନିଜ ବାପା ଓମ ପ୍ରକାଶଙ୍କୁ ଫୋନ କରିଥିଲେ।ସେ ଏସୀ ମ-ରାମ-ତି ଏବଂ ସ୍ଥାପନର କାମ କରନ୍ତି।ଝିଅର କଲ ଆସିବା ମାତ୍ରେ ହିଁ ସେ ସଙ୍ଗେସଙ୍ଗେ ଘରକୁ ଆସିଲେ ଏବଂ ର-କ୍ତରେ ଜୁ-ଡୁବୁ-ଡୁ ଡଲିଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃ-ତ ଘୋ-ଷ-ଣା କରିଦେଇଥିଲେ।

Google

ଡଲିଙ୍କ ବାପା କହିଛନ୍ତି କି ସେ ସକାଳୁ ହିଁ ମୋତେ ଚାହା ପିଇବାକୁ ଦେଇଥିଲେ।ଘରେ ଆସବାବପତ୍ରର କାମ ଚାଲିଥିଲା। ଶ୍ରମିକ ନିଜ ଆରା ମେ-ସି-ନ ସେଠାରେ ରଖି କିଛି ଜିନିଷ ଆଣିବା ପାଇଁ ବଜାରକୁ ଯାଇଥିଲେ। ମୁଁ ବି ମୋ ସାଇଟ ଆଡ଼କୁ ଯାଇଥିଲି।ମୋର ଯିବାର ୩୦ମିନିଟ ହେବାରେ ଝିଅ ମୋନିକାଙ୍କ କଲ ଆସିଥିଲା।ସେ କହିଥିଲେ କି ଡଲି କ-ଟି ଯାଇଛି। ପ୍ରଥମେ ମୋତେ ଲାଗିଥିଲା କି ତା ପାଦ ଆରା ମେ-ସି-ନ ଉପରେ ପଡ଼ି ଯାଇଥିବ ଏବଂ ଅଳ୍ପ ଟିକେ କ-ଟି ଯାଇଥିବ।

ଜଣା ଯାଉଛି କି ଡଲିଙ୍କର ମାଇଗ୍ରେନର ଅ-ଭିଯୋ-ଗ ମଧ୍ୟ ଥିଲା।ସେ ଗତ କିଛିଦିନରୁ ବହୁତ ଚିନ୍ତାରେ ଥିଲେ। ହେଲେ ସେ ଆ-ତ୍ମହ-ତ୍ୟା କଣ ପାଇଁ କରିଛନ୍ତି ଏହି କଥାର ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ। ପୋ-ଲି-ସଙ୍କୁ ମଧ୍ୟ ପ୍ରାଥମିକ ତ-ଦ-ନ୍ତରୁ ଏହା ଆ-ତ୍ମହ-ତ୍ୟା ହିଁ ଲାଗୁଛି।ଡଲିଙ୍କ ଆଖପାଖରୁ କୌଣସି ସୁ-ଇସା-ଇଡ ନୋଟ ମଧ୍ୟ ମିଳିନାହିଁ।

Google

ଏହି ପୂରା ଘ-ଟ-ଣା ଆଖପାଖ ଅଞ୍ଚଳରେ ମଧ୍ୟ ଭ-ୟ ସୃଷ୍ଟି କରି ଦେଇଛି। ସମସ୍ତେ ଏହା କହୁଛନ୍ତି କି ଏତେ ଭଲ ଝିଅ ବାସ୍ତବରେ କଣପାଇଁ ଏତେ କଷ୍ଟଦାୟକ ଭାବରେ ମୃ-ତ୍ୟୁ-କୁ ଆପଣେଇ ନେଇଥିଲେ।ଯିଏ ମଧ୍ୟ ଏହି ବିଷୟରେ ଶୁଣୁଛନ୍ତି ତାଙ୍କର ନିଜ କାନ ଉପରେ ବିଶ୍ଵାସ ହେଉନାହିଁ।

ଏହାଛଡା ଏହି ପୂରା ଘ-ଟ-ଣା ଉପରେ ଆପଣଙ୍କର କଣ ମତ ରହିଛି?

Leave a Reply

Your email address will not be published. Required fields are marked *