ସୋସିଆଲ ମିଡିଆରେ ବୋଧହୁଏ ପାଣ୍ଡାର କ୍ୟୁଟ ଏବଂ ମଜାଦାର ଭିଡିଓ ଭାଇ-ରାଲ ହେବାରେ ଲାଗିଥାଏ। ବର୍ତମାନ ପାଣ୍ଡାର ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଛାଇ ହୋଇ ରହିଛି, ଯେଉଁଥିରେ ପାଣ୍ଡା ଛୁଆଙ୍କ ପରି ବସି ଗାଜର ଖାଉଛି। ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।
ଛୁଆ ହୁଅନ୍ତୁ କିମ୍ବା ବଡଲୋକ ପାଣ୍ଡା(Panda) ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। ସେ ଦେଖିବାକୁ ଏତେ କ୍ୟୁଟ ହୋଇଥାଏ କି କେହି ବି ତାକୁ ନଦେଖି ରହି ପାରନ୍ତି ନାହିଁ। ପାଣ୍ଡା ଦେଖିବାକୁ ମଧ୍ୟ ସୁନ୍ଦର ହୋଇଥାନ୍ତି ଏବଂ ପିଲାମାନଙ୍କ ପରି କ୍ୟୁଟ ହରକତ ମଧ୍ୟ କରିଥାଏ। ସୋସିଆଲ ମିଡିଆରେ ବୋଧହୁଏ ପାଣ୍ଡାର କ୍ୟୁଟ ଏବଂ ମଜାଦାର ଭିଡିଓ ଭାଇ-ରାଲ ହେବାରେ ଲାଗିଥାଏ। ବର୍ତମାନ ପାଣ୍ଡାର ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଛାଇ ହୋଇ ରହିଛି, ଯେଉଁଥିରେ ପାଣ୍ଡା ଛୁଆଙ୍କ ପରି ବସି ଗାଜର ଖାଉଛି। ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।
https://twitter.com/shoggy313/status/1360101372868386819?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1360101372868386819%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fpanda-was-hungry-so-he-started-eating-carrots-like-a-child-the-video-won-the-hearts-of-people-2400108
ସୋସିଆଲ ମିଡିଆରେ ଏହି ଭିଡିଓ @shoggy313 ନାମକ ୟୁଜର ଶେୟାର କରିଛନ୍ତି। ଏହି ଭିଡିଓ ବହୁତ ମଜାଦାର ଅଟେ। ଏହି ଭିଡିଓରେ ଆପଣ ଦେଖି ପାରିବେ କି ଗୋଟିଏ ପାଣ୍ଡା ଗାଜର ଧରି ବସିଛି ଏବଂ ବଡ଼ ଆରାମର ସହିତ ଛୁଆଙ୍କ ପରି ବସି ଗାଜର (Panda eating carrot) ଖାଉଛି। ତାକୁ ଦେଖି ଏମିତି ଲାଗୁଛି ଯେମିତି ତାକୁ ବହୁତ ଜୋରରେ ଭୋକ ଲାଗୁଛି। ଭିଡିଓ ଦେଖି ଏମିତି ଲାଗୁଛି ଯେମିତି କୈାଣସି ଛୁଆ ବସି ଗାଜର ଖାଉଛି।
ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୭ହଜାରରୁ ଅଧିକ ଥର ଦେଖା ଯାଇ ସାରିଛି। ଭିଡିଓଟି ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି। ସୋସିଆଲ ମିଡିଆରେ ବୋଧହୁଏ ପାଣ୍ଡାର କ୍ୟୁଟ ଭିଡିଓ ଭାଇ-ରାଲ ହେବାକୁ ଲାଗିଥାଏ। ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।