୬୫ ବର୍ଷୀୟ ରା-କ୍ଷସ ପିତା ଝିଅ ନାତୁଣୀକୁ ବର୍ଷ ବର୍ଷ ଧରି ବଳା-ତ୍କାର କରୁଥିଲା, ଜାଣନ୍ତୁ ସମ୍ପୂର୍ଣ ଘ-ଟ-ଣା

ବାପା ଝିଅର ସଂ-ପର୍କ ଦୁନିଆରେ ସବୁଠୁ ସୁରକ୍ଷିତ ଓ ମଧୁର ସଂ-ପର୍କ ହୋଇଥାଏ। ସମସ୍ତେ ପଛେ କ-ଷ୍ଟ ଦେଇ ପାରନ୍ତି କିନ୍ତୁ ତା ବାପା ନୁହେଁ ବୋଲି ସର୍ବଦା ଝିଅଟିଏ ଭାବିଥାଏ। ହେଲେ ଏବେ ମୁମ୍ବାଇରୁ ଏମିତି ଏକ ଘ-ଟ-ଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ହୃଦୟ ଥରି ଉଠିବ। ଏଠାରେ ଜଣେ ରା-କ୍ଷସ ବାପା ତାର ଝିଅ ଏବଂ ନାତୁଣୀକୁ ବହୁ ବର୍ଷ ଧରି ବଳା-ତ୍କାର କରୁଥିବାର ଅ-ଭି-ଯୋ-ଗ ହୋଇଛି। ଏହି ମା-ମ-ଲା-ର ଅଭି-ଯୋ-ଗ ପରେ ମୁମ୍ବାଇର ସ୍ୱତନ୍ତ୍ର କୋ-ର୍ଟ ଅଭି-ଯୁ-କ୍ତ-ଙ୍କୁ ପ୍ରୋଟେକସନ୍ ଅଫ୍ ଚିଲଡ୍ରେନ କ୍ରା-ଇ-ମ୍ ସେ-କ୍ସୁ-ଆ-ଲ ଆ-ଫେ-ନ୍ସ ଅଧୀନରେ ଆ-ଜୀ-ବ-ନ କା-ରା-ଦ-ଣ୍ଡ-ରେ ଦ-ଣ୍ଡିତ କରିଛନ୍ତି।

ଜୀ-ବନରୁ ମା-ରି-ବା-କୁ ଦେଉଥିଲା ଧ-ମ-କ:-

ବଳା-ତ୍କା-ର ପୀ-ଡି-ତା କୋ-ର୍ଟ-ଙ୍କୁ କହିଛନ୍ତି ଯେ ଯେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା ସେବେଠାରୁ ବି-ବା-ହ କରିବା ପର୍ଯ୍ୟନ୍ତ ତାଙ୍କ ପିତା ତାଙ୍କୁ ବ-ଳା-ତ୍କା-ର କରୁଥିଲେ। ଯେତେବେଳେ ସେ ଏହାକୁ ବି-ରୋ-ଧ କରୁଥିଲି, ସେ ତାଙ୍କୁ ଜୀବନରୁ ମା-ରି-ଦେ-ବା-କୁ ଧ-ମ-କ ଦେଇ ଚୁପ୍ କରାଉଥିଲେ। କେବଳ ସେତିକି ନୁହେଁ, ଯେତେବେଳେ ବି ସେ ବା-ପ-ଘ-ର ପରେ ଆସୁଥିଲେ ସେ ତାଙ୍କୁ ଧ-ମ-କ ଦେଇ ବ-ଳା-ତ୍କା-ର କରୁଥିଲେ। ଯଦି ତୁ ମୁହିଁ ଖୋଲିବୁ ତେବେ ଜୀ-ବ-ନ-ରୁ ମା-ରି-ଦେ-ବି ବୋଲି ରା-କ୍ଷସ ବାପ ଧ-ମ-କ ଦେଉଥିଲା। ଝିଅଟିର ମା’ ବାହାରକୁ ଯିବାର ସୁ-ଯୋ-ଗ ନେଇ ସେ ଏହିଭଳି କରୁଥିଲା।

ସତ ଜାଣିବାରୁ ପଡୋଶୀ ମହିଳାକୁ ମା-ରି-ଦେ-ଲା:-

ମହିଳା ଜଣକ କହିଥିଲେ ଯେ ସେ ନିଜ ମା’ ସହିତ ଘରେ କାମ କରନ୍ତି। ଯେତେବେଳେ କି ତାଙ୍କ ଭାଇ ଏବଂ ବାପା ବୃତ୍ତିରେ ଚିତ୍ରକାର ଥିଲେ ଓ ବାହାରକୁ କାମ କରିବା ପାଇଁ ଯାଆନ୍ତି | ବାପାଘରେ ରହିବାର ସୁଯୋଗ ଉଠାଉଥିଲା ରା-କ୍ଷ-ସ ବାପ। ଘରେ କେହି ନଥିବା ବେଳେ, ସେ ତା ସହ ଜୋ-ର-ଜ-ବର-ଦସ୍ତି କରୁଥିଲା। ମୁଁ ମୋର ପଡ଼ୋଶୀଙ୍କୁ ଏହି ବିଷୟରେ କହିଥିଲି, ହେଲେ କେତେ ଦିନ ପରେ ତାଙ୍କର ସ-ନ୍ଦେ-ହ ଜନକ ଭାବେ ମୃ-ତ୍ୟୁ ହୋଇଥିଲା। ମୁଁ ଡ-ରି ଡରିଯାଇଥିଲି ସେହି ବିଷୟରେ ଏହା ପରେ, ଆଉ କାହାକୁ କହିବାର ସାହସ ହେଲାନି ବୋଲି ସେ କହିଛନ୍ତି।

ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ନାତୁଣୀକୁ ବି ଛାଡ଼ିଲେଣି:-

ତେବେ ଯେତେବେଳେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ଅ-ଭି-ଯୁ-କ୍ତ ପିତା ବିଷୟରେ କହିଥିଲା କି ଅଜା ତାଙ୍କ ସହ ଖ-ରା-ପ କାମ କରୁଛନ୍ତି, ସେତେବେଳେ ମହିଳାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ପୀ-ଡି-ତ ଝିଅ କହିଛନ୍ତି ଯେ ୨୦୧୭ ମସିହାରେ ଏହା ଶୁଣି ମୁଁ ସଙ୍ଗେ ସଙ୍ଗେ ପୋ-ଲି-ସ ଷ୍ଟେ-ସ-ନରେ ପହଞ୍ଚି ମୋର ରା-କ୍ଷ-ସ ପିତାଙ୍କ ବି-ରୋ-ଧ-ରେ ଅଭି-ଯୋ-ଗ କରିଥିଲି। ମହିଳାଙ୍କ ଅ-ଭି-ଯୋ-ଗ ପରେ ରା-କ୍ଷ-ସ ପିତାକୁ ପୋ-ଲି-ସ ଗି-ର-ଫ କରିଥିଲା ଏବେ ଆ-ଜୀ-ବ-ନ କା-ରା-ଦ-ଣ୍ଡ ଭୋଗିବାକୁ ପଡିବ।

Leave a Reply

Your email address will not be published. Required fields are marked *