ଦେଶ ଆମର ଦିନରେ ଦୁଇଗୁଣା ରାତିରେ ଚାରିଗୁଣା ଉନ୍ନତି କରିବାକୁ ଲାଗିଛି। ଆମେ ୨୧ମସିହାରେ ପ୍ରବେଶ କରି ସାରିଲେଣି। ଦେଶକୁ ଡିଜିଟାଲ ଇଣ୍ଡିଆ କରିବାର ପ୍ରସ୍ତୁତି ଚାଲୁଛି। କିନ୍ତୁ ପୁଣି ମଧ୍ୟ କିଛି ଲୋକ ଅ-ନ୍ଧ-ବିଶ୍ୱାସର ଜଳାଶୟରେ ବୁଡି ରହିଛନ୍ତି। ତ-ନ୍ତ୍ର-ମ-ନ୍ତ୍ର,କଳା-ଯାଦୁ(Black Magic) ଏବଂ ମନୁଷ୍ୟ ବ-ଳି ଭଳି କାର୍ଯ୍ୟ ମଧ୍ୟ କରୁଛନ୍ତି। ବର୍ତମାନ ଦିଲ୍ଲୀ(Delhi)ର ରୋହିଣୀ ସ୍ଥିତ ରିଠାଲା(Rithala) ଅଞ୍ଚଳର ଏହି ଘ-ଟ-ଣା-କୁ ହିଁ ନିଅନ୍ତୁ। ଏଠାର ଜଣେ ମହିଳା ସନ୍ତାନ ପ୍ରାପ୍ତି ପାଇଁ ନିଜ ପଡୋଶୀ ଘରେ ରହୁଥିବା ଛୁଆର ହିଁ ବ-ଳି ଦେଇ ଦେଇଥିଲେ।
ବାସ୍ତବରେ ରିଠାଲାର ଗୋଟିଏ ବିଲ୍ଡିଙ୍ଗରେ ରହୁଥିବା ମହିଳାଙ୍କର କୈାଣସି ସନ୍ତାନ ନଥିଲା। ଏଥିପାଇଁ ସେ ଜଣେ ତା-ନ୍ତ୍ରି-କ-ଙ୍କ ପାଖକୁ ଯାଇଥିଲେ।ସେ ତାଙ୍କୁ ଉପାୟ ବତାଇ ଥିଲେ କି ଗୋଟିଏ ଛୁଆର ବ-ଳି ଦେବ ତ ଆପଣଙ୍କର ସନ୍ତାନ ହୋଇଯିବ। ଏହାପରେ ମହିଳା ଅନେକ ଦିନରୁ ଛୁଆ ବ-ଳି ଦେବାପାଇଁ ସୁଯୋଗ ଖୋଜୁଥିଲେ। ଶନିବାର ଦିନ ସକାଳୁ ତାଙ୍କୁ ଏହି ସୁଯୋଗ ମିଳି ଯାଇଥିଲା।ସେ ନିଜ ବିଲ୍ଡିଙ୍ଗରେ ରହୁଥିବା ସାଢେ଼ ତିନି ବର୍ଷର ଛୁଆର ବ-ଳି ଦେଇ ଦେଇଥିଲେ।
ସେପଟେ ଛୁଆ ଯେତେବେଳେ ନି-ଖୋ-ଜ ହୋଇଯାଇଥିଲେ ତ ଘରଲୋକ ଚିନ୍ତିତ ହୋଇ ଯାଇଥିଲେ।ସେ ତାକୁ ବହୁତ ଖୋ-ଜି-ଥିଲେ କିନ୍ତୁ ସେ ମିଳିନଥିଲା। ପୁଣି ପୋ-ଲି-ସ-କୁ ସୂଚନା ଦିଆଯାଇଥିଲା। ପୋ-ଲି-ସ ଛୁଆକୁ ଖୋଜିବା ଆରମ୍ଭ କରିଦେଲେ। ଏହା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ନଜର ଘର ପଛରେ ହୋଇଥିବା ବୋର ଉପରେ ପଡିଥିଲା। ଯେତେବେଳେ ତାକୁ ଖୋଲା ଯାଇଥିଲା ତ ସେଥିରୁ ପିଲାଟିର ଶ-ବ ମିଳିଥିଲା। ପୋ-ଲି-ସ ଛୁଆଟିର ଶ-ବ-କୁ ପୋ-ଷ୍ଟ-ମ-ର୍ଟ-ମ ପାଇଁ ରୋହିଣୀର ଅମ୍ବେଡକର ଡାକ୍ତ-ରଖାନାକୁ ପଠାଇ ଦେଇଛନ୍ତି।
ତ-ଦ-ନ୍ତ ସମୟରେ ପୋ-ଲି-ସ ବିଲ୍ଡିଙ୍ଗରେ ରହୁଥିବା ଅନେକ ଲୋକଙ୍କୁ ପଚରାଉଚରା କରିଥିଲେ। ପୁଣି ସେ ହ-ତ୍ୟା କରିଥିବା ମହିଳା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ।ଆ-ରୋ-ପୀ ମହିଳା କହିଥିଲେ କି ବାହାଘର ପରେ ତାଙ୍କୁ ସନ୍ତାନ ପ୍ରାପ୍ତି ହେଉନଥିଲା। ଏଥିପାଇଁ ସେ ସାହାଯ୍ୟ ପାଇଁ ଜଣେ ତା-ନ୍ତ୍ରି-କ-ଙ୍କ ପାଖକୁ ଯାଇଥିଲେ।ସେ ତାଙ୍କୁ କ-ଳା-ଯା-ଦୁ ଶିଖାଇଥିଲେ। ତାଙ୍କ କହିବା ଅନୁସାରେ ଛୁଆର ବ-ଳି ଚଢାଇଥିଲେ।
ମହିଳାଙ୍କ ବୟାନ ଶୁଣିବା ପରେ ପୋ-ଲି-ସ ତାଙ୍କୁ ଗି-ର-ଫ କରି ନେଇଥିଲେ। ସେଠାର ଏହି ଘ-ଟ-ଣା ପରେ ଲୋକମାନଙ୍କ ମଧ୍ୟରେ ବହୁତ ରା-ଗ-ର ପରି-ସ୍ଥିତି ସୃଷ୍ଟି ହୋଇଥିଲା। ପୋ-ଲି-ସ ପରିଶେଷରେ ସେହି ତା-ନ୍ତ୍ରି-କ-ଙ୍କୁ ମଧ୍ୟ ଖୋଜିବାରେ ଲାଗି ପଡିଛନ୍ତି ଯିଏ ମହିଳାଙ୍କୁ ଛୁଆର ବ-ଳି ଦେବାପାଇଁ ଉପଦେଶ ଦେଇଥିଲେ। ଏହି ପରିସ୍ଥିତିରେ ସେମାନେ ଲଗାତର ଜାଗା ଜାଗାରେ ଲୁ-ଚି ମଧ୍ୟ ରହୁଛନ୍ତି। ଆଶା କରାଯାଉଛି କି ଆରୋପୀ ତା-ନ୍ତ୍ରି-କ ମଧ୍ୟ ବହୁତ ଶୀଘ୍ର ଧରା ପଡ଼ିଯିବେ।