ଆଜିର ଆଧୁନିକ ଯୁଗରେ ମହିଳାମାନେ ଛୁଆକୁ ନେଇ କୌଣସି ପାର୍ଟି ଫଙ୍କସନ୍ ଯିବାକୁ ପସନ୍ଦ କରୁନାହାଁନ୍ତି। ଛୁଆ ମାନଙ୍କୁ ଅନ୍ୟ ଜିମାରେ ଦେଇ ଯିବା ଦ୍ଵାରା ହେଉ ନଚେତ୍ ସେମାନଙ୍କୁ ଏକା ଛାଡ଼ିକି ଯିବା କାରଣରୁ ସେମାନେ ଅନେକ ଦୁ-ର୍ଘ-ଟ-ଣା-ର ସ-ମ୍ମୁ-ଖୀ-ନ ହେଉଛନ୍ତି। ସେହିଭଳି ଏକ ଘ-ଟ-ଣା ଏବେ ଚ-ର୍ଚ୍ଚା-ର ବିଷୟ ପାଲଟିଛି। ବ୍ରିଟେନରେ ଜଣେ ୧୯ ବର୍ଷ ବୟସ୍କା ମହିଳାଙ୍କ ଅବହେଳା କାରଣରୁ ତାଙ୍କ ଝିଅର ଜୀ-ବ-ନ ଯାଇଥିବା ବେଳେ ମହିଳାଙ୍କୁ ଦ-ଣ୍ଡି-ତ କରିବା ପାଇଁ କୋ-ର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷକ ତଳେ ଯେତେବେଳେ ମହିଳାଙ୍କୁ ୧୮ ବର୍ଷ ହେବାକୁ ଯାଉଥିଲା, ସେ ନିଜ ଛୋଟ ଝିଅକୁ ଘରେ ଛାଡି ଦେଇ ୬ ଦିନ ପର୍ଯ୍ୟନ୍ତ ବାହାରେ ରହି ପାର୍ଟି କରିଥିଲେ । କିନ୍ତୁ ସେ ଯେତେବେଳେ ଘରକୁ ଫେରିଥିଲେ ଦେଖିଲେ ତାଙ୍କ ଛୁଆ ଉ-ଠୁ ନାହିଁ ଆଉ ସେ ତାକୁ ଡାକ୍ତର-ଖାନାରେ ଭ-ର୍ତ୍ତି କରାଇଥିଲେ, ସେଠାରେ ପହଞ୍ଚିବାର ବହୁ ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇଥିଲା ବୋଲି ଡା-କ୍ତ-ର କହିଥିଲେ।
୧୮ ତମ ଜନ୍ମ ଦିନ ପାଳୁଥିଲା ମା’
ଘଟଣାଟି ବ୍ରିଟେନର ପୂର୍ବ ସସେକ୍ସ ଅଞ୍ଚଳରେ ଘଟିଛି। ଗତ ବର୍ଷ, ଭର୍ଫି କୁଡି ନାମକ ଏହି ମହିଳା ଜଣକ ତାଙ୍କ ଝିଅକୁ ଫ୍ଲାଟରେ ଏ-କୁ-ଟି-ଆ ଛାଡିଦେଇ ତାଙ୍କର ୧୮ ତମ ଜନ୍ମଦିନ ପାଇଁ ପାର୍ଟି କରିବାକୁ ବାହାରକୁ ଯାଇଥିଲେ। ଏହି ଘ-ଟ-ଣା-ଟି ୨୦୧୯ ଡିସେମ୍ବର ମାସରେ ଘଟିଥିଲା। ପୋ-ଲି-ସ ତ-ଦ-ନ୍ତ ସମୟରେ ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ମା’ ଟି ପୁରା ୬ ଦିନ ପରେ ପାର୍ଟି କରି ଘରକୁ ଫେରିଥିଲେ ଏବଂ ଏହା ପରେ ସେ ନିଜ ଝିଅକୁ ଏଭଳି ଅବସ୍ଥାରେ ଦେଖି ଡାକ୍ତର-ଖାନାକୁ ନେଇ ଯାଇଥିଲେ ଓ ସେ କିଛି ପ୍ରତିକ୍ରିୟା ଦଉନି ବୋଲି କହିଥିଲେ।
