ଦେଖନ୍ତୁ ଭିଡିଓ: ମଇଁଷିର ଶି -କା-ର କରୁଥିଲା ସିଂହ, କିନ୍ତୁ ଦୁର୍ବଳ ପଡ଼ିଗଲା..

କେବେ ଚିନ୍ତା କରିଛନ୍ତି କି ଯେତେବେଳେ ଶି-କା-ର ସମୟରେ ସିଂହ ଦୁ-ର୍ବ-ଳ ପଡିଯାଇଥାଏ ତ କ’ଣ ହୋଇଥାଏ? ଯଦି ଚିନ୍ତା କରି ନାହାନ୍ତି ତ ଆପଣଙ୍କୁ ଏହି ଭିଡିଓ ନିଶ୍ଚିତ ଦେଖିବା ଉଚିତ। ଏହି ଭିଡିଓରେ ଗୋଟିଏ ସିଂହ ମଇଁଷିର ଶି-କା-ର କରିବା ପାଇଁ ବହୁତ ଚେ-ଷ୍ଟା କରୁଛି। କିନ୍ତୁ ଶେ-ଷରେ ତାର ଯେଉଁ ଅବସ୍ଥା ହୋଇଛି ତାକୁ ଦେଖି ଏହା ବୁଝା ଯାଉଛି କି ଜଙ୍ଗଲରେ ସିଂହର ରାଜୁତି ସେପର୍ଯ୍ୟନ୍ତ ଚାଲିଥାଏ ଯେପର୍ଯ୍ୟନ୍ତ ସେ ଶକ୍ତିଶାଳୀ ହୋଇଥାଏ। ଯେତେବେଳେ ସେ ବୁଢା କିମ୍ବା ଦୁ-ର୍ବ-ଳ ହୋଇଯାଏ ତ ତାକୁ ଶିକାର ପାଇଁ ବହୁତ ଚେ-ଷ୍ଟା କରିବାକୁ ପଡ଼ିଥାଏ। ଆଉ ହଁ, ଜରୁରୀ ନୁହେଁ କି ସେ ଏହି ଚେ-ଷ୍ଟାରେ ସଫଳ ହୋଇ ପାରିବ।

କେବେ-କେବେ ଏମିତି ମଧ୍ୟ ହୋଇଥାଏ!

https://twitter.com/Gaurav_Dixit01/status/1373948830039744515?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1373948830039744515%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Flion-vs-buffalo-fight-shared-by-twitter-user-says-sometimes-it-also-happens-52001%2F

ଏହି ଭିଡିଓକୁ ଟୁଇଟର ୟୁଜର @Gaurav_Dixit01ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘କେବେ-କେବେ ଏମିତି ହେଇଯାଇଥାଏ। ‘ଏହି ଭିଡିଓକୁ ଖବର ଲେଖା ଯିବା ପର୍ଯ୍ୟନ୍ତ ପାଖାପାଖି ଶହେ ଭ୍ୟୁ ଏବଂ ସାତ ଲାଇକ ମିଳିସାରିଛି।

କ’ଣ ହୋଇଛି ଭିଡିଓରେ?

ଏହି ୨ମିନିଟ ୧୯ସେକେଣ୍ଡ ଭିଡିଓରେ ଦେଖା ଯାଉଛି କି ମଇଁଷିର ଗୋଟିଏ ପଲ ଛିଡ଼ା ହୋଇଛନ୍ତି, ସେଠାରେ ଗୋଟିଏ ସିଂହ ମଇଁଷିର ଧରିନେଇଛି। କିନ୍ତୁ ହଠାତ ତା ସାଥିରେ ମଇଁଷିର ସାଥିମାନେ ଯୁଦ୍ଧ କରିଛନ୍ତି। ସିଂହ ଅସହାୟ ଦେଖା ଯାଉଛି। ହେଲେ, ସେ ଛିଡ଼ା ହୋଇ ଆଉଥରେ ପୁଣି ଚେ-ଷ୍ଟା କରୁଛି। କିନ୍ତୁ ଦୁଃଖର କଥା ମଇଁଷି ମାନଙ୍କ ଆଗରେ ସେ ବହୁତ ଦୁର୍ବଳ ଦେଖା ଯାଉଛି। ଭିଡିଓ ଶେ-ଷରେ ସେ ଥକି ଯାଇ ମାଟି ଉପରେ ପଡ଼ି ଯାଇଥିବାର ଦେଖା ଯାଉଛି।

କେମିତି ଧରିଥିଲା ମଇଁଷିକୁ?

ଏହି କ୍ଲିପରେ ଆପଣ ଦେଖି ପାରିବେ କି ସିଂହ ମଇଁଷିର ତୁଳନାରେ କେତେ ଦୁର୍ବଳ ନଜର ଆସୁଛି। ହେଲେ, ସେ ମଇଁଷିର ଗଳାକୁ ଧରି ତାକୁ ମାଟି ଉପରେ ପକାଇବାପାଇଁ ଚେ-ଷ୍ଟା କରୁଛି। କିନ୍ତୁ ସେ ଥକି ଯାଇଥାଏ ଯେଉଁ କାରଣରୁ ମଇଁଷିର ତା ଉପରେ ଭାରି ପଡି ଯାଇଛି ଏବଂ ସିଂହର ଶି-କା-ରରୁ ବ-ଞ୍ଚି ଯାଇଛି।

Leave a Reply

Your email address will not be published. Required fields are marked *