ଦେଖନ୍ତୁ ଭିଡିଓ: ସଡକ ମଝିରେ ଥିଲା ଏକ ବଡ ଗାତ, ଠିକ କରିବା ପାଇଁ ବ୍ୟକ୍ତି ଜଣକ କଲେ ଆଶ୍ଚର୍ଯ୍ୟକର ଆ-ନ୍ଦୋ-ଳ-ନ

ରାସ୍ତା ଉପରେ ଗାତ ଦେଖାଯିବା ସାଧାରଣ କଥା ଅଟେ। କିନ୍ତୁ କିଛି ରାସ୍ତା ଏତେ ଖ-ରା-ପ ହୋଇଥାଏ କି ବୁଝାପଡେ ନାହିଁ କି ରାସ୍ତାରେ ଗାତ ହୋଇଛି କି ଗାତରେ ରାସ୍ତା। ଠିକ, ଗୋଟିଏ ରାସ୍ତାକୁ ଠିକ କରିବାର ଏହି ଅଦ୍ୱିତୀୟ ଘ-ଟ-ଣା ଇଣ୍ଡୋନେସିଆର ଅଟେ। ଏଠାର ରାସ୍ତା ମଝିରେ ବଡ଼ ଧରଣର ଗାତ ଥିଲା ଯାହା ଜଳାଶୟରେ ରୂପାନ୍ତରିତ ହୋଇ ଯାଇଥିଲା। ଚିନ୍ତା ତ ଅନେକ ଲୋକଙ୍କୁ ହେବାକୁ ଲାଗିଥିଲା। ଅଭି-ଯୋ-ଗ ମଧ୍ୟ କରାଯାଇଥିଲା କିନ୍ତୁ କିଛି ହୋଇନଥିଲା। ଏଥିପାଇଁ ଜଣେ ପୁରୁଷ ଏହି ଗାତରେ ଗାଧେଇଥିଲେ ଏବଂ ମାଛ ଧରିବା ଆରମ୍ଭ କରିଦେଇଥିଲେ! ପୁଣି କ’ଣ, ଯେତେବେଳେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇ-ରାଲ ହୋଇଥିଲା ତ ପ୍ରଶାସନକୁ ବାଧ୍ୟହୋଇ ରାସ୍ତା ଠିକ କରିବା କାମ ଆରମ୍ଭ କରିବାକୁ ପଡ଼ିଥିଲା।

ପ୍ରଥମେ ଦେଖନ୍ତୁ ଭିଡିଓ…

ଏହି ଭିଡିଓକୁ ୟୁଟ୍ୟୁବରେ Radar Lombok ନାମକ ଚ୍ୟାନେଲରେ ୧୬ମାର୍ଚ୍ଚରେ ସେୟାର କରା ଯାଇଥିଲା, ଯାହାକୁ ଖବର ଲେଖା ଯିବା ପର୍ଯ୍ୟନ୍ତ ଦୁଇ ହଜାରରୁ ଅଧିକ ଭ୍ୟୁଜ ଏବଂ ନଅ ଲାଇକ୍ସ ମିଳିସାରିଛି।

କଣ ରହିଛି ଭିଡିଓରେ?

ଭାଇ-ରାଲ ଭିଡିଓରେ ଆପଣ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହୋଇଥିବା ଗାତରେ ଗାଧୋଉଥିବାର ଦେଖି ପାରିବେ। ସେ ଗାଧୋଇବା ପାଇଁ ମୁଣ୍ଡରେ ସାବୁନର ଫେଣ ମଧ୍ୟ କରୁଥିବାର ଦେଖାଯାଇଛି। ଏତିକି ନୁହେଁ, କିଛି ଫଟୋରେ ତ ବ୍ୟକ୍ତି ଜଣଙ୍କ ଚୌକି ଉପରେ ମାଛବାଡି ଧରି ବସିଥିବାର ନଜର ଆସିଛନ୍ତି।ମାନେ ସେ ସତରେ ଗାତରୁ ମାଛ ଧରୁଛନ୍ତି। ବ୍ୟକ୍ତିଙ୍କର ଏହି ଅଦ୍ୱିତୀୟ ପ୍ରଚେଷ୍ଟା ସଫଳ ହୋଇଥିଲା!

ସାମାଜିକ କାର୍ଯ୍ୟକର୍ତ୍ତା ଅଟନ୍ତି ବ୍ୟକ୍ତି

ଭିଡ଼ିଓରେ ଦେଖା ଯାଉଥିବା ବ୍ୟକ୍ତିଙ୍କ ନାମ Amaq Ohan ଅଟେ, ଯିଏ Tulus Angen Community ର ସ୍ବେଛାସେବୀ ଏବଂ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଅଟନ୍ତି। ସ୍ଥାନୀୟ ରି-ପୋ-ର୍ଟ ମୁତାବକ, ଏହି ବି-ରୋ-ଧୀ ପ୍ରଦର୍ଶନ ୱେଷ୍ଟ ନୁସା ଟେଙ୍ଗାରା(NTB) ରେ Praya ସିଟୀର ସେଣ୍ଟ୍ରାଲ ଲୋମ୍ବୋକ ରୀଜେନ୍ସୀର ଗୋଟିଏ କ୍ଷତିଗ୍ରସ୍ତ ରାସ୍ତା ଉପରେ ରଚନା କରାଯାଇଥିଲା, ଯାହାପରେ ପ୍ରଶାସନ ହର- କତକୁ ଆସିଥିଲେ ଏବଂ ରାସ୍ତା ମରାମତିର କାମ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *