ଫଟୋ ଉଠାଇବା ପାଇଁ ଛୁଆକୁ କୋଳରେ ନେଇ ହାତୀ ପାଖକୁ ଗଲେ ବାପା, ରା-ଗରେ ହାତୀ କରିଦେଲା ଏମିତି – ଦେଖନ୍ତୁ Video

ପଶୁ ମାନଙ୍କ ସହିତ ଫଟୋ ଉଠାଇବା ବହୁତ ଭୟ-ଙ୍କର ହୋଇଥାଏ, କାରଣ କେତେବେଳେ ଏବଂ କାହିଁକି ତାଙ୍କ ମୁ-ଣ୍ଡ ବଦଳିଯାଏ ଏହା ବିଷୟରେ ଆମେ ଜାଣିବି ପାରିନଥାଉ। ଏମିତି ହିଁ କିଛି ହୋଇଛି ଜଣେ ବ୍ୟକ୍ତିଙ୍କ ସହିତ ଯିଏ ଚିଡିଆଘରକୁ ହାତୀ ସହିତ ଫଟୋ ଉଠାଇବା ପାଇଁ ଯାଇଥିଲେ।

ପଶୁ ମାନଙ୍କୁ ସମସ୍ତେ ଭଲ ପାଇଥାନ୍ତି ଏବଂ ଅଧିକାଂଶ ପଶୁଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ଏବଂ ନିଜ ଘରେ ପାଳି ମଧ୍ୟ ଥାନ୍ତି। କିନ୍ତୁ, କିଛି ବଡ଼ ପଶୁ ଯେଉଁମାନଙ୍କୁ ଆମେ ନିଜ ଘରେ ପାଳନ କରିପାରିବା ନାହିଁ ସେମାନଙ୍କୁ ଦେଖିବା ପାଇଁ ଲୋକ ଚିଡ଼ିଆଖାନାକୁ ଯାଇଥାନ୍ତି ଏବଂ ସେମାନଙ୍କ ସହିତ ଫଟୋ ମଧ୍ୟ ଉଠାଇ ଥାନ୍ତି। ପଶୁ ମାନଙ୍କ ସହିତ ଫଟୋ ଉଠାଇବା ବହୁତ ଭୟ-ଙ୍କର ହୋଇଥାଏ, କାରଣ କେତେବେଳେ ଏବଂ କାହିଁକି ତାଙ୍କ ମୁଣ୍ଡ ବଦଳିଯାଏ ଏହା ବିଷୟରେ ଆମେ ଜାଣି ବି ପାରିନଥାଉ। ଏମିତି ହିଁ କିଛି ହୋଇଛି ଜଣେ ବ୍ୟକ୍ତିଙ୍କ ସହିତ ଯିଏ ଚିଡ଼ିଆଖାନାକୁ ହାତୀ ସହିତ ଫଟୋ ଉଠାଇବା ପାଇଁ ଯାଇଥିଲେ, କିନ୍ତୁ ଏହା ପରେ ତାଙ୍କ ସହିତ ଯାହା ହୋଇଥିଲା ତାକୁ କେବେବି ସେ ଭୁଲି ପାରିବେ ନାହିଁ।

https://twitter.com/heafukinsav/status/1373428509104689156?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1373428509104689156%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Ffather-went-to-near-the-elephant-to-take-baby-in-his-lap-to-click-photograp-angry-elephant-did-this-see-video-2397147

ଏହି ଘ-ଟ-ଣା ଆମେରିକାର ସ୍ୟାନ ଡିଏଗୋ ଜୁର ଅଟେ। ବର୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଜୋ-ରରେ ଭାଇ-ରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ବ୍ୟକ୍ତି ନିଜ କୋଳରେ ଗୋଟିଏ ଛୁଆକୁ ଧରିଛନ୍ତି ଏବଂ ଛୁଆକୁ କୋଳରେ ନେଇ ସେ ହାତୀ ପାଖକୁ ଯାଇଥିଲେ ଏବଂ ପୋଜ ଦେବାକୁ ଲାଗିଥିଲେ। କିନ୍ତୁ ହଠାତ ପଛରୁ ହାତୀ ତାଙ୍କ ଆଡ଼କୁ ଆସିବାକୁ ଲାଗିଥିଲା। ହାତୀକୁ ଦେଖି ଏମିତି ଲାଗୁଛି କି ସେ ବହୁତ ରା-ଗରେ ଅଛି। ହାତୀ ଯେମିତି ହିଁ ବ୍ୟକ୍ତିଙ୍କ ଆଡ଼କୁ ଆସିବାକୁ ଲାଗିଥିଲା, ପୁରୁଷ ଜଣଙ୍କ ଦୌଡ଼ି ପଳାଇ ଯାଇଥିଲେ ଏବଂ ଭ-ୟରେ ତାଙ୍କ କୋଳରୁ ଛୁଆ ମାଟି ଉପରକୁ ଖସି ପଡିଥିଲା। ସେ ପୁଣି ଥରେ ଛୁଆକୁ କୋଳକୁ ଉଠାଇ ନେଇଥିଲେ ଏବଂ ସେଠାରୁ ଦୌଡ଼ି ପଳାଇ ଥିଲେ।

ଏହି ଭିଡିଓକୁ ଦେଖିବା ପରେ ତ ଆପଣ ସମସ୍ତେ ବୁଝି ପାରିଥିବେ କି ପଶୁ ମାନଙ୍କ ସହିତ ଫଟୋ ଉଠାଇବା ଏବଂ ସେମାନଙ୍କ ପାଖକୁ ଯିବା କୌଣସି ବି-ପ-ଦ ଠାରୁ କମ ନୁହେଁ। ଏଥିପାଇଁ ଆପଣ ଯେବେବି ଏମିତି କରିବେ ତ ଭାବିଚିନ୍ତି ହିଁ ଆଗକୁ ବଢନ୍ତୁ। ସୋସିଆଲ ମିଡିଆରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫୧ହଜାରରୁ ଅଧିକ ଥର ଦେଖା ଯାଇ ସାରିଛି।

Leave a Reply

Your email address will not be published. Required fields are marked *