ପ୍ରତିଦିନ ସୋସିଆଲ ମିଡିଆରେ ଗଦାଗଦା ଭିଡିଓ ଦେଖିବାକୁ ମିଳିଥାଏ, ସେଥିରୁ କେତେକ ଭିଡିଓ ଆମକୁ ହସାଏ ଆଉ କେତେକ କ-ନ୍ଦା-ଇ ଥାଏ ବି। ଏବେ ସେହିଭଳି ଗୋଟିଏ ଭିଡିଓ ଫେସବୁକରେ ପ୍ରବଳ ମାତ୍ରାରେ ଭାଇ-ରାଲ ହେବାରେ ଲାଗିଛି। ଯଦିଓ ଭିଡିଓଟି ପୁରୁଣା, ତଥାପି ଏହାକୁ ବହୁତ ଲୋକ ଦେଖୁଛନ୍ତି। କେବଳ ଦେଖୁ ନାହାନ୍ତି ଦେଖି ମଜା ନେଉଛନ୍ତି।
ଏକ ଭାରତୀୟ ପରିବାର ବିଦେଶ ଭ୍ରମଣରେ ଯିବା ସମୟରେ ଗୋଟିଏ ଶିମ୍ପାଞ୍ଜି ସହିତ ଫଟୋ ଉଠାଇଥିଲେ। ତେବେ ଶିମ୍ପାଞ୍ଜି ପାଖରେ ବସି ସ୍ୱାମୀ, ସ୍ତ୍ରୀ ଓ ପୁଅ ସାଧାରଣ ଭାବେ ଫଟୋ ଉଠାଇଇଥିଲେ। ହେଲେ କିଛି ସମୟ ପରେ ଶିମ୍ପାଞ୍ଜି ମହିଳା ଜଣକ ସହ ଯାହା କରିଥିଲା ଆପଣ ଜାଣିଲେ ଚକିତ ହୋଇଯିବେ।
ରୋ-ମା-ନ୍ସ ମୁଡରେ ଶିମ୍ପାଞ୍ଜି
ସମସ୍ତେ ମିଶି ଫଟୋ ଉଠାଇବାର କିଛି ସମୟ ପରେ ପୁରୁଷ ବ୍ୟକ୍ତି ଜଣକ ପତ୍ନୀ ଏବଂ ତାଙ୍କ ପିଲାଙ୍କୁ ଛାଡି କିଛି ଦୂରକୁ ଯାଇଥିଲେ, ମହିଳା ଜଣକ ଶିମ୍ପାଞ୍ଜି ସହିତ ଏକଲା ଫଟୋ ଉଠାଇବା ଆରମ୍ଭ କରିଥିଲେ। ହେଲେ ଏହି ସମୟରେ ହଠାତ୍ ଶିମ୍ପାଞ୍ଜିର ଆଚରଣ ବଦଳିବାର ଲାଗିଥିଲା, ଯାହାକି ଅତ୍ୟନ୍ତ ମଜାଳିଆ ରହିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।ଶିମ୍ପାଞ୍ଜିଟି ପ୍ରଥମେ ମହିଳାର କା-ନ୍ଧରେ ହାତ ରଖିଥିଲା ପରେ ତାଙ୍କୁ ଚୁମ୍ବନ ଦେବା ଆରମ୍ଭ କରିଥିଲା। ପୁରୁଣା ହେଲେବି ଏବେ ଭିଡିଓଟି ଅଧିକ ମାତ୍ରାରେ ଭାଇ-ରାଲ ହେବାକୁ ଲାଗିଛି, ଆଉ ଦେଖିବା ଲୋକ ନହସି ରହି ପାରୁନାହାନ୍ତି।
ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖିଲେଣି ଭିଡିଓ
ଏହି ଭିଡିଓଟିକୁ ପ୍ରାୟ ୧.୫୭ ଲକ୍ଷ ଲୋକ ଲାଇକ କରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଖିଥିବାର ଜଣାପଡ଼ିଛି। ତେବେ ଶିମ୍ପାଞ୍ଜି ମହିଳାଙ୍କୁ ଚୁମ୍ବନ ଦେବାର ଦେଖି ମହିଳା ଓ ଉପସ୍ଥିତ ଲୋକ ମଧ୍ୟ ହସିବାକୁ ଲାଗିଛନ୍ତି। ଏହାସହ ହଜାର ହଜାର ସଂଖ୍ୟାରେ ଉପଭୋକ୍ତା ଏହି ଭିଡ଼ିଓରେ କମେଣ୍ଟ କରିଛନ୍ତି। ଶିମ୍ପାଞ୍ଜି ମଣିଷର ପୂର୍ବଜ ଥିବାରୁ ମଣିଷ ଭଳି କାର୍ଯ୍ୟ କଳାପ କରିଥାଏ।