ବ୍ୟକ୍ତି ଜଣଙ୍କ ପେଟରେ ହେଉଥିଲା ଯନ୍ତ୍ରଣାର, ଡାକ୍ତର ପ୍ରାଇଭେଟ ପା-ର୍ଟରୁ ବାହାର କଲେ ୫୯ଫୁଟର କୀଟ

ଥାଇଲାଣ୍ଡରୁ ଗୋଟିଏ ଏମିତି ଘ-ଟ-ଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୬୭ବର୍ଷର ବ୍ୟକ୍ତି ପେଟରେ ଯ-ନ୍ତ୍ର-ଣା ଏବଂ ପେଟ ବୁଲିବାର ଅଭି-ଯୋଗ କରିଲେ। ଏହାପରେ ତାଙ୍କ ପେଟରୁ ୫୯ଫୁଟର କୀଟ(ପରଜୀବୀ) ମିଳିଥିଲା, ଯାହାକୁ କୈାଣସି ପ୍ରକାରରେ ପଛ ରାସ୍ତାରେ ବାହାର କରା ଯାଇଥିଲା। ଏହି ଘଟ-ଣାକୁ ଦେଖି ଡାକ୍ତର ମଧ୍ୟ ଆ-ଶ୍ଚ-ର୍ଯ୍ୟ ହୋଇ ଯାଇଛନ୍ତି।

ବାସ୍ତବରେ, ଏହି ଘ-ଟ-ଣା ଥାଇଲାଣ୍ଡ ନୋଙ୍ଗଖାଇ ପ୍ରାନ୍ତର ଅଟେ, ‘ଦ ସନ’ର ଗୋଟିଏ ରି-ପୋ-ର୍ଟ ମୁତାବକ, ବ୍ୟକ୍ତିଙ୍କର ବହୁତ ଦିନରୁ ଯନ୍ତ୍ର-ଣାର ଅଭି-ଯୋଗ ଥିଲା। ସେ ଡାକ୍ତରଖାନାରେ ଯାଇ ଯେତେବେଳେ ଚେକ କରିଥିଲେ ତ କିଛି ଏମିତି ହୋଇଥିଲା ଯାହାର ଆଶା କେହିବି କରି ନଥିଲେ।

ଥାଇଲାଣ୍ଡ ନୋଙ୍ଗଖାଇ ପ୍ରାନ୍ତର ପ୍ୟାରସିଟିକ ଡିଜୀଜ ରିସର୍ଚ୍ଚ ସେଣ୍ଟରରେ ସେ ଏହାର ପରିକ୍ଷା କରିଥିଲ। ପରୀକ୍ଷା ସମୟରେ ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରୁ ପରଜୀବୀ ମିଳିଥିଲା। ରିସର୍ଚ୍ଚ ସେଣ୍ଟରର ପ୍ରବକ୍ତା କହିଛନ୍ତି କି ୧୮ମିଟରରୁ ଅଧିକ ଲମ୍ବା ପରଜୀବୀ ମିଳିଛି।

ରି-ପୋ-ର୍ଟ ମୁତାବକ, ଡାକ୍ତର କହିଛନ୍ତି କି ଏହି ପରଜୀବୀ କଞ୍ଚା ମାଂସ ଖାଇବା ଦ୍ବାରା ପେଟରେ ପହଞ୍ଚି ଯାଇଥାନ୍ତି ଏବଂ ଏହା ୩୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ଦେହରେ ରହି ପାରିବ। ହେଲେ ବର୍ତ୍ତମାନ ସେ ବହୁତ ଅଧିକ ଦିନ ପର୍ଯ୍ୟନ୍ତ ଜିବିତ ରହି ପାରୁନାହାନ୍ତି କାରଣ ବହୁତ ଭଲ ଔଷଧ ମିଳିଲାଣି।

ପରିଶେଷରେ ଏହି ପରଜୀବୀ ବହୁତ ଲମ୍ବା ବାହାରିଥିଲା।ଏହାର ଲମ୍ବା ୫୯ଫୁଟ ବୋଲି ଜଣା ଯାଉଛି। ଏହାକୁ ବାହାର କରିବା ପାଇଁ ଡାକ୍ତରଙ୍କୁ ବହୁତ ସମୟ ଲାଗିଥିଲା। ପ୍ରଥମେ ରୋଗୀଙ୍କୁ ପରୀକ୍ଷା କରି ଔଷଧ ଦିଆଯାଇଥିଲା। ପୁଣି ଏହାକୁ ପଛ ରାସ୍ତା ଦେଇ ବାହାର କରା ଯାଇଥିଲା। ଡାକ୍ତରମାନେ କହିଥିଲେ କି ଆମକୁ ଏହାକୁ ବାହାର କରିବାରେ ସମୟ ଲାଗିଥିଲା କାରଣ ଏହା ବହୁତ ଲମ୍ବା ଥିଲା। ପରିଶେଷରେ ରୋଗୀଙ୍କ ଅବସ୍ଥା ଭଲ ଅଛି ବୋଲି କୁହାଯାଇଛି। ରୋଗୀଙ୍କୁ ଖାଇବା ପିଇବାକୁ ନେଇ ମଧ୍ୟ ଉପଦେଶ ଦିଆଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *