କ’ଣ ଆପଣ କେବେ ସିଂହ (Lion)ର କିଛି ଏମିତି ଭିଡିଓ ଦେଖିଛନ୍ତି ଯାହାକୁ ଦେଖିବା ପରେ ଆପଣଙ୍କୁ ତା ସହିତ ପ୍ରେମ ହୋଇଯିବ। ବର୍ତମାନ ସିଂହର ଗୋଟିଏ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ ସିଂହ ପାଣିରେ ପହଁରୁଥିବା ଗୋଟିଏ ବତକ(Duck)କୁ ପ୍ରେମ କରୁଥିବାର ଦେଖାଯାଇଛି।
ଜଙ୍ଗଲ ରାଜା ସିଂହର ଭିଡିଓ ସୋସିଆଲ ମିଡ଼ିଆରେ ବୋଧହୁଏ ଭାଇ-ରାଲ ହେବାରେ ଲାଗିଥାଏ। ଅଧିକାଂଶ ଭିଡିଓ ଏତେ ଭୟ-ଙ୍କର ହୋଇଥାଏ କି ଯାହାକୁ ଦେଖି ଆମେ ଆ-ଶ୍ଚ-ର୍ଯ୍ୟ ହୋଇ ଯାଇଥାଉ। କିନ୍ତୁ, କଣ ଆପଣ କେବେ ସିଂହ(Lion)ର କିଛି ଏମିତି ଭିଡିଓ ଦେଖିଛନ୍ତି ଯାହାକୁ ଦେଖିବା ପରେ ଆପଣଙ୍କୁ ତା ସହିତ ପ୍ରେମ ହୋଇଯିବ। ବର୍ତମାନ ସିଂହର ଗୋଟିଏ ଭିଡିଓ ବହୁତ ଜୋରରେ ଭାଇ-ରାଲ ହେଉଛି। ଏହି ଭିଡିଓରେ ଗୋଟିଏ ସିଂହ ପାଣିରେ ପହଁରୁଥିବା ଗୋଟିଏ ବତକ (Duck)କୁ ପ୍ରେମ କରୁଥିବାର ଦେଖାଯାଇଛି।
How many of you had thought that such large carnivores has a soft heart?
They are wild. But not savages. Respect & adore them. They kill to survive & only when provoked. pic.twitter.com/RwoJ1z1Hjc
— Susanta Nanda IFS (@susantananda3) March 25, 2021
ସୋସିଆଲ ମିଡିଆରେ ଏହି ଭିଡିଓ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପଶନରେ ଲେଖିଛନ୍ତି, ‘ଆପଣଙ୍କ ମଧ୍ୟରୁ କେତେଜଣ ଲୋକ ଭାବିଥିଲେ କି ଏତେ ବଡ ମାଂସାହାରୀ ପ୍ରାଣୀର ହୃଦୟ କୋମଳ ହୋଇଥାଏ? ସେ ଜଙ୍ଗଲି ଅଟେ, କିନ୍ତୁ ବର୍ବର ନୁହେଁ, ତାଙ୍କ ସମ୍ମାନ କରନ୍ତୁ। ସେ ଜିବିତ ରହିବା ପାଇଁ ଶିକାର କରିଥାନ୍ତି ଏବଂ କେବଳ ତାଙ୍କୁ ଉତେଜିତ କରାଯାଇଥାଏ।’ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।
ଭିଡ଼ିଓରେ ଆପଣ ଦେଖି ପାରିବେ କି ପାଣିର କୂଳରେ ଗୋଟିଏ ବତକ ପହଁରୁଛି। ସେତେବେଳେ ସେଠାକୁ ଗୋଟିଏ ସିଂହ ଆସି ଯାଇଥିଲା। ପ୍ରଥମେ ସିଂହ ବତକକୁ ଦେଖିଥିଲା ଏବଂ ପୁଣି ନିଜ ପଞ୍ଝା ଦ୍ଵାରା ତାକୁ ଛୁଇଁବା ପାଇଁ ଚେ-ଷ୍ଟା କରୁଛି। ବତକ ଡରିଯାଇ ଥିଲା ଏବଂ ପଳାଇବା ପାଇଁ ଚେ-ଷ୍ଟା କରିଥିଲା, କିନ୍ତୁ ସିଂହ ବାରମ୍ବାର ନିଜ ପଞ୍ଝା ଦ୍ଵାରା ତାକୁ ଛୁଇଁବା ପାଇଁ ଚେ-ଷ୍ଟା କରିଥିଲା। ଭିଡ଼ିଓରେ ଆପଣ ଦେଖି ପାରିବେ କି ସିଂହ ବତକକୁ କୈାଣସି କ୍ଷ-ତି ପହଞ୍ଚାଇ ନାହିଁ। ଏହାକୁ ଦେଖି ଏମିତି ଲାଗୁଛି ମାନେ ସିଂହ, ବତକକୁ ପ୍ରେମରେ ସ୍ନେହ କରୁଛି।