ପାର୍ଟିରେ ମସ୍ତି କରୁଥିଲା ମା
ଦି ସନ୍ ରିପୋର୍ଟ ଅନୁଯାୟୀ, ସସେକ୍ସ ପୋ-ଲି-ସ ସିସିଟିଭି ଫୁଟେଜ କୋ-ର୍ଟ-କୁ ହସ୍ତାନ୍ତର କରିଛି। ଯେଉଁଥିରେ ଭର୍ଫି କୁଡି ଲଣ୍ଡନ, କୋଭେନଟ୍ରି ଏବଂ ସୋଲିହୁଲରେ ପାର୍ଟି କରୁଥିବାର ଜଣାପଡ଼ିଛି। ଏବଂ ସେ ଯେତେବେଳେ ପାର୍ଟି ସାରି ୬ ଦିନ ପରେ ନିଜ ଘରକୁ ଫେରିଥିଲେ,୯୯୯ କୁ ଫୋନ୍ କରି କହିଥିଲେ ଯେ ତାଙ୍କ ଝିଅ ଉଠୁନାହିଁ। ଏହା ପରେ ସେ ଝିଅ ଆସିଆଙ୍କୁ ଆ-ମ୍ବୁ-ଲା-ନ୍ସ-ରେ ନେଇ ରୟାଲ ଆଲେକ୍ସଜାଣ୍ଡାର ଶିଶୁ ଡାକ୍ତର-ଖାନାରେ ପହଞ୍ଚିଥିଲେ। କିନ୍ତୁ ଡା-କ୍ତ-ର ସେଠାରେ ତାଙ୍କୁ ମୃ-ତ ଘୋ-ଷ-ଣା କରିଥିଲେ।
କୋ-ର୍ଟରେ ସ୍ୱୀ-କା-ର କଲେ ନିଜ ଅବ-ହେଳା
ଝିଅ ଆସିଆଙ୍କ ମୃ-ତ୍ୟୁ ପରେ ତାଙ୍କ ପୋ-ଷ୍ଟ-ମ-ର୍ଟ-ମ ରି-ପୋ-ର୍ଟରୁ ଜଣାପଡିଥିଲା ଯେ ମା’ ଝିଅର ଧ୍ୟାନ ରଖିନଥିଲେ। ସେ ସେମିତି ପଡ଼ି ପଡ଼ି ମ-ରି-ଯାଇଥିଲା। ଏହି ମା-ମ-ଲା ୪ ରୁ ୧୨ ଡିସେମ୍ବର ଭିତରେ ଘଟିଥିଲା। ଭର୍ଫି କୁଡି କୋର୍ଟରେ ତାଙ୍କ ନାମରେ ହୋଇଥିବା ଅ-ଭି-ଯୋ-ଗ-କୁ ମଧ୍ୟ ସ୍ବୀକାର କରିଛନ୍ତି ଏବଂ ବର୍ତ୍ତମାନ କୋ-ର୍ଟ ତାଙ୍କ ଦ-ଣ୍ଡ ଉପରେ ରାୟ ସଂରକ୍ଷଣ ରଖିଛନ୍ତି।
ଆଗରୁ ଜେ-ଲରେ ରହିଛନ୍ତି ଭର୍ଫି
ଏହି ମା-ମ-ଲା-ରେ ପୋ-ଲି-ସ ଭର୍ଫିଙ୍କୁ ଗି-ର-ଫ କରିଛି, କାରଣ ଅକ୍ଟୋବର ମାସରେ ତାଙ୍କୁ କୋ-ର୍ଟ ଦୋ-ଷୀ ସା-ବ୍ୟ-ସ୍ତ କରିଥିଲ। ଏହି ପରିପ୍ରେକ୍ଷୀରେ, ଭର୍ଫିଙ୍କ ପିତା କହିଛନ୍ତି ଯେ ସେ ୧୪ ବର୍ଷ ବୟସରେ ଘରୁ ନି-ଖୋ-ଜ ହୋଇଯାଇଥିଲେ। ଏହି ଘ-ଟ-ଣା ଘଟିବା ସମୟରେ କୁଡି ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସପୋର୍ଟ ହାଉସରେ ରହୁଥିଲେ। ତେବେ ଏହି ଘ-ଟ-ଣା-ଟି ଅନେକଙ୍କୁ ଦୁଃ-ଖି-ତ କରିବା ସହ ମା’ ର ଅ-ବ-ହେ-ଳା-କୁ ନି-ନ୍ଦା କରିଛନ୍ତି।