ଶିକ୍ଷୟିତ୍ରୀଙ୍କ ସହ ସମ୍ପର୍କ ବନାଇବା ପରେ ଛାତ୍ର କଲା ଆ-ତ୍ମ-ହ-ତ୍ୟା,ସୁ-ଇ-ସା-ଇ-ଡ୍ ନୋଟରେ ବଖାଣିଲା ଆ-ତ୍ମ-ହ-ତ୍ୟା-ର କାରଣ

ଜ୍ଞାନ ରୂପକ ଅ-ନ୍ଧ-କା-ର ଦୂର କରି ଆମ ଜୀବନରେ ଶିକ୍ଷାର ଆଲୋକ ଭରୁଥିବ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଈଶ୍ବରଙ୍କ ସହ ତୁଳନା କରାଯାଏ। ହେଲେ ଯେତେବେଳେ ଏହି ଚଳନ୍ତି ଈଶ୍ୱରମାନେ ନିଜ ଛାତ୍ରର ଭବିଷ୍ୟତ ଅ-ନ୍ଧ-କା-ର-କୁ ଠେଲି ଦେଇ ତାଙ୍କ ମୃ-ତ୍ୟୁର କାରଣ ପାଲଟି ଥାଆନ୍ତି ତେବେ ତାହା ସମାଜ ପାଇଁ ଏକ କ-ଳ-ଙ୍କ ହୋଇଥାଏ ନିଶ୍ଚୟ। ଏହିଭଳି ଏକ ଅଭାବ-ନୀୟ ଘଟଣା ଛତିଶଗଡର ବିଳାସପୁରରେ ଘଟିଛି।

ଏଠାକାର ଜଣେ ଶିକ୍ଷୟତ୍ରୀ ନିଜର ୧୬ ବର୍ଷର ଛାତ୍ରଙ୍କୁ ପ୍ରେ-ମ ଜାଲରେ ଫ-ସେ-ଇ ତାଙ୍କ ସହ ବାରମ୍ବାର ଶା-ରି-ରୀ-କ ସମ୍ପର୍କ ରଖିଥିଲେ। କିନ୍ତୁ ଛାତ୍ରଟି ଶିକ୍ଷୟତ୍ରୀଙ୍କ ବାସ୍ତବତା ଜାଣିବା ପରେ ଦୁଃଖୀ ହୋଇ ଆ-ତ୍ମ-ହ-ତ୍ୟା କରିଥିବାର ଜଣାପଡ଼ିଛି। ମୃ-ତ୍ୟୁ ପୂର୍ବରୁ ଛାତ୍ର ଲେଖିଥିବା ସୁ-ଇ-ସା-ଇ-ଡ ନୋଟରୁ ସମସ୍ତ ବିଷୟ ଜଣାପଡ଼ିଛି।

ଘ-ଟ-ଣା-ଟି ଛତିଶଗଡର ବିଳାସପୁର ତୋରବା ଥାନା ଅଧୀନରେ ଘଟିଥିବା ବେଳେ ଅ-ଭି-ଯୁ-କ୍ତ ଶିକ୍ଷୟତ୍ରୀ ଜଣକ ଆରାଧନା ଏକା ବୋଲି ଜଣାପଡିଛି। ଶିକ୍ଷୟତ୍ରୀ ଜଣକ ଏକ ଘରୋଇ ବିଦ୍ୟାଳୟରେ କେମଷ୍ଟ୍ରି ପଢ଼ାଉଥିଲେ। ତେବେ ଶିକ୍ଷୟତ୍ରୀ ଜଣକ ସୁବିଧା ସୁଯୋଗ ଦେଖି ସେହି ସ୍କୁଲର ୧୬ ବର୍ଷର ଛାତ୍ରଙ୍କୁ ମି-ଥ୍ୟା ପ୍ରେ-ମ ଜାଲରେ ଫ-ସା-ଇ-ଥିଲେ।ପ୍ରଥମେ ସେ ନାବାଳକ ଛାତ୍ରଙ୍କୁ ଅ-ଶ୍ଳୀ-ଳ ଭିଡିଓ ଏବଂ ଫଟୋ ପଠାଇ ତାଙ୍କ ଆଡ଼କୁ ଆ-କୃ-ଷ୍ଟ କରିଥିଲେ। ଏହାର କିଛି ଦିନ ପରେ ସେ ଛାତ୍ର ସହ ଧୀରେ ଧୀରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ ଲାଗିଲେ। ଶିକ୍ଷୟତ୍ରୀଙ୍କ ଏହି ବ୍ୟବହାର କିଶୋର ବୟସର ଛାତ୍ରଟିକୁ ସତସତିକା ପ୍ରେ-ମରେ ପକେଇ ଦେଇଥିଲା। ହେଲେ ଶିକ୍ଷୟତ୍ରୀ ଜଣକ ତାଙ୍କୁ ଧୋ-କା ଦେଇ ସେହି ସମୟରେ ନିଜର ଜଣେ ସ-ହ-କ-ର୍ମୀ-ଙ୍କୁ ପ୍ରେ-ମ କରୁଥିଲେ। ଯେତେବେଳେ ଛାତ୍ର ଜଣକ ଏହି ବିଷୟରେ ଜାଣିଲେ, ସେ ଅତ୍ୟନ୍ତ ଦୁଃ-ଖୀ ହୋଇ ପଡିଲେ ଓ ଶିକ୍ଷୟତ୍ରୀଙ୍କୁ ବହୁଥର ଫୋନ୍ କରି କଥା ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ ଶିକ୍ଷୟତ୍ରୀ ତାଙ୍କୁ ଲଗାତାର ଅଣ-ଦେଖା କରିଥିଲେ ଓ ତାଙ୍କ ଫୋନର କୌଣସି ଜ-ବା-ବ ଦେଇ ନଥିଲେ, ଛାତ୍ର ଜଣକ ଅ-ତ୍ୟ-ନ୍ତ ଦୁଃ-ଖୀ ହୋଇ ଆ-ତ୍ମ-ହ-ତ୍ୟା କରିଥିବାର ପୋ-ଲି-ସ କହିଛି।

ପୋ-ଲି-ସ ସୂଚନାନୁସାରେ, ମୃ-ତ ଛାତ୍ର ଜଣଙ୍କର ଟେକ୍ନୋଲୋଜି ବିଷୟରେ ଭଲ ଜ୍ଞାନ ଥିଲା। ସେ ଯାହାଦ୍ଵାରା ଶିକ୍ଷୟତ୍ରୀଙ୍କ ମୋବାଇଲ୍, ହ୍ୱାଟସାଆପ୍ ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ହ୍ୟା-କ୍ କରିଥିଲେ। ସେଥିରୁ ସେ ଶିକ୍ଷୟତ୍ରୀଙ୍କ ଧୋ-କା ବିଷୟରେ ସମସ୍ତ ସୂଚନା ପାଇପାରିଥିଲେ। ଏପରିବି ସେ କେତେବେଳେ କେଉଁ ପୁରୁଷଙ୍କୁ ଭେଟୁଥିଲେ ଏବଂ ସେ କେଉଁଠାକୁ ଯାଉଥିଲେ ତାହା ମଧ୍ୟ ଛାତ୍ର ଜଣକ ଜାଣି ପାରୁଥିଲେ।ତେବେ ପୋ-ଲି-ସ ଜ-ବ-ତ କରିଥିବା ସୁ-ଇ-ସା-ଇ-ଡ ନୋଟରୁ ଦର୍ଶାଯାଇଛି ଯେ ଶିକ୍ଷୟତ୍ରୀ ଯେବେ ଚାହୁଁଥିଲେ ସେବେ ଛାତ୍ରଙ୍କ ନମ୍ବରକୁ ବ୍ଲକ୍ କରିଦେଇଥିଲେ। ଏବଂ ଯେତେବେଳେ ତାଙ୍କୁ ଶା-ରୀ-ରି-କ କ୍ଷୁ-ଧା ମେଣ୍ଟାଇବାକୁ ଆବଶ୍ୟକ ହେଉଥିଲା ସେ ପୁନର୍ବାର ଛାତ୍ରଙ୍କୁ ଡାକୁଥିଲେ |

ଏହାପରେ ଛାତ୍ର ଜଣକ ବୁଝି ପାରିଥିଲେ ଯେ ଶିକ୍ଷୟତ୍ରୀ ତାଙ୍କୁ ପ୍ରକୃତରେ ପ୍ରେ-ମ କରୁ ନାହାନ୍ତି ବରଂ କେବଳ ନିଜ ଶରୀର ଭୋକ ମେ-ଣ୍ଟା-ଇ-ବା ପାଇଁ ତାଙ୍କର ବ୍ୟବହାର କରୁଛନ୍ତି। ଏହାସହ ଶିକ୍ଷୟତ୍ରୀଙ୍କର ଅନ୍ୟ ପୁରୁଷଙ୍କ ସହ ପ୍ରେ-ମ ସଂ-ପ-ର୍କ ଥିବା ଜାଣିବା ପରେ ସେ ଅଧିକ ଦୁଃଖୀ ହୋଇଯାଇଥିଲେ। ତେବେ ଗତ ମାର୍ଚ୍ଚରେ ୧୮ ତାରିଖରେ ଶିକ୍ଷୟତ୍ରୀ ତାଙ୍କୁ ଶେଷ ଥର ପାଇଁ ଭେଟିବାକୁ ଆସିଥିଲେ ଓ ଏହାର ଅଧ ଘଣ୍ଟା ପରେ ଛାତ୍ର ଜଣକ ଆ-ତ୍ମ-ହ-ତ୍ୟା କରିଥିବା ପୋ-ଲି-ସ କହିଛି। ତେବେ ଛାତ୍ର ଲେଖିଥିବା ସୁ-ଇ-ସା-ଇ-ଡ ନୋଟଟି କୋଡ୍ ୱର୍ଡରେ ଲେଖାଯାଇଥିଲା, ଯାହା ଡିକୋଡ୍ କରିବାକୁ ପୋ-ଲି-ସ-କୁ ୫ ଦିନ ସମୟ ଲାଗିଯାଇଥିଲା। ତେବେ ଘଟଣାରେ ଶିକ୍ଷୟତ୍ରୀଙ୍କୁ ପୋ-ଲି-ସ ଗି-ର-ଫ କରି ପଚରା ଉଚୁରା କରୁଛି।

Leave a Reply

Your email address will not be published. Required fields are marked *