ଏହାକୁ କୁହାଯାଏ ମାନବିକତା!
ଅନେକ ଥର ଅସହାୟ ପଶୁମାନେ ଏମିତି କାମ କରି ଯାଇଥାନ୍ତି କି ମନୁଷ୍ୟ ସେମାନଙ୍କୁ ଆଦର୍ଶ ବନେଇବା ପାଇଁ ଥକି ନଥାନ୍ତି। ସମସ୍ତେ ଜାଣିଛନ୍ତି କି ବିଶ୍ଵାସ ମା-ମ-ଲାରେ କୁକୁର ସବୁଠାରୁ ଆଗରେ। କିନ୍ତୁ ଯଦି ଆପଣ କେବେ ତାଙ୍କୁ ଗୋଟିଏ ରୁଟି ମଧ୍ୟ ଖାଇବାକୁ ଦେଇଥାନ୍ତି ତାହେଲେ ମଧ୍ୟ ସେ ଆପଣଙ୍କୁ ମନେ ରଖିଥାନ୍ତି। ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି,ଯାହାକୁ ଆଇପୀଏସ ଅଫିସର ସେୟାର କରିଛନ୍ତି।ସେ ଜଣେ ଅସହାୟ ମହିଳାଙ୍କୁ ଗୁ-ଣ୍ଡାଙ୍କ ଠାରୁ ବଞ୍ଚାଇଥିବାର ନଜର ଆସିଛି। ଲୋକମାନେ ବର୍ତ୍ତମାନ ସେହି କୁକୁରକୁ ସଲାମ କରୁଛନ୍ତି ଏବଂ କହୁଛନ୍ତି ମନୁଷ୍ୟକୁ ଏହି ଅସହାୟ ଜୀବମାନଙ୍କ ଠାରୁ ମାନବିକତା ଶିକ୍ଷା କରିବା ଉଚିତ।

ମଣିଷମାନଙ୍କୁ ଏହି ଅସହାୟ ପ୍ରାଣୀ ମାନଙ୍କଠାରୁ ଶିଖିବା ଉଚିତ…
ଏହି ଭିଡିଓ ଟୁଇଟର ୟୁଜର @ipskabra ସେୟାର କରିଛନ୍ତି।ସେ କ୍ୟାପଶନରେ ଲେଖିଛନ୍ତି, ‘ଛ-ଳ, କ-ପ-ଟ,ଲୋ-ଭ,ଇ-ର୍ଷା,ଭ-ୟ ଇତ୍ୟାଦି ମନୁଷ୍ୟ ମାନଙ୍କର ପ୍ରକୃତି ଅଟେ… ଆବଶ୍ୟକ ସମୟରେ କାମରେ ଆସିବା,ଭୁଲ ହେଉଥିବାର ଦେଖି ଅଟକି ଯିବାକୁ ଚେଷ୍ଟା କରିବା, ମନୁଷ୍ୟ ମାନଙ୍କୁ ଏହି ଅସହାୟ ମାନଙ୍କ ଠାରୁ ଶିଖିବା ଉଚିତ…।’ଏହି ଭିଡିଓକୁ ଖବର ଲେଖା ଯିବା ପର୍ଯ୍ୟନ୍ତ ୪୦ହଜାରରୁ ଅଧିକ ଭ୍ୟୁ ଏବଂ ୫ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି।
छल, कपट, लोभ, ईर्ष्या, भय आदि इंसान की फितरत है…
ज़रूरतमंदों के काम आना, गलत होता देख रोकने का प्रयास करना, इंसानों को इन बेजुबानों से सीखना चाहिए… pic.twitter.com/aNFXOR9cdn— Dipanshu Kabra (@ipskabra) March 25, 2021
ଗୋଟିଏ ସଲାମ ତ ନିଶ୍ଚିତ କରିବା ଉଚିତ ଶେଋ ନାମରେ
छल, कपट, लोभ, ईर्ष्या, भय आदि इंसान की फितरत है…
ज़रूरतमंदों के काम आना, गलत होता देख रोकने का प्रयास करना, इंसानों को इन बेजुबानों से सीखना चाहिए… pic.twitter.com/aNFXOR9cdn— Dipanshu Kabra (@ipskabra) March 25, 2021
ଏମାନଙ୍କ ଠାରୁ ବଡ଼ କେହି ବିଶ୍ବସ୍ତ ନାହାନ୍ତି
छल, कपट, लोभ, ईर्ष्या, भय आदि इंसान की फितरत है…
ज़रूरतमंदों के काम आना, गलत होता देख रोकने का प्रयास करना, इंसानों को इन बेजुबानों से सीखना चाहिए… pic.twitter.com/aNFXOR9cdn— Dipanshu Kabra (@ipskabra) March 25, 2021
ଏହି ପଶୁମାନଙ୍କ ଠାରୁ ମାନବିକତା ଶିଖନ୍ତୁ
छल, कपट, लोभ, ईर्ष्या, भय आदि इंसान की फितरत है…
ज़रूरतमंदों के काम आना, गलत होता देख रोकने का प्रयास करना, इंसानों को इन बेजुबानों से सीखना चाहिए… pic.twitter.com/aNFXOR9cdn— Dipanshu Kabra (@ipskabra) March 25, 2021
ଏହି ୧୯ସେକେଣ୍ଡର ସିସିଟିଭି ଫୁ-ଟେ-ଜରେ ଆପଣ ଦେଖି ପାରିବେ କି ଜଣେ ବ୍ୟକ୍ତି ମହିଳାଙ୍କ ଠାରୁ ତାଙ୍କ ପ-ର୍ସ ଛଡେଇ ନେବାପାଇଁ ଚେଷ୍ଟା କରୁଛନ୍ତି। ମହିଳା ଏହାର ବି-ରୋ-ଧ କରୁଛନ୍ତି। ରାସ୍ତା ବିଲକୁଲ ସୁନସାନ ଅଟେ। ହେଲେ, ପାଖରେ ବସିଥିବା ଗୋଟିଏ କୁକୁର ମହିଳାଙ୍କ ଆବାଜ ଶୁଣି ତାଙ୍କ ଆଡ଼କୁ ଦୌଡ଼ି ଆସିଥିଲା। ଏତିକିରେ ଆଉ ଗୋଟିଏ କୁକୁର ମଧ୍ୟ ଦୌଡ଼ି ଦୌଡ଼ି ସେଠାରେ ପହଞ୍ଚି ଯାଇଥିଲା। ଦୁଇଜଣ ଭୁକିବାକୁ ଲାଗିଥିଲେ। ଏତିକିରେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଛାଡ଼ି ପାଖରେ ଥିବା ନିଜ ସ୍କୁଟିରେ ବସି ସେଠାରୁ ପଳାଇ ଯାଇଛନ୍ତି।