ଦେଖନ୍ତୁ ଭିଡିଓ: ମଝି ସମୁଦ୍ରରେ ପକ୍ଷୀଙ୍କୁ ଖାଇବାକୁ ଦେଉଥିଲେ ବ୍ୟକ୍ତି, ହଠାତ୍ ବୋଟ ଉପରକୁ ଆକ୍ର-ମଣ କଳା ବିଶା-ଳକାୟ ଭୟ-ଙ୍କର ପ୍ରାଣୀ, ତାପରେ ଯାହା ହେଲା..

ବେଳେବେଳେ ସୋସିଆଲ ମିଡିଆ ହେଉ କି ୟୁଟ୍ୟୁବରେ କିଛି ଏପରି ଭୟ-ଙ୍କର ଭିଡିଓ ଭାଇ-ରାଲ ହୋଇଥାଏ ଯାହାକୁ ଦେଖିଲେ ଦେହର ସବୁ ଲୋମା ଭ-ୟ-ରେ ଛିଡା ହୋଇଯାଏ। ସେଥିରେ ରହିଥିବା କାରକ ହେଉ କି ପଶୁମାନଙ୍କୁ ଦେଖି ଆ-ଶ୍ଚ-ର୍ଯ୍ୟ ଲାଗିଥାଏ। ଏହିପରି ଏକ ହୃଦୟ ଥରା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇ-ରାଲ ହେବାରେ ଲାଗିଛି। ଏହି ଭିଡିଓଟି ଖୁବ୍ କ୍ଷୀ-ପ୍ର ଗତିରେ ଭାଇ-ରାଲ ହେବାରେ ଲାଗିଛି। ଭିଡିଓ ସେୟାର କରିଥିବା ବ୍ୟକ୍ତି ଜଣକ ଉପଭୋକ୍ତାମାନଙ୍କୁ ଏହାକୁ ଶେ-ଷ ପର୍ଯ୍ୟନ୍ତ ଦେଖିବା ପାଇଁ ନିବେଦନ କରିଛନ୍ତି |

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ସମୁଦ୍ର ମଝିରେ ଏକ ବୋଟରେ ଭ୍ରମଣ କରିବା ସହ ପକ୍ଷୀମାନଙ୍କୁ ଭୋଜନ କରୁଥିଲେ। ହେଲେ ସେତେବେଳେ ହଠାତ୍ ସମୁଦ୍ରରୁ ଏକ ଭ-ୟ-ଙ୍କ-ର ପ୍ରାଣୀ ପାଣିରୁ ବାହାରକୁ ଆସି ତାଙ୍କ ବୋଟ ଉପରେ ଆ-କ୍ର-ମ-ଣ କରୁଛି। ଏହି ପ୍ରାଣିଟି ସାମୁଦ୍ରିକ ସିଂହ ବୋଲି ଭିଡିଓରୁ ଜଣା ପଡୁଛି। ବୋଟ ଉପରକୁ ହଠାତ୍ ସମୁଦ୍ର ସିଂହ ଆକ୍ର-ମଣ କରିବା ସହ ସେଠାରେ ପକ୍ଷୀମାନଙ୍କ ପାଇଁ ରହିଥିବା ସମସ୍ତ ଖାଦ୍ୟ, ମାଛକୁ ଶିକାର କରି ଖାଇ ଯାଇଥିଲା। ତେବେ ସେଥିରେ ରହିଥିବା ବ୍ୟକ୍ତି ଅ-ତ୍ୟ-ନ୍ତ ଭ-ୟ-ଭୀ-ତ ହୋଇଯାଇଥିବା ବେଳେ ତାଙ୍କର କୌଣସି କ୍ଷ-ତି ହୋଇନଥିବାର ଜଣା ପଡିଛି।

https://twitter.com/TomBoadle/status/1372614686496190475?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1372614686496190475%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fsea-lion-attacked-on-the-man-in-the-middle-of-the-sea-10-million-views-video-2397902

ଲୋକମାନେ ଏହି ବିପ-ଦ-ଜ୍ଜ-ନକ ପ୍ରାଣୀକୁ ଦେଖି ଲୋକମାନେ ବହୁତ ଆ-ଶ୍ଚ-ର୍ଯ୍ୟ ହୋଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରାୟ ୧ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି। ଏହାସହ, କିଛି ଲୋକ ଏହି ଭିଡିଓ ଦେଖିବା ପରେ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଏହା ପୂର୍ବରୁ ୨୦୧୭ ମସିହାରେ ମଧ୍ୟ ଏହିଭଳି ଏକ ଭୋକିଲା ସମୁଦ୍ର ସିଂହ ବୋଟରେ ଚଢ଼ିବାର ଭିଡିଓ ଭାଇ-ରାଲ ହୋଇଥିଲା।

https://twitter.com/TomBoadle/status/1372614686496190475?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1372628649879425030%7Ctwgr%5E%7Ctwcon%5Es2_&ref_url=https%3A%2F%2Fndtv.in%2Fzara-hatke%2Fsea-lion-attacked-on-the-man-in-the-middle-of-the-sea-10-million-views-video-2397902

https://twitter.com/TomBoadle/status/1372614686496190475?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1372699955941552128%7Ctwgr%5E%7Ctwcon%5Es2_&ref_url=https%3A%2F%2Fndtv.in%2Fzara-hatke%2Fsea-lion-attacked-on-the-man-in-the-middle-of-the-sea-10-million-views-video-2397902

https://twitter.com/LadyJCMuses/status/1373321340317540362?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1373321340317540362%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fsea-lion-attacked-on-the-man-in-the-middle-of-the-sea-10-million-views-video-2397902

Leave a Reply

Your email address will not be published. Required fields are marked *