ଲା-ଞ୍ଚ କା-ରବା-ର ଆମ ଦେଶରେ ଏକ ବଡ଼ ବ୍ୟାଧି ପରି ମା-ଡ଼ି-ବାରେ ଲାଗିଛି। ଡ଼ାକ୍ତରଖାନାରୁ ଶ୍ମ-ଶା-ନ ପର୍ଯ୍ୟନ୍ତ ସବୁଥି ପାଇଁ ଦରକାର ପଡୁଛି ଲା-ଞ୍ଚ। ଲା-ଞ୍ଚ ନେଉଥିବା ସରକାରୀ ବାବୁମାନେ ମଧ୍ୟ ତାଙ୍କ କଳା ଧନକୁ ଭିଜି-ଲାନ୍ସ କବ-ଳରୁ ର-କ୍ଷା କରିବା ପାଇଁ ଅନେକ ତରିକା ଆପଣାଉଛନ୍ତି। ତେବେ ରାଜସ୍ଥାନର ସିରୋହି ଜିଲ୍ଲାରେ ଜଣେ ସରକାରୀ ବାବୁ ନିଜକୁ ବ-ଞ୍ଚା-ଇବା ପାଇଁ ଲକ୍ଷ ଲକ୍ଷ କଳା ଟଙ୍କା ପୋ-ଡ଼ି ଦେବା ଘ-ଟ-ଣା ବେଶ ଆଶ୍ଚ-ଯ୍ୟ କରିଛି। ଏହି ଘଟ-ଣାର ଏକ ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇ-ରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁ-ର୍ନୀ-ତି ନିବାରଣ ବ୍ୟୁରୋ ଟିମ୍ ପିଣ୍ଡୱାରାର ତହସିଲଦାର କଳପେଶ୍ ଜୈନଙ୍କ ଘରକୁ ଚଢ଼ାଉ କରିବାକୁ ଯିବା ସମୟରେ ସେ ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ପୋ-ଡ଼ି ଦେଇଛନ୍ତି। ତେବେ ତାଙ୍କର ଏହି ହର-କ-ତକୁ ଦୁ-ର୍ନୀ-ତି ନିବାରଣ ବ୍ୟୁରୋ ଟିମ୍ ନିଜ କ୍ୟାମେରାରେ କ-ଏ-ଦ କରି ନେଇଥିଲେ।

ରାଜସ୍ଥାନରେ ଦୁ-ର୍ନୀ-ତି ନିବାରଣ ବ୍ୟୁରୋ(ଏସିବି) ବିଭିନ୍ନ ସରକାରୀ ଅଫିସ ଓ କର୍ମଚାରୀଙ୍କ ଘରେ ଚଢ଼ାଉ କରିଥାଏ। ଏହି କ୍ରମରେ ଏସିବିର ଏକ ଟିମ୍ ସିରୋହି ଜିଲ୍ଲା ପିଣ୍ଡୱାରାର ତହସିଲଦାର କଳପେଶ ଜୈନଙ୍କ ଘରେ ପହଞ୍ଚିଥିଲା। ହେଲେ ସେଠାରେ ଯାହା ହେଲା ସମସ୍ତେ ଚକିତ ହୋଇଯାଇଛନ୍ତି। ଚଢ଼ାଉ କରିବାକୁ ଆସିଥିବା ଏସିବିର ଅଧିକାରୀମାନଙ୍କ ଆସିବା ଖବର ପାଇ କବାଟ ବ-ନ୍ଦ କରିଦେଇଥିଲେ ତହସିଲଦାର। ପରେ ଦୀର୍ଘ ସମୟ ଧରି ଏସିବିର ଟିମ୍ ବାହାରେ ଛିଡ଼ା ହୋଇ କବାଟ ଖୋଲନ୍ତୁ ବୋଲି ଯେତେ କହିବା ପରେ ମଧ୍ୟ ସେ କବାଟ ଖୋଲି ନଥିଲେ। ସେହି ସମୟରେ ଧରାପଡ଼ିଯିବା ଭ-ୟରେ ତହସିଲଦାର ଲକ୍ଷ ଲକ୍ଷ ଟଙ୍କାର ନୋଟ୍କୁ ଗ୍ୟାସ ଚୁଲାରେ ଜା-ଳୁଥି-ଲେ। ଏଥିରେ ତାଙ୍କ ସ୍ତ୍ରୀ ତାଙ୍କୁ ମଧ୍ୟ ସହଯୋଗ କରୁଥିଲେ। ଯାହାକୁ ଦେଖି କେହି ଜଣେ ମ୍ୟାଡାମ୍ ଆପଣ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି, ଏହା ଭଲ କଥା ନୁହେଁ ବୋଲି କହୁଥିବାର ଭିଡିଓରୁ ଶୁଣିବାକୁ ମିଳିଛି। ତେବେ ସେ ପୋଡ଼ିଦେଇଥିବା ସମୁଦାୟ ନୋଟର ମୂଲ୍ୟ ୧୫-୨୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ସମସ୍ତ ନୋଟ ୫୦୦ ଟଙ୍କିଆ ଥିଲା ବୋଲି ବ୍ୟୁର୍ ପକ୍ଷରୁ କୁହାଯାଇଛି। ପରେ ଉକ୍ତ ତହସିଲଦାର କଳପେଶ ଜୈନଙ୍କୁ ଗି-ର-ଫ କରାଯାଇଥିବା ବେଳେ ଅଧାଜଳା ନୋଟର ବଣ୍ଡଲ ମଧ୍ୟ ଜ-ବ-ତ କରାଯାଇଛି।
राजस्थान: 1 लाख रुपये की घूस लेते पकड़े गए तहसीलदार। छापेमारी के डर से जला दिए 20 लाख रुपये के नोट। pic.twitter.com/hDPnwjeNdc
— Hindustan (@Live_Hindustan) March 25, 2021
ତେବେ ଉକ୍ତ ଜିଲ୍ଲାର ରାଜସ୍ବ ନିରୀକ୍ଷକ ପାର୍ବତ ସିଂଙ୍କୁ ଲା-ଞ୍ଚ ନେବା ଅଭି-ଯୋ-ଗରେ ଗି-ର-ଫ କରାଯାଇଛି ପଚରା ଉଚରା କରିବା ସମୟରେ ସେ ତହସିଲଦାର କଳପେଶ ଜୈନଙ୍କ ପାଇଁ ଲା-ଞ୍ଚ ନେଇଥିଲେ ବୋଲି କହିଥିଲେ। ଏହାପରେ ବ୍ୟୁର ଟିମ୍ ତାଙ୍କୁ ଗି-ର-ଫ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। କିନ୍ତୁ ତହସିଲଦାର ଓ ତାଙ୍କ ପତ୍ନୀ କବାଟ ବ-ନ୍ଦ କରି ଟଙ୍କା ପଡୁଥିଲେ। ଫଳରେ ଘର ଭିତରୁ ଧୂ-ଆଁ ବାହାରିଥିଲା। ଏହା ଦେଖି ଏସ୍ସିବିର ଟିମ୍ କବାଟ ଭା-ଙ୍ଗି ଭିତରକୁ ପଶିଥିଲା। ସେମାନେ ଦେଖିଥିଲେ ଯେ ଗ୍ୟାସ୍ରେ ପାଖାପାଖି ୨୦ ଲକ୍ଷ ଟଙ୍କା ଜ-ଳି ସାରିଥିବା ବେଳେ ସେମାନେ ୫୦ ହଜାର ଟଙ୍କା ଜ-ବ-ତ କରିଥିଲେ।

ବ୍ୟୁରୋର ମହାନିର୍ଦ୍ଦେଶକ ଭଗବାନ୍ ଲାଲ ସୋନି ଏ ବିଷୟରେ ସୂ-ଚନା ଦେଇ କହିଛନ୍ତି ଯେ ଅଭି-ଯୁକ୍ତ ତହସିଲଦାର କଳପେଶ ଜୈନ ଅଁଳା ଗଛର ପ୍ରାକୃତିକ ଅମଳ ପାଇଁ ଠିକା ଦେବାକୁ ଅଭି-ଯୋଗକାରୀଙ୍କଠାରୁ ଏକ ଲକ୍ଷ ଟଙ୍କା ଲା-ଞ୍ଚ ମାଗିଥିଲେ। ରାଜସ୍ୱ ନିରୀକ୍ଷକ ପର୍ବତ ସିଂଙ୍କ ମାଧ୍ୟମରେ ସେ ଏହି ଲା-ଞ୍ଚ ନେଇଥିଲେ। ଅଭି-ଯୁକ୍ତ ପାର୍ବତ ସିଂଙ୍କୁ ବ୍ୟୁରୋ ଦଳ ଲା-ଞ୍ଚ ନେଉଥିବା ସମୟରେ ଗି-ର-ଫ କରିବା ସହ ପଚରା ଉଚୁରା ବେଳେ ସେ କହିଥିଲେ ଯେ ତହସିଲଦାର କଲପେଶ କୁମାର ଜୈନଙ୍କ ନିର୍ଦ୍ଦେଶରେ ସେ ଲା-ଞ୍ଚ ନେଉଥିଲେ। ତେବେ ଅ-ଭି-ଯୁକ୍ତ ତହସିଲଦାରଙ୍କ ଘରେ ପ୍ରବେଶ କରିବା ପାଇଁ ବ୍ୟୁରୋ ଟିମ୍ ସ୍ଥାନୀୟ ପୋ-ଲି-ସର ସାହାଯ୍ୟ ନେଇଥିଲା